ସ୍ୱାସ୍ଥ୍ୟ

: ଅର୍ଶ,ମଳକଣ୍ଟକ,ଭଗନ୍ଦର ଭୟଙ୍କରରୁ ଭୟଙ୍କର ହୋଇଥିଲେ ମୂଳରୁ ଶେଷ ହୋଇଯିବ ଥରେ ନିଶ୍ଚୟ ସେବନ କରନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଅର୍ଶ ଓ କଷ୍ଟକାଠିନ୍ୟ ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବ । ଦର୍ଶକ ବନ୍ଧୁ ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆବଶ୍ୟକତା ପଡ଼ିବ ନଡ଼ିଆ କତା ଆପଣ ଏକ ନଡ଼ିଆ କତା ଆଣି ପ୍ରଥମେ ଜଳାଇ ଏହାକୁ ପାଉଁଶ କରି ଦିଅନ୍ତୁ |

ଏବେ ଏହାକୁ ପାଉଁଶ କରିବା ପରେ ଆପଣ ଏହାକୁ ଛାଙ୍କୁଣି ସହାୟତାରେ ଛାଙ୍କି ଦିଅନ୍ତୁ ଏବେ ଆପଣଙ୍କୁ ଆବଶ୍ୟକତା ପଡିବ ଏକ ଟାଟିୟା ଦହିର ଏବେ ଆପଣ ଏହି ଦହିରେ ଏକ ଚାମଚ୍ ଗୁଣ୍ଡ ମିଶାଇ ଦିଅନ୍ତୁ ଦେଖିବେ ଏହାର ରଙ୍ଗ ଅଳ୍ପ କଳା ହେଇଯିବ |

ଏହାର ସେବନ ଆପଣ ଦିନରେ ଦୁଇଥର ସେବନ କରନ୍ତୁ ଦେଖିବେ ଆପଣଙ୍କ ଅର୍ଶ ଭଳି ସମସ୍ୟା ଦୁଇ ସପ୍ତାହ ମଧ୍ୟରେ ଶେଷ ହୋଇଯିବ ଓ ଆପଣଙ୍କ ପେଟ ପାଣି ଭଳି ସଫା ହୋଇଯିବ ଓ ଆପଣଙ୍କ ଅର୍ଶ ଭଳି ସମସ୍ୟା ସବୁଦିନ ପାଇଁ ଶେଷ ହୋଇ ଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button