ମନୋରଞ୍ଜନ

ରାମାୟଣ ର ସୀତାଙ୍କ ଝିଅ ଦେଖିବାକୁ ଏତେ ହଟ ଏବଂ ସେକ୍ସି ଆପଣ ଦେଖିଲେ ଆଶ୍ଚଯ୍ୟ ହୋଇଯିବେ…

ହିନ୍ଦୁ ଧର୍ମର ମହାନ ଗାଥା ଶ୍ରୀ ରାମ ଙ୍କ କାହାଣୀ ଅଟେ ରାମାୟଣ । ଏହି ସିରିଏଲ ୮୦ ଦଶକରେ ରିଲିଜ ହୋଇଥିଲା। ଯାହା ଘରେ ବ୍ଲାକ ଆଣ୍ଡ ହ୍ଵାଇଟ ଟିଭି ଥିଲା ଲୋକ ତାରି ଘରେ ରାମାୟଣ ଦେଖିବାକୁ ଲାଇନ ଲଗାଉଥିଲେ। ରାମାୟଣ ସିରିଏଲ ହେବାର 35 ବର୍ଷ ବିତି ସାରିଲାଣି । ଅନେକ ଚରିତ୍ରରେ ରୋଲ କରିଥିବା କଳାକାର ଙ୍କ ମୃତ୍ୟୁ ମଧ୍ୟ ଘଟି ସରିଛି । ଏହି ସିରିଏଲ ୮୮ ମସିହା ରେ ଡ଼ିଡ଼ି ନ୍ୟାସନାଲ ରେ ପ୍ରସାରିତ ହୋଇଥିଲା।ଏହି ଧାରାବାହିକ ର ପ୍ରଡ୍ୟୁସର ଓ ନିର୍ଦେଶକ ରମାନନ୍ଦ ସାଗର ମଧ୍ୟ ଏହି ଦୁନିଆରୁ ଯାଇ ସାରିଲେଣି । ଏବେ ମଧ୍ୟ ଅନେକ କଳାକାର ସୁସ୍ଥ ଅଛନ୍ତି।

ରାମାୟଣ ସିରିଏଲ କୁ ଭାରତରେ କିଏ ଭଲା ନ ଜାଣେ । ରାମାୟଣ ସିରିଏଲ ହେବାର ଆସି ବହୁତ ଦିନ ହୋଇଗଲାଣି ତଥାପି ଲୋକେ ଏହାକୁ ମନେ ରଖିଛନ୍ତି। କିଏ ଅବା ଜାଣେ ଆଗାମୀ ତିରିଶି ଚାଳିଶି ବର୍ଷରେ କାହା ସହ କଣ ଘଟିବ। କପିଲ୍ ଶର୍ମା ଙ୍କ ଶୋ ରେ ନିକଟ ରେ ରାମ ଲକ୍ଷ୍ମଣ ଏବଂ ସୀତା ଭୂମିକା ରେ ଅଭିନୟ କରଥିବା କଳାକାର ମାନେ ଆସିଥିଲେ ଏବଂ ନିଜ ଭୂମିକା ଆଉ ଅଭିଜ୍ଞନ୍ତା ବିଷୟରେ କହିଥିଲେ।

ରାମ ଭୂମିକା ରେ ଅରୁଣ ଗୋଭିଲ, ଲକ୍ଷ୍ମଣ ଭୂମିକା ରେ ସୁନୀଲ ଏବଂ ସୀତା ଭୂମିକା ରେ ଦୀପିକା ଚିଖିଲିଆ ଅଭିନୟ କରିଥିଲେ। ଦୀପିକା ଚିଖିଲିଆ ପୂର୍ବରୁ ବହୁତ ସୁନ୍ଦର ଦେଖା ଯାଉଥିଲେ ବର୍ତ୍ତମାନ ସମୟରେ ସେ ମୋଟି ହୋଇଯାଇଛନ୍ତି। ରମାନନ୍ଦ ସାଗର ଙ୍କ ରାମାୟଣ ଅଡିସନ୍ ରେ ତାଙ୍କୁ ସୀତା ଭୂମିକାରେ ଚୟନ କରାଯାଇଥିଲା।

ଏହି ସିରିଏଲ ସେହି ସମୟରେ ପ୍ରାୟ 7 କୋଟି ଟଙ୍କା ବିଜ୍ଞାପନ ଦ୍ୱାରା କମେଇ ଥିଲା । ଦୀପିକା ଚିଖିଲିଆ ସୀତା ଭୂମିକା ରେ ଅଭିନୟ କରିଥିଲେ। ବର୍ତମାନ ସମୟ ରେ ଦୀପିକା 52 ବର୍ଷ ର ହୋଇ ସାରିଛନ୍ତି । ସେ 1985 ରୁ 1995 ମଧ୍ୟ ରେ ବହୁତ ଗୁଡ଼ିଏ ସିରିଏଲ ରେ ଆକ୍ଟିଙ୍ଗ କରି ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଆଉ ଅଭିନୟ କରୁନାହାନ୍ତି। ଏହି ଅଭିନେତ୍ରୀ ବର୍ତମାନ ସମୟ ରେ ଗୋଟିଏ ହାଉସ୍ ୱାଇଫ୍ ଭାବେ ରହିଛନ୍ତି ।

ତାଙ୍କର ଜନ୍ମ 29 ଏପ୍ରିଲ 1965 ରେ ହୋଇ ଥିଲା। ସେ ସିଂହାରଦିପ୍ କମ୍ପାନୀ ର ମାଲିକ ହେମନ୍ତ ଟୋପିୱାଲା ଙ୍କୁ ବିବାହ କରି ଥିବା ବେଳେ ବର୍ତମାନ ସମୟ ରେ ସେ ବହୁତ ଚେଞ୍ଜ ହୋଇ ସାରିଛନ୍ତି। ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ତାଙ୍କ ଝିଅ ମଧ୍ୟ ଦେଖିବାକୁ ତାଙ୍କ ପରି ଅଟନ୍ତି। ତାଙ୍କ ଝିଅ ମଧ୍ୟ ବହୁତ ସୁନ୍ଦର ଏବଂ ହଟ ଅଟନ୍ତି।

ତାଙ୍କ ଝିଅ ବର୍ତ୍ତମାନ ଇଂସ୍ଟଗ୍ରାମ ରେ ବହୁତ ଆକ୍ଟିଭ ରହୁଛନ୍ତି। ଅନେକ ଲୋକ ତାଙ୍କ ସୁନ୍ଦରତା ର ପ୍ରଶଂସା ମଧ୍ୟ କରୁଛନ୍ତି । ଲୋକ ମାନେ କହୁଛନ୍ତି ଯେ ଦୀପିକା ଙ୍କ ଝିଅ ଦେଖିବାକୁ ଦୀପିକା ଙ୍କ ଠାରୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button