ସୁରବାଣୀ: ରମ୍ପାରମ୍ପି ବେଳେ ପୁରୁଷ ଅପେକ୍ଷା ମହିଳାଙ୍କୁ କାହିଁକି ଅଧିକ ଆନନ୍ଦ ‘ଅନୁଭବ’ ହୁଏ? ଆଉ ବର୍ଷାରେ ଭିଜିଲା ଭଳି ପୁରୁଷ କାହିଁକି ପ୍ରେମରେ ଅଧିକ ଭିଜିବାକୁ ଚାହେଁ, ଏବେ ହିଁ ଜାଣନ୍ତୁ…

ସେକ୍ସ, କାମକ୍ରୀଡ଼ା ବା ରତୀକ୍ରିଡ଼ା ବେଳେ କିଏ ଅଧିକ ଆନନ୍ଦ ପାଏ ? ପୁରୁଷ ନା ସ୍ତ୍ରୀ? କୁହାଯାଏ ପୁରୁଷଙ୍କ ତୁଳନାରେ ନାରୀ ଅଧିକ ଆନନ୍ଦ ପାଏ । ପୁରୁଷଙ୍କ ଅପେକ୍ଷା ନାରୀର ସେକ୍ସ ଇଚ୍ଛା ଆଠ ଗୁଣା ଅଧିକ । ଏହି କାରଣରୁ ନାରୀଙ୍କୁ ସନ୍ତୁଷ୍ଟ କରିବା ପୁରୁଷ ପାଇଁ ଥାଏ ବଡ଼ ପରୀକ୍ଷାର ବେଳ ।
ପୁରାଣରେ ଏହାକୁ ନେଇ ଏକ କଥା ରହିଛି ପ୍ରଥମେ ତାକୁ ଜାଣିନେବା । ଥରେ ବୃହସ୍ପତି (ଦେବତା ଙ୍କ ଗୁରୁ) ଇନ୍ଦ୍ର ଦେବା ଙ୍କ ଉପରେ ବହୁତ୍ କ୍ରୋଧିତ ହୋଇଗଲେ। ଏହି କାରଣ ରୁ ଅସୁର ମାନେ ଦେବ ଲୋକ ରେ ଆକ୍ରମଣ କଲେ ଓ ଇନ୍ଦ୍ର ଙ୍କୁ ନିଜ ଗାଦି ଛାଡ଼ି ଯିବାକୁ ପଡିଲା। ଅସୁର ମାନଙ୍କ ଠାରୁ ନିଜକୁ ବଞ୍ଚେଇ ଭଗବାନ ଇନ୍ଦ୍ର ବ୍ରହ୍ମାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଗଲେ।
ତେବେ ବ୍ରହ୍ମା କହିଲେ ଯେ ତୁମେ ଜଣେ ବ୍ରହ୍ମ ଜ୍ଞାନୀ ଙ୍କ ସେବା କର ସେବେ ଯାଏ ଅସୁର ମାନେ ଆକ୍ରମଣ କରିବା ବନ୍ଦ କରିବେ।ତେଣୁ ଇନ୍ଦ୍ର ଯାଏ ଜଣେ ବ୍ରହ୍ମ ଜ୍ଞାନୀ ଙ୍କ ସେବା କଲେ। ହେଲେ ସେ ଜନୀନଥିଲେ ଯେ ସେ ବ୍ରହ୍ମ ଜ୍ଞାନୀ ଙ୍କ ମା ଜଣେ ଅସୁର ଥିଲେ।
କିନ୍ତୁ ବ୍ରହ୍ମ ଜ୍ଞାନୀ ଙ୍କ ଅସୁର ମାନଙ୍କ ପାଇଁ ମନରେ ସ୍ଥାନ ଥିଲା ତେଣୁ ଯାହା ବି ଦେବତା ମାନକ ପୂଜା ସାମଗ୍ରୀ ଇନ୍ଦ୍ର ଦେବ ନେଇ ଜ୍ଞାନୀ ଙ୍କୁ ଦେଉଥିଲେ ସେ ତାକୁ ନେଇ ଅସୁର ମାନଙ୍କୁ ବଣ୍ଟି ଦେଉଥିଲେ। କିନ୍ତୁ ଏକଥା ଇନ୍ଦ୍ର ଦେବା ଜାଣିବା ପରେ ଜ୍ଞାନୀ ଙ୍କୁ ହତ୍ୟା କରିଦେଲେ ଯାହା ଫଳରେ କି ଇନ୍ଦ୍ର ଙ୍କ ଉପରେ ବ୍ରହ୍ମ ହତ୍ୟା ପାପ ଲାଗିଗଲା। ଏହି ପାପ ଏକ ଅସୁର ରୂପ ନେଇ ଇନ୍ଦ୍ର ଦେବ ଙ୍କ ପଛରେ ଗୋଡାଇଲ।
ଇନ୍ଦ୍ର ଦେବା ଏଥିରୁ ବଞ୍ଚିବା ପାଇଁ ଏକ ଫୁଲ ଭିତରେ ଲୁଚି ବ୍ରହ୍ମା ଙ୍କୁ ତପସ୍ୟା କଲେ। କିନ୍ତୁ ପାପ ରୁ ବଞ୍ଚିବା ପାଇଁ ଇନ୍ଦ୍ର ଖ୍ ଗଛ,ଜଳ,ଭୂମି ଓ ସ୍ତ୍ରୀ କୁ ନିଜ ପାପ ର କିଛି କିଛି ଅଂଶ ଦେବାର ଥିଲା।
କିନ୍ତୁ ନିୟମ ଥିଲା କି ସମସ୍ତଙ୍କୁ ପାପ ଦେଲା ପରେ ତାଙ୍କୁ କିଛି ବରଦାନ ଦେବାକୁ ପଡ଼ିବ। ଇନ୍ଦ୍ର ପ୍ରଥମେ ଗଛ କୁ ପାପ ଦେଲେ ଓ ବରଦାନ ଦେଲେ ଯେ ଗଛ ଚାହିଁଲେ ନିଜକୁ ସ୍ଵୟଂ ଜୀବିତ କରିପାରିବ।
ଜଳ କୁ ପାପ ଦେଇ ବର ଦେଲେ ଯେ ସେ ଚାହିଁଲେ ଅନ୍ୟ ମାନଙ୍କୁ ପବିତ୍ର କରିପାରିବ। ଓ ଭୂମି କୁ ବର ଦେଲେ ଯେ ତ ଉପରେ ହେଉଥିବା ସବୁ କ୍ଷତ ଦିନେ ନା ଦିନେ ଭରିଯିବ।
ଶେଷ ରେ ସ୍ତ୍ରୀର ବାରି ଥିଲା, ସ୍ତ୍ରୀ କୁ ଇନ୍ଦ୍ର ପାପ ଦେଲେ ଯାହା ଫଳ ରେ ସ୍ତ୍ରୀ ମାସିକ ଧର୍ମ ଭୋଗୁଛି ଏବଂ ବର ସ୍ୱରୂପ କହିଲେ ଯେ ସ୍ତ୍ରୀ କୁ କାମରେ ପୁରୁଷ ଅପେକ୍ଷା ବହୁତ୍ ଅଧିକ ଆନନ୍ଦ ମିଳିବ।



