ଓଡିଶା

ବନ୍ଧୁଗଣ ପୁଣି ଚିଲିକା ମଝିରେ ଅଟକି ଗଲା ଡଙ୍ଗା । ସମସ୍ତଙ୍କ ମୁହଁ ରେ ମା କାଳିଜାଇ ଆମକୁ ଉଧାର କରି ନିଅ, ଆମକୁ ବଞ୍ଚାଇ ନିଆ ଏମିତି ଶୁଣିବାକୁ ମିଳିଛି ଗତ କାଲି । ତେବେ କାହିଁକି ବାରମ୍ବାର ଚିଲିକା ମଝିରେ ଫସି ଯାଇଛି ଡଙ୍ଗା । ଅନେକ ସମୟରେ ବିନା ତ୍ରୁଟି ରେ ମଧ୍ୟ ଯାତ୍ରୀଙ୍କର ଡଙ୍ଗା ଏମିତି ମଝି ଦରିଆ ରେ ଅଟକି ପଡୁଛି । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ଆଉ ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି କିଭଳି ଭାବେ ଏକା ସହ ୩ ଟି ଡଙ୍ଗା ଫସି ଯାଇଛି । ଆଉ ଡଙ୍ଗା ରେ ଯାଉଥିବା ଯାତ୍ରୀ ଚିନ୍ତାରେ ପଡି ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଯେ ୩ଟି ଡଙ୍ଗା ଚିଲିକା ମଝିରେ ଏଭଳି ଫସି ରହିଛି । ସୂଚନା ଅନୁଯାୟୀ ଯାତ୍ରୀ ଙ୍କୁ ଧରି ଜାଲିପଡା ରୁ ସାତପଡା ଯାଉଥିଲା ଡଙ୍ଗା ଟି । ଆଉ ହଠାତ ଅଧା ବାଟରେ ପ୍ରଥମେ ଗୋଟେ ଡଙ୍ଗା ଅଟକି ପଡିଲା । ଆଉ ତା ପରେ ଡଙ୍ଗା ଟି କାହିଁକି ସେଠାରୁ ଘୁଞ୍ଚୁ ନାହି ବୋଲି ଜାଣିବାକୁ ଆଉ ୨ ଟି ଡଙ୍ଗା ଉଧାର କରିବାକୁ ଆସିଥିଲା । କିଦୁର୍ଭାଗ୍ୟ ବଶତ ଉଧାର କରିବାକୁ ଯାଇଥିବା ସେହି ୨ ଟି ଡଙ୍ଗା ବି ସେଠାରେ ଫସିଗଲା । ଆଉ ସମସ୍ତଙ୍କ ମୁହଁ ରେ ଗୋଟେ କଥା ମା କାଳିଜାଇ ଆମକୁ ଉଧାର କର । କାରଣ କେହି ବି ଜାଣିପାରୁ ନ ଥିଲେ କାହିଁଙ୍କି ଏଭଳି ଡଙ୍ଗା ଅଟକି ଯାଉଛି । ତେବେ ଯାହା କୁହା ଯାଉଛି ୩ ଟି ଡଙ୍ଗା ରେ ବସିଥିଲେ ୧୫୦ ଯାତ୍ରୀ । ଏହା ସହ ୫୦ ରୁ ଉର୍ଦ୍ଧ ବାଇକ ବି ଡଙ୍ଗାରେ ରାଇଥିଲା । ଆଉ ଏଭଳି ସ୍ଥିତିରେ ସମସ୍ତଙ୍କୁ ଚିନ୍ତା ଘାରୁଥିଲା ଯେ କେତେବେଳେ ଆଉ କେମିତି ଉଧାର ହେବେ ଏ ମଝି ଦରିଆ ରୁ । ବାରମ୍ବାର ଏଭଳି ଖବର ଶୁଣିବାକୁ ମିଳୁଛି କି କିଭଳି ଭାବେ ଚିଲିକା ମଝିରେ ଡଙ୍ଗା ଫସି ରହୁଛି । ଆଉ ଆସିଥିବା ଯାତ୍ରୀ ମାନେ ଚିନ୍ତାରେ ପଡି ଯାଆନ୍ତି । ଆଉ ଗତ କାଲି ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ୩ଟି ଡଙ୍ଗା ଆଖ ପାଖରେ ଫସି ରହିଛି । ଗୋଟିଏ ଡଙ୍ଗା କୁ ଉଧାର କରିବାକୁ ଯାଇଥିବା ଆଉ ୨ ଟି ଡଙ୍ଗା ଫସି ଯାଇଛି । ତେବେ ଦେଖିବାକୁ ବାକି ରହିଲା କେତେବେଳେ ଏହି ୩ ଟି ଡଙ୍ଗା ଉଧାର ହେଉଛି । ଆଉ ତା ପରେ ସତ ସାମ୍ନା କୁ ଆସିପାରେ କି କହାୟଙ୍କି ୩ ଟି ଡଙ୍ଗା ଅଟକି ଯାଇଥିଲା ।

ବନ୍ଧୁଗଣ ଏପ୍ରିଲ 14 ରେ ପଡୁଛି ପବିତ୍ର ପଣା ସଙ୍କ୍ରାନ୍ତି । ଏହା ସହ ହନୁମାନ ଜୟନ୍ତୀ ମଧ୍ୟ ଅଡୁଛି । ଏହାକୁ ମହାବିଷୁବ ସଙ୍କ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ପ୍ରଭୁ ହନୁମାନ ତାଙ୍କ ଭକ୍ତ ମାନଙ୍କର ଦୁଖକୁ ସହ ମୋଚନ କରିବାକୁ ପ୍ରୟାସ କରିଥାନ୍ତି । ଭାରତୀୟ ଜ୍ଯୋତିଷ ଅନୁସାରେ ସୂର୍ଯ୍ୟଙ୍କର ଗୋଟେ ରାଶିଙ୍କୁ ଅନ୍ୟ ରାଶିକୁ ସ୍ଥାନାନ୍ତରକୁ ସଙ୍କ୍ରାନ୍ତି କୁହା ଯାଇଥାଏ । 12ଟି ରାଶି ଅନୁସାରେ 12ଟି ସଙ୍କ୍ରାନ୍ତି ରହିଛି । ମକର ସଙ୍କ୍ରାନ୍ତିରୁ କ୍ରମଶ ସୂର୍ଯ୍ୟ ପୃଥିବୀରେ ବିଷୁବ ରେଖା ଆଡକୁ ଗତି କରନ୍ତି । ଯେବେ ସୂର୍ଯ୍ୟ ମେଷ ରାଶିକୁ ପ୍ରବେଶ କରନ୍ତି ସେଦିନକୁ ମହାବିଷୁବ ସଙ୍କ୍ରାନ୍ତି କୁହାଯାଏ । ଏହି ସଙ୍କ୍ରାନ୍ତିରେ କିଛି ରାଶି ହେବାକୁ ଯାଉଛନ୍ତି ଧନବାନ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଛି । ଲମ୍ବା ସମୟ ଧରି ଯେଉଁ ଅସୁବିଧାର ସମୁଖିନ୍ନ ହୋଇ ଆସୁଥିଲେ ଏବେ ତାହା ଦୁରିଭୁତ ହେବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ । ଯାହା ସଠିକ ଦିଗ ଦେଖାଇବ । ଧନର ବର୍ଷା ହେବାର ଯୋଗ ଅଛି ।

ସିଂହ ରାଶି : ଏହି ରାଜଯୋଗ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଭଲ ରହିବାର ଅଛି । ଆପଣଙ୍କର ଭାଗ୍ଯର ଦ୍ଵାର ଖୋଲିଯିବ । ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର କିଛି ନୂଆ ଯୋଜନା ହେବାରେ ଅଛି । ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଙ୍କର ପ୍ରମୋଶନ ହୋଇପାରେ । ଏହା ସହ ବେତନରେ ବୃଦ୍ଧି ହୋଇପାରେ । ସମାଜରେ ମାନ ସମାନ ପ୍ରାପ୍ତ ହେବ ।

କନ୍ୟା ରାଶି : ଏହି ରାଶିର ଲୋକଙ୍କ ପାଇଁ ବା ଧନ ଲାଭର ଯୋଗ ଅଛି । ବ୍ୟାପାରୀଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭର ଯୋଗ ଅଛି । ଯେଉଁ କାମ କରୁଥିବେ ସେଥିରେ ସଫଳତା ପ୍ରାପ୍ତ କରିବେ । ଏହି ଯୋଗ ପରେ ଆପଣଙ୍କର ଟଙ୍କାର ଅଭାବ ରହିବ ନାହି । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

ତୁଳା ରାଶି : ଏହି ରାଶିର ଲୋକଙ୍କ ଉପରେ ପ୍ରଭୁ ହନୁମାନ ଓ ମା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଯାହା ଫଳରେ ଗୋଟେ ପଟେ ଅଟକିଥିବା କାମ ପୂରଣ ହେବ । ଅନ୍ୟ ପଟେ ଘରକୁ ନୂଆ ବାହନ ଆସିପାରେ । ଫାଲତୁ ଜିନିଷରେ ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ । ଏହା କରିଲେ କୁବେର ମହାରାଜ ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ଦୂରେଇ ପାରନ୍ତି । ଆଗାମୀ ସମୟ ଖୁସିପୂର୍ଣ୍ଣ ରହିବ । କେବେ ବି ଆପଣଙ୍କ ପାଖରେ ଧନର ଅଭାବ ରହିବ ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button