ଜୀବନଶୈଳୀ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ। ୧- ଛତିଶଗଡ଼ ର ରାଜଧାନୀ କିଏ? ଉତ୍ତର- ରାୟପୁର। recommended by Brainberries Which Snake Wins In Size: Titanoboa Vs. Anaconda? Learn more ୨- ଓଡ଼ିଶାର କେଉଁ ସ୍ଥାନରେ କାଗଜ କଳ ଅଛି। ଉତ୍ତର- ରାୟଗଡା। recommended by Herbeauty वजन कम करना चाहते हैं? इसे तुरंत पढ़ें और जानें ୩- ଉଡାଯାହାଜ କିଏ ଉଦ୍ଭାବନ କରିଥିଲେ। ଉତ୍ତର- ରାଇଟ ବ୍ରଦର୍ସ। ୪- ରକ୍ତଦାନ ଦିବସ କେବେ ପାଳନ କରାଯାଏ। ଉତ୍ତର- ଅକ୍ଟୋବର ୧। ୫- ଭାରତର ସର୍ବୋଚ୍ଚ ନ୍ୟାୟାଳୟ ର ପ୍ରଥମ ମହିଳା ବିଚାରପତି କିଏ। ଉତ୍ତର- ଶ୍ରୀମତୀ ଫତିମା ବିବି। ୬- ଆମେରିକା ର ସ୍ୱାଧୀନତା ଦିବସ ପାଳନ କରାଯାଏ। ଉତ୍ତର- ଜୁଲାଇ ୪। ୭- ମହାତ୍ମା ଗାନ୍ଧୀ ଙ୍କ ସମାଧି କେଉଁଠି ଅବସ୍ଥିତ। ଉତ୍ତର- ରାଜ ଘାଟ। ୮-ଜୟ ଜବାନ ଜୟ କିଶାନ ଶ୍ଳୋଗାନ କିଏ ଦେଇଥିଲେ। ଉତ୍ତର- ଲାଲ ବାହାଦୂର ଶାସ୍ତ୍ରୀ। ୯- ଜାହାଜରେ ପୃଥିବୀ ଭ୍ରମଣ କରିଥିବା ପ୍ରଥମ ବ୍ୟକ୍ତି କିଏ। ଉତ୍ତର- ଫର୍ଡିନାଣ୍ଡ ମାଗେଲାନ। ୧୦- ତଅପୋଇ ଖୁଦୁରୁକୁଣୀ ଙ୍କୁ ଜଂଗଲ ରେ କେଉଁ ଭୋଗ ଦେଇଥିଲେ। ଉତ୍ତର- ଖୁଦ ଭଜା। ୧୧- ଐରାଵତ ର ଦାନ୍ତ କେଉଁ ପର୍ବତ ରେ ବାଜି ଭାଂଗି ଯାଇଥିଲା। ଉତ୍ତର- ମେରୁ। ୧୨- ମୁଁ ସବୁଜ ମୋ ଛୁଆ କଳା ମୋତେ ଲୋକମାନେ ଛାଡି ତାକୁ ଖାଆନ୍ତି। ଉତ୍ତର- ଗୁଜୁରାତି।

ନମସ୍କାର ବନ୍ଧୁଗଣ ତେବେ ପ୍ରତେକ ମଣିଷ ଜୀବନରେ ଖୁସି ଆସିବା ସ୍ଵାଭାବିକ କଥା ଅଟେ । ଏଥିପାଇଁ ମଣିଷ କଣ କିଛି ନ କରିଥାଏ । ତଥାପି କେବେ ଖୁସି ତ କେବେ ଦୁଖ ମିଳିଥାଏ । ଆପଣଙ୍କ ଜୀବନରେ କେବେ ଆସିବାକୁ ଯାଉଛି ଖୁସି ଖବର ଆଉ କଣ ରହିଛି ଖୁସି ଖବର ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହା ଏକ ଜେନେରାଲ ରିଡିଙ୍ଗ କାର୍ଡ ଅଟେ । ତେଣୁ ଏହାକୁ ଆପଣ ମାନେ ମନୋରଞ୍ଜନ ଭାବେ ପଢି ପାରିବେ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଏହା ବହୁତ ଖାସ ଅଟେ । ଏହି କାର୍ଡ ଆପଣ ଙ୍କୁ ଜୀଵନ କୁ ଗମ୍ଭୀରତା ର ସହିତ ଦେଖିବାକୁ କହୁଛି । ଏବଂ ଆପଣ ଜୀବନର ସତ୍ୟ ଏବଂ ମିଥ୍ୟା ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ କାହା ଉପରେ ଅତି ଶୀଘ୍ର ଏବଂ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ । ସବୁ ପରିସ୍ଥିତି କୁ କିମ୍ବା ଜିନିଷ କୁ କେବଳ ବାହାରୁ ନୁହେ ବରଂ ତାର ଗଭୀରତା ଭିତରକୁ ଯାଇ ଦେଖିବାକୁ ପଡିବ ।

୨- ଦ୍ଵିତୀୟ ରେ ହେଉଛି ଆପଣ ଯଦି ଦ୍ଵିତୀୟ ନମ୍ବର କୁ ବାଛି ଛନ୍ତି ତେବେ ଏହା ଅନୁସାରେ ଆପଣ ଯେଉଁ ଚିନ୍ତା ରେ ବୁଡି ରହିଛନ୍ତି ସେଠାରୁ ବାହାରକୁ ଆସି ବାସ୍ତବତାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏବଂ ଆପଣ ଙ୍କ ଜୀଵନ ରେ ବହୁତ କିଛି ନୂତନ ପରିବର୍ତ୍ତନ ଆସି ପାରେ । ଏବଂ ଏହି ପରିବର୍ତ୍ତନ ଯୋଗୁଁ ଆପଣ ନିଜ ଜୀଵନ ରେ କିଛି ନୂଆ ଜିନିଷ ଶିକ୍ଷା କରିବେ । ଏବଂ ନୂତନ ଜିନିଷ ରେ ପାଦ ରଖୁବା ଏବଂ ନୂତନ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ ।

୩- ଯଦି ଆପଣ ତୃତୀୟ ନମ୍ବର କୁ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଜୀଵନ ରେ ଆସୁଥିବା ସମସ୍ତ ସମସ୍ୟା କୁ ନିଡର ଭାବେ ସାମ୍ନା କରନ୍ତି । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମଧ୍ୟ ଡରନ୍ତି ନାହିଁ ସର୍ଵଦା ସକରାତ୍ମକ ଭାବ ରଖନ୍ତୁ ଏବଂ ଏହା ଦ୍ୱାରା ଆପଣ ଜୀଵନ ରେ ଅନେକ ଉନ୍ନତି କରି ପାରିବେ ।

୪- ଯଦି ଆପଣ ଚତୁର୍ଥ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ସହ ଉଭୟ ଭଲ ଓ ଖରାପ ହେବାରଏ ସମ୍ଭାବନା ଥାଏ,ଏହି କାର୍ଡ଼ ଅପଣଙ୍କ ଅସାଧାରଣ ରଚନାତ୍ମକ କ୍ଷମତାକୁକ ବାହାରକୁ ବାହାର କରିଥାଏ । ଏହି କାର୍ଡ଼ ନିଜ ସାଥି କିମ୍ବା ଅନ୍ୟ କାହାପ୍ରତି ଇର୍ଷା ଭାବର ପ୍ରମାଣ ଦେଇଥାଏ ଯାହା ଭବିଷ୍ୟତରେ ଯାଇଁ ବହୁତ ବଢ଼ିପାରେ ଆଉ ମଧ୍ୟ କହିଥାଏ କି ଭବିଷ୍ୟତରେ ହେଉଥିବା କୌଣସି ଘଟଣାର ଅନୁଧ୍ୟାନ କରିବା ଉଚିତ । ଏହି କାର୍ଡ଼ ଦେଖାଣିଆଲୋକଙ୍କ ଠାରୁ ସାବଧାନ ରଖିବାରେ ସାହାଯ୍ୟ କରେ । ଏହି କାର୍ଡ଼ ଉଭୟ ଭଲ ଓ ଖରାପ ଖବର ଦେଇଥାଏ ।

୫- ପଞ୍ଚମ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଖରାପ ସମୟରେ ଶେଷ ହେବକୁ ଯାଉଛି ଆପଣ ବିଜେତାଙ୍କ ଭଳିଆ ସାମ୍ନାକୁ ଆସିବେ ସୂର୍ଯ୍ୟ ଙ୍କ ଭଳିଆ ଅପଣଙ୍କ ଜୀବନ ଉଜ୍ଵଳିତ ହେବାକୁ ଯାଉଛି । ଏ ପର୍ଯ୍ୟନ୍ତ ଯେତେବି ଲଢେ଼ଇ ଆପଣ ଲଢ଼ିଛନ୍ତି ଖାସ କରିକି ଜୀବନରେ ଅପଣଙ୍କ ଅସୁବିଧା ଦୁଃଖର ଶେଷ ହୋଇଥାଏ । ଖୁସି ଆପଣଙ୍କ ଜୀଵନରେ ପୁଣି ଫେରି ଆସିବ । ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ହେବ,ଲମ୍ବା ଅପେକ୍ଷା ପରେ ଅପଣଙ୍କ ଜୀବନରେ ଖୁସି ଫେରି ଆସିବ । ଲୁଚିଥିବା ଶତ୍ରୁ ପରାଜିତ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button