ଜୀବନଶୈଳୀ

ଏହି ଛୋଟ ଛୋଟ ଉପାୟ ଦ୍ଵାରା ହିଁ ଆମର ଭାଗ୍ୟ ପରିବର୍ତ୍ତନ ହୁଏ ,ସମସ୍ତ ମହିଳା ଏବଂ ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ ଓ ହସ ଖୁସିରେ ଭାରି ଦେବ ।

୧. ସକାଳୁ ଉଠି ନିଜ ଦୁଇ ହାତର ପାପୁଲିକୁ ଦେଖୁଲେ ବହୁତ ଶୁଭ ହୋଇଥାଏ ।

୨. ଚୁଚୁଦ୍ରା ଘରେ ଡ଼େଖୁଲେ ଲକ୍ଷ୍ମୀ ଆଗମନର ସୁଚନା ମିଳିଥାଏ ।

୩. ଘରେ ବୁଢ଼ିଆଣୀ ଜାଲ ହେଲେ ତାହା ଅଶୁଭ ହୋଇଥାଏ ।

୪. ବେଙ୍ଗ ବୋବାଇଲେ ବର୍ଷା ହେବାର ସୁଚନା ମିଳିଥାଏ ।

୫. ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡ଼ିଲେ ଶୁଭ ହୋଇଥାଏ ।

୬. ପକ୍ଷୀ ଫଳଖାଇ ଘର ଉପରେ ପକାଇଲେ ଭଲ ସମୟ ଆସିବାର ସୁଚନା ମିଳେ ।

୭. ସୂର୍ଯ୍ୟ ଉଦୟ ସମୟରେ ଘରର ପୁର୍ବ କିମ୍ବା ପଶ୍ଚିମରେ କାଉ ବୋବାଇଲେ ଶୁଭ ହୋଇଥାଏ ।

୮. ଜନ୍ମ ମାସ, ଜନ୍ମ ସମୟ ଓ ଜନ୍ମ ନକ୍ଷେତ୍ରରେ ପୁଅ କିମ୍ବା ଝିଅ ବାହା ଘର କଲେ ଅଶୁଭ ହୋଇଥାଏ ।

୯. ମନ୍ଦିରକୁ ଗଲେ ପ୍ରଥମେ ବାହାନକୁ ମୁଣ୍ଡିଆ ମାରନ୍ତୁ ତାପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ ।

୧୦. ପ୍ରତିଦିନ ଆଠ ଗ୍ଲାସ ପାଣି ପିଅନ୍ତୁ ଏବଂ ତାହାକୁ ବସି କରି ପିଅନ୍ତୁ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button