ବିଚାର

ବୟଫ୍ରେଣ୍ଡ ନ ଥିଲେ ଝିଅଙ୍କୁ କଲେଜ ମନା! ଏଭଳି କିଛି Notice ମରାହୋଇଛି College କ୍ୟାମ୍ପସରେ…. ଦେଖନ୍ତୁ କଣ କହୁଛନ୍ତି ଛାତ୍ରୀ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟ ଫର୍ମ ହୋଇ ଗଲାଣି ଯେଉଁଠି ନାନା ପ୍ରକାରର ଫେକ ନିୟୁଜ ଭାଇରାଲ ହେଉଛି । ଯାହାକୁ ଅନେକ ସମାଲୋଚନା ମଧ୍ୟ କରା ଯାଉଛି । ବର୍ତ୍ତମାନ କିଛି ସମୟ ହେବ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ନେଇ କଲଜେର ଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ବୟଫ୍ରେଣ୍ଡ ନ ଥିଲେ କଲେଜ ଆସିବା ମନା ।

କଲେଜର ସବୁ ଛାତ୍ରୀ ଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ । ଫେବୃଆରୀ 14 ଭ୍ଯାଲେଣ୍ଟାଇନ ଡେ ସୁଧା ପ୍ରତି ଝିଅ ଅନ୍ତତଃ ପକ୍ଷେ ଗତେ ବୟଫ୍ରେଣ୍ଡ ଯୋଗାଡ କରି କଲେଜ ଆସିବେ । ଏମାନଙ୍କ ସୁରକ୍ଷା ପାଇଁ ଏହି ନୂଆ ବ୍ୟବସ୍ଥା କରା ଯାଇଛି । ଝିଅ ମାନଙ୍କୁ ଏକୁଟିଆ କଲେଜରେ ପସିବାକୁ ଦିଆଯିବ ନାହି ।

ସେମାନେ କଲେଜ ରେ ପସିବାକୁ ହେଲେ ନିଜର ଶେଷତମ ବୟଫ୍ରେଣ୍ଡ ଙ୍କ ସହ ଗୋଟେ ଫୋଟୋ ଦେଖାଇବାକୁ ବାଧ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକ କଲେଜ ନୋଟିସ । ଉପର ଓ ତଳେ ଜଗତସିଙ୍ଘପୁର ସ୍ଥିତ ଏସଭିଏମ ଅଟୋନ୍ୟୁମାସ କଲେଜର ନାଁ ଲେଖା ଯାଇଛି । ତଳେ ରହିଛି ପ୍ରିନସିପାଲ ଙ୍କ ସିଗନେଚର । ଏହାକୁ ନେଇ ଏସଭିଏମ କଲଜେ ରେ ହଇଚଇ ସୃଷ୍ଟି ହୋଇଛି ।

ଝିଅ ମାନେ ଏହାର ଘୋର ପ୍ରତିବାଦ କରିଛନ୍ତି । ଆଉ କହିଛନ୍ତି ଏଭଳି ମିଛ ନୋଟିସ କଲେଜ ଓ କଲେଜ ର ଝିଅ ମାନଙ୍କୁ ବଦନାମ କରୁଛି । ଏପରେ ପ୍ରିନସିପାଲ ମଧ୍ୟ ଥାନା ରେ ଏତାଲା ଦେଇଛନ୍ତି । ପ୍ରିନସିପାଲ କହିଛନ୍ତି ଯେ ଯିଏ ଆମ କଲେଜ ଓ ଛାତ୍ରୀ ମାନଙ୍କୁ ବଦନାମ କରୁଛି ତାକୁ ଖୋଜି ଖୋଜି ବାହାର କରି ଦଣ୍ଡ ଦିଆଯାଉ ।

ଏବେ ଦେଖିବାକୁ ବାକି ରହିଲା ସୋସିଆଲ ମିଡିଆରେ ଫେକ ନିଟୋସ ଜାରି କଲଜେ କୁ ବଦନାମ କରିଥିବା ବ୍ୟକ୍ତି କୁ ପୋଲିସ କେବେ ବାହାର କରୁଛି । ତେବେ ଏ ନେଇ କଲେଜର ଛାତ୍ରୀ ଜଣକ କହିଛନ୍ତି ପିଲା ମାନେ ଏଟା ମଜାକ ରେ ବାହାର କରିଛନ୍ତି କିନ୍ତୁ ଏଟା ବହୁତ ମାତ୍ରା ରେ ବ୍ୟାପିବାରେ ଲାଗିଛି । ବହୁତ ଖରାପ ଆଡକୁ ସ୍ପ୍ରେଡ ହୋଇ ଯାଇଛି ଏଭଳି ନୋଟିସ ।

ଆମ କଲଜେର ପ୍ରିନ୍ସିପାଲ ବହୁତ ଶିକ୍ଷିତ ସେ ଏବେ ନୂଆ ଯାଏଁ କରୁଛନ୍ତି । ସେ କଲେଜ ପାଇଁ ବହୁତ କାମ କରୁଛନ୍ତି । ଆମ କଲେଜରେ ଏମିତି କିଛି ନୋଟିସ ରିୟଲ ରେ ବାହାରି ନାହି । ଏଟା ଗୋଟେ ଫେକ ନୋଟିସ । ତେବେ ଏ ନେଇ କଲେଜର ପ୍ରିନ୍ସିପାଲ ମଧ୍ୟ କହିଛନ୍ତି ଏହି ନୋଟିସ ରେ ଆମ କଲେଜ ର ନମ୍ବର ନାହି ଏଟା ଗୋଟେ ଫେକ ନୋଟିସ ।

ଏହା ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଉ ଆଉ ଦୋଷୀ କୁ ଦଣ୍ଡ ଦିଆଯାଉ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button