ବିଚାର

ଯେଉଁ ନାରୀର ଛାତିରେ କଳାଜାଇ ଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 15 + Anuchinta

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି।ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ।ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ।

ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ।

୧.ସକାଳୁ ଉଠିଲା ପରେ ଖାଲି ପେଟ ରେ ତିନି ଗ୍ଲାସ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ।

୨.ଏକ ଗ୍ଲାସ ପାଣି ଗାଧୋଇବା ପୂର୍ବ ରୁ କିମ୍ବା ପରେ ପିଇଲେ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହୋଇଥାଏ।

୩.ଦୁଇ ଗ୍ଲାସ ପାଣି ଖାଇବାର ଅଧ ଘଣ୍ଟା ପୂର୍ବ ରୁ ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।

୪.ରାତି ରେ ଶୋଇବା ପୂର୍ବ ରୁ ଅଧ ଗ୍ଲାସ ପାଣି ପିଇଲେ ହୃଦଘାତ ର ସମ୍ଭାବନା କମ ହୋଇଥାଏ।

୫.ପାଞ୍ଚଟି ଗୋଲମରିଚ ,ଗୋଟିଏ ପିଆଜ ଓ ଅଧ ଚାମଚ ଲୁଣ କୁ ବାଟି କେଶ ରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ।

୬.ମୁହଁ ରେ କଳା ଦାଗ ଥିଲେ ଦହି ରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇ ଦେଲେ ମୁହଁ ସଫା ହୋଇଥାଏ।

୭.ମୁହଁ ର ରଙ୍ଗ କୁ ସଫା କରିବା ପାଇଁ ହେଲେ ଆଖୁ ର ରସ କୁ ରାତି ରେ ଶୋଇବା ପୂର୍ବରୁ ମୁହଁ ରେ ଲଗାନ୍ତୁ।

୮.ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ରାତି ରେ ଶୋଇବା ବେଳେ ଉଷୁମ ପାଣି ରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ।

୯.ଅଣ୍ଟା ଦରଜ ହେଉଥିଲେ ପାଞ୍ଚଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡ କୁ ସିଝାଇ ଖାଇଲେ ତାହା ଦୁର ହୁଏ।

୧୦.ପେଟ ରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମଚ ଜୁଆଣି ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣି ରେ ମିଶାଇ ସେବନ କଲେ ଉପଶମ ମିଳିଥାଏ।

୧୧.ରୋଷେଇ କରି ସାରିବା ପରେ ଚୁଲା କୁ ଭଲ ଭାବରେ ସଫା କରିବା ଉଚିତ ଏହା ସମୃଦ୍ଧି ର ପ୍ରତୀକ ହୋଇଥାଏ।

୧୨.ରାତି ରେ ରୋଷେଇ ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

୧୩.ଭଙ୍ଗା ବାସନ ରେ କେବେ ବି ଖାଆନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

 

୧୪.ରୋଷେଇ ଘରେ କେବେ ବି ଔଷଧ ଏବଂ ପୂଜା ସ୍ନାନ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।

୧୫.ଘର ର ଉତ୍ତର ପୂର୍ବ କୋଣ ରେ କାଚ ପାତ୍ର ରେ ଲୁଣ ରଖିଲେ ଶୁଭ ହୋଇଥାଏ ଏବଂ ଘର ର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

୧୬. ନାରୀର ଦକ୍ଷିଣ ବକ୍ଷରେ ତିଳଚିହ୍ନ ଥିଲେ ସେ ବିଦ୍ୟାବାନ ହୁଏ ଓ ଦକ୍ଷିଣ ପାଦରେ ତିଳଚିହ୍ନ ଥିଲେ ସେ ଧର୍ମବନ୍ତ ଓ ଜ୍ଞାନବନ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button