ବିଚାର

ଗଣେଶ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହି 4ଟି କାମ..

ବନ୍ଧୁଗଣ ଗଣେଶ ମହାରାଜ ସବୁ ବିଘ୍ନକୁ ହରଣ କରିଥାନ୍ତି | ସବୁବେଳେ ଭଲ ବୁଦ୍ଧି ପ୍ରଦାନ କରିଥାନ୍ତି, ପ୍ରଭୁ ଗଜାନନ ସବୁକାର୍ଯ୍ୟକୁ ନିଭିନ୍ନ ରେ ସମ୍ପୂର୍ଣ କରିଥାନ୍ତି | ସବୁ ଇଛା କୁ ପୁରଣ କରିଥାନ୍ତି | ଆମେ ଆଜି ଏହି ପୋଷ୍ଟ ଜରିଆରେ ଏମିତି 7ଟି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଇଛା ପୁରଣ କରିଥାନ୍ତି | ସର୍ବ ପ୍ରଥମେ ଶାସ୍ତ୍ର ରେ ଏପରି ଲେଖା ଅଛି କି ଗଣେଶ ମହାରାଜ ଙ୍କୁ ମନାଇବା ଉଚିତ

ଗଣେଶଙ୍କର ଆରଧନା କରନ୍ତୁ ତାଙ୍କୁ ମନେଇବାକୁ ପ୍ରୟାସ କରନ୍ତୁ | ଯେଉଁ ବ୍ୟକ୍ତିର ସନ୍ତାନ ପ୍ରାପ୍ତି ଆସିଛି ଶିକ୍ଷାରେ ବାଧା ଆସିଛି, ସମ୍ପତ୍ତି କୁ ନେଇ ଯଦି ସମସ୍ୟା ଥାଏ |ପଇସାକୁ ନେଇ କୌଣସି ବି ସମସ୍ୟା ଥାଏ | ଏହାକୁ ଶୀଘ୍ର ପୂରଣ କରିବା ପାଇଁ ଏବଂ ବିବାହରେ ଯଦି ବିଳମ୍ବ ହେଉଛି ଆପଣ ଯଦି ଏଇ ସବୁର ସମାଧାନ ଚାହୁଁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ଏହି ଉପାୟ କରିବା ଉଚିତ |

ଏହି ଉପାୟ କଲେ ଆମକୁ ଏହି ସବୁ ଜିନିଷ ପ୍ରାପ୍ତି ହେବ |କେତେ ଥର ଏମିତି ମଧ୍ୟ ହୁଏ ଛୋଟ ଛୋଟ କାର୍ଯ୍ୟ ରେ ମଧ୍ୟ ବାଧା ବିଘ୍ନ ଆସିଥାଏ | ଯାହାର କାରଣ ରୁ ଆମେ ବହୁତ ଚିନ୍ତିତ ହୋଇଯାନ୍ତି | ଆଉ ସେହି ଚିନ୍ତା କାରଣ ରୁ ଆମର ମାନସିକ ସ୍ଥିତି ବିଗିଡି ଯାଏ ଆଉ ମାନସିକ ସ୍ଥିତି ବିଗିଡି ଯିବାରୁ ବହୁତ ଅସୁବିଧା ହୋଇଥାଏ | ଏହାର ସମସ୍ତ ପ୍ରତିକାର ଗଣେଶ ମହାରାଜା କରିବେ | ଯେଉଁ ମାନେ ଗଣେଶ ମହାରାଜ ଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କୁ କେବେ ତୁଳସୀ ଜଳ ଚଢାନ୍ତୁ ନାହିଁ | ତୁଳସୀ ଜଳ ଚଢେଇବା ଦ୍ୱାରା ଆମ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ | ବୁଦ୍ଧି ଥିବା ବ୍ୟକ୍ତି ନିବୁଦ୍ଧି ହୋଇଯାଏ,ଯେଉଁ ଠାରୁ ଆମକୁ ଲାଭ ମିଳିବାର ଥାଏ ସେଇଠି କ୍ଷତି ମିଳେ |କାରଣ ଆମେ ଛୋଟ ଛୋଟ ଭୁଲ କରିଥାନ୍ତି ତାହାର ଖରାପ ପ୍ରଭାବ ଆମକୁ ମିଳିଥାଏ | ଏହି ଅସୁବିଧା ତୁଳସୀ ଚଢେଇବା ଦ୍ୱାରା ହୋଇଥାଏ |

ଯେଉଁ ବ୍ୟକ୍ତି ନିଜର ବଂଶ ବଢେଇବାକୁ ଚାହୁଁଥାଏ, ସନ୍ତାନ ପାଇବାକୁ ଚାହୁଁଥାଏ ବା ସନ୍ତାନ ପ୍ରାପ୍ତି ରେ କେତେ ପ୍ରକାରର ବାଧା ଥାଏ | ତେବେ ଶ୍ରୀଗଣେଷଙ୍କୁ ପ୍ରତ୍ୟେକ ବୁଧୁବାର ଦିନ ମୁଆଁର ଲଡୁ ଭୋଗ ଲଗାନ୍ତୁ | ଯେଉଁ ପିଲାର ପାଠ ହେଉନାହିଁ କିମ୍ବା ଯେତେ ପଢିଲେ ବି ମାନେ ରହୁନାହିଁ ତାକୁ ପ୍ରତ୍ୟେକ ଦିନ 108ଥର ଓଁ ଗଣପତେୟ ନମଃ ଜପ କରିବା ଆବଶ୍ୟକ | ଯେଉଁ ବ୍ୟକ୍ତିଙ୍କର ସମ୍ପତ୍ତି କିଣା ବିକା ରେ ଅସୁବିଧା ହେଉଛି କିମ୍ବା ଲାଭ ହେଉନାହିଁ ସେହି ବ୍ୟକ୍ତିକୁ ଶନିଙ୍କ ପାତ୍ର ରେ ଗଣେଶ ମହାରାଜ ଙ୍କୁ ଭୋଗ ଲଗେଇବା ଉଚିତ | ତେବେ ଯେଉଁ ବ୍ୟକ୍ତିଙ୍କର ଅର୍ଥ ଅଭାବ ହେଉଛି କିମ୍ବା ଯେତେ ରୋଜଗାର କଲେ ମଧ୍ୟ ରହୁନାହିଁ ତାଙ୍କୁ ପ୍ରତ୍ୟେକ ବୁଧୁବାର ଦିନ ଓଁ ଗଣ ଗଣପତେୟ ନମଃ ମନ୍ତ୍ର 108ଥର ଜପ କରିବା ଉଚିତ |

ଯେଉଁ ବ୍ୟକ୍ତିଙ୍କର ବିବାହାରେ ଅସୁବିଧା ହେଉଛି କିମ୍ବା ବିବାହ ହୋଇପାରୁନାହିଁ ସେ ଗରୁଡ ଜାଲରେ ହଳଦି ରଖି ବକ୍ର ତୁଣ୍ଡ ମହାକାୟ ଏହି ମନ୍ତ୍ର ଜପ କାରୀ ଗଣେଶ ମହାରାଜ ଙ୍କୁ ଅଭିଷେକ କରିବା ଦ୍ୱାରା ବିଘ୍ନ ସବୁ ହରଣ ହୋଇଯାଇ ଥାଏ |

ଏହା କରିବା ଦ୍ୱାରା ବିବାହାରେ ଆସୁଥିବା ବାଧା ସମାପ୍ତ ହୋଇ ଥାଏ | ପ୍ରତ୍ୟକ ବ୍ୟକ୍ତି ଚାହାଁନ୍ତି ତାଙ୍କ ନାମ ଦୁନିଆ ରେ ରହୁ ସେମାନେ ନିଜର ବଡ ନାମ କରନ୍ତୁ ତେବେ ସେଥିପାଇଁ ଗଣେଶ ମହାରଜା ଙ୍କୁ କ୍ଷୀରି ଭୋଗ ଲଗାନ୍ତୁ ଏବଂ ରସ ଫଳ ଅର୍ପଣ କରନ୍ତୁ ଏହାକୁ ଛୋଟ ପିଲାଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ | ଭଗବାନ ଗଣେଶଙ୍କର ଜାମୁ କୋଳି ବହୁତ ପସନ୍ଦ ତେଣୁ ଭଗବାନ ଙ୍କୁ ଜାମୁ କୋଳି ଭୋଗ ଲଗାନ୍ତୁ କିଛି ନିଯେ ପାଆନ୍ତୁ ଆଉ କିଛି ପିଲାଙ୍କ ମଧ୍ୟ ରେ ବାଣ୍ଟି ଦିଅନ୍ତୁ| ଏହା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଯାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button