ମନୋରଞ୍ଜନ

ବେଦି ଉପରେ ସ୍ଵାମୀଙ୍କ ସହ ଝଗଡା କରିଲେ Swetalina, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଚଳିତ ବର୍ଷ ଆମ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସେହି ଭଳି ଜଣେ ଲୋକପ୍ରିୟ ଓଡିଆ ଅଭିନେତ୍ରୀ ଏବେ ନିଜ ବିବାହ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ସେ ଓଲିଉଡ ଜଗତରେ ଅନେକ ସୁନାମ ଅର୍ଜନ କରିଛନ୍ତି ନିଜର ଅଭିନୟ ମାଧ୍ୟମରେ । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଆପଣ ସମସ୍ତଙ୍କର ଅତି ପ୍ରିୟ ତୁଳସୀ ।

ତୁଳସୀଙ୍କ ପ୍ରକୃତ ନାମ ହେଉଛି ଶ୍ଵେତଲିନା । ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଅଭିନେତ୍ରୀ ଶ୍ଵେତଲିନାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ବି ଅନେକ ସାରା ସିରିଏଲ ରେ ନିଶ୍ଚୟ ଦେଖିଥିବେ । ଶ୍ଵେତଲିନା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତାଙ୍କର ଅଭିନୟ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ତା ଠାରୁ  ଅଧିକ ସୁନ୍ଦର ଲାଗନ୍ତି ।

ଓଡିଶା ବାସି ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ଆଉ ତାଙ୍କ ଅଭିନୟ କୁ ମଧ୍ୟ ବେସ ପସନ୍ଦ କରିଛନ୍ତି । ହେଲେ ସେ ଗତ କିଛି ଦିନ ହେବ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଆପଣ ମାନେ ଜାଣିଲେ ଖୁସି ହେବେ କି ଆପଣଙ୍କ ପ୍ରିୟ ଅଭିନେତ୍ରୀ ଶ୍ଵେତଲିନା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ଵେତଲିନା ଗତ ଦୁଇ ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂଆ ଦୁନିଆ ଆରମ୍ଭ କରିଛନ୍ତି ।

ଆଉ ଏବେ ସାରା ଓଡିଶାରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଶ୍ଵେତଲିନାଙ୍କ ର ବିବାହ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ଵେତଲିନା ନିଜ ସ୍ଵାମୀ ଙ୍କ ସହ ଝଗଡା କରୁ ଥିବାର ନଜର ଆସୁଛନ୍ତି । ତେବେ ଏହି ଝଗଡା ଟି କେବଳ ମଜା ମସ୍ତିରେ ହୋଇଛି ନା କି ସିରିଏସ ହେଇ ତାହା ଆପଣ ମାନେ ଭିଡିଓ ଦେଖିଲେ ନିଶ୍ଚୟ ଜାଣି ପାରିବେ । ତେବେ ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ଶିବ ।

ଭାଇରାଲ ହେଉଥିବା ଭିଡିଓରେ ଯେତେବେଳେ ଶ୍ଵେତଲିନା ଝଗଡା କରୁଛନ୍ତି ସେତେବେଳେ ଶିବ ହସୁ ଥିବାର ନଜର ଆସୁଛନ୍ତି । ତୁଳସୀ ଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖି ବେସ ଖୁସି ହେବା ସହ ହସି ହସି ବେଦମ ହୋଇ ଯାଇଛନ୍ତି । କାରଣ ବେଦି ଉପରେ ବସି ତୁଳସୀ ନିଜ ସ୍ଵାମୀ ଶିବ ଙ୍କ ସହ ଜୋରସୋର ରେ ମଯା ମସ୍ତି କରିବା ପାଇଁ ଝଗଡା କରୁଛନ୍ତି ଯାହାର ଭିଡିଓ ଏବେ ଗୋଟିଏ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button