ଦେଶ ବିଦେଶ

20 ଲକ୍ଷର ଗହଣା ଅଟୋରେ ଭୁଲିଗଲେ ବ୍ୟକ୍ତି, ଗରିବ ଅଟୋ ଡ୍ରାଇଭର କଲେ ଏମିତି କାମ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଏହି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ଏକ ଅଟୋ ବାଲାର ଅଟୋରେ ଏକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କାର ଗହଣା ଛାଡି ଚାଲି ଯାଇଥିଲା । ହେଲେ ତା ପରେ ଅଟୋ ବାଲା ଯାହା କରିଲା ତା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଶ୍ରବଣ କୁମାର ନାମକ ଏକ ଅଟୋ ବାଲା ଚେନାଇରେ ଅଟୋ ଚଲାଉଥିଲା । ଦିନେ ଏକ ଯାତ୍ରୀ ତାଙ୍କ ଅଟୋରେ ଗହଣା ଭରା ବ୍ୟାଗ ରଖି ଭୁଲି ଚାଲିଯାଇଥିଲା ।

ହେଲେ ଏତେ ସବୁ ଗହଣା ଦେଖି ଅଟୋ ବାଲାଟି ମନରେ କୌଣସି ଲୋଭ ଆସି ନଥିଲା । ଅଟୋ ବାଲାଟି ସେହି ବ୍ୟାଗକୁ ନେଇ ପୋ-ଲି-ସ ଷ୍ଟେ-ସ-ନ-ରେ ଜମା କରାଇଥିଲା । ସେହି ବ୍ୟାଗରେ ପାଖା ପାଖି 20 ଲକ୍ଷ ଟଙ୍କାର ଗହଣା ଥିଲା ।


ସେହି ବ୍ୟାଗଟି ପାଲ ବ୍ରାଇଟ ନାମକ ଏକ ବ୍ୟକ୍ତିଙ୍କର ଥିଲା । ସେ ନିଜ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବା ପାଇଆନ ଯାଉଥିଲେ । ସେ ଅଟୋରେ ଯାଉଥିବା ସମୟରେ ଲଗାତାର ଫୋନରେ କଥା ହେଉଥିଲେ । ଯାହାଫଳରେ ସେ ନିଜ ବ୍ୟାଗକୁ ଅଟୋ ମଧ୍ୟରେ ଭୁଲି ଚାଲି ଯାଇଥିଲେ । ହେଲେ କିଛି ସମୟ ପରେ ଯେତେବେଳେ ତାଙ୍କୁ ତାଙ୍କ ବ୍ୟାଗ କଥା ମନେ ପଡିଥିଲା ସେତେବେଳେ ସେ ପୋ-ଲି-ସ ଷ୍ଟେ-ସ-ନ-ରେ ଅ-ଭି-ଯୋ-ଗ କରିଥିଲେ ।


ପୋ-ଲି-ସ ମଧ୍ୟ କହିଥିଲା ସିସି ଟିଭି କ୍ୟାମେରା ଦ୍ଵାରା ଅଟୋ ବାଲା ବିଷୟରେ ଜଣା ପଡିଯିବ । ହେଲେ ପରେ ଜଣା ପଡିଥିଲା ଯେ, ଅଟୋ ବାଲା ଆଗରୁ ହିଁ ତାଙ୍କ ବ୍ୟାଗ ପୋ-ଲି-ସ ଷ୍ଟେ-ସ-ନ-ରେ ଜମା କରେଇ ଦେଇଛନ୍ତି । ଏହା ବିଷୟରେ ଜାଣି ବ୍ୟକ୍ତି ଜଣକ ବହୁତ ଖୁସି ହୋଇଯାଇଥିଲା ଓ ଅଟୋ ବାଲାକୁ ଧନ୍ୟବାଦ ଜଣାଇଥିଲା । ଅନ୍ୟ ପକ୍ଷରେ ଅଟୋ ବାଲାର ଏହି ସ୍ଵଭାବକୁ ଦେଖି ଚେନାଇ ପୋ-ଲି-ସ ଷ୍ଟେ-ସ-ନ ଅଟୋ ବାଲାକୁ ଏକ ଫୁଲର ଗୁଲଦସ୍ତା ଦେଲା ।

ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣାଟି ଭାଇରାଲ ହେଲା ସେତେବେଳେ ସମସ୍ତ ଲୋକ ଅଟୋ ବାଲା ଉପରେ ଖୁସି ହୋଇଗଲେ । ଅଟୋ ବାଲାର ସ୍ଵଭାବ ଦେଖି ସମସ୍ତ ଲୋକ ତାର ପ୍ରଶଂସା ମଧ୍ୟ କରିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button