ଓଡିଶା

ଯୁବକଙ୍କ ଜୀବନ ନେଇଗଲା BMC ଗାଡି, ଦେଖନ୍ତୁ କଣ କହିଲେ କଂଗ୍ରେସ ବିଧାୟକ Suresh Routray

ବନ୍ଧୁଗଣ, ସୂଚନା ଅନୁଯାୟୀ ଦାରାଡୁଙ୍ଗ ଛକରେ ହୋଇଥିବା ଦୁର୍ଘଟଣା କୁ ନେଇ ବର୍ତ୍ତମାନ ମେୟର ଏବଂ କମିଶନର ପହଞ୍ଚି ଲୋକାଲ ଲୋକଙ୍କ ସହ ମିଶି ଆଲୋଚନା କରିଛନ୍ତି, ଆଲୋଚନା ରେ କ’ଣ ପ୍ରତିଶ୍ରୁତି ଦିଆଗଲା ଆସନ୍ତୁ ଜାଣିନେବା ସେ ନେଇ ସଂପୂର୍ଣ୍ଣ ବିବରଣୀ । ମେୟର ସୁଲଚନା କହହିଛନ୍ତି ଯେ ସମସ୍ତ ଗ୍ରାମବାସୀ ଙ୍କୁ ସେ ନିବେଦନ କରିଛନ୍ତି ଯେ ସେ ପ୍ରଥମେ ସଂସ୍କାର କରନ୍ତୁ । ତାଙ୍କ ଦୁଃଖରେ ତାଙ୍କ ସାଥ ଅଛନ୍ତି ବୋଲି କହିଛନ୍ତି ।

ବିଏମସି ସହିତ ଆଲୋଚନା କରି ଡମ୍ପିଙ୍ଗ ବନ୍ଧ ରଖିବେ । ନିଶ୍ଚିତ ଭାବରେ ଏହାକୁ ନେଇ ଆଉଥରେ ଆଲୋଚନା କରିବେ । ମୃତକ ଙ୍କ ପରିବାରର ଜଣଙ୍କୁ କଣ୍ଟ୍ରାକ୍ଚୁଆଲ ବେଶିସରେ ଚାକିରୀ ମଧ୍ୟ ଦେବେ । ଏହା ସହିତ ୫ ଲକ୍ଷ ଟଙ୍କା ତାଙ୍କ ପରିବାରକୁ ଆର୍ଥିକ ସହାୟତା କରାଯାଇଅଛି । ଟ୍ରାଫିକ ର ଯେଉଁଭଳି ହମ୍ପ୍ସ ରହିବା କଥା ତାହା କରିବା ସହିତ ପ୍ରତ୍ୟକ ଏଜେନ୍ସି ର ଗାଡି ଗୁଡିକ ମଧ୍ୟ ଯାଞ୍ଚ କରି ଯେଉଁଭଳି ଭାବରେ ଫିଟନେସ ରହିବା କଥା,

ଯେଉଁଭଳି ଭାବରେ ଫିଟନେସ ରହିବା କଥା ଏବଂ ଅନ୍ୟାନ୍ୟ ଯେଉଁସବୁ କଥା ନିୟମ ଅନୁଯାୟୀ ହେବା କଥା ସେଥିପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବେ । ପ୍ରତିଶ୍ରୁତି ଅନୁଯାୟୀ ୯ ମାସ ମଧ୍ୟରେ ନିଶ୍ଚିତ ଭାବରେ ସମସ୍ତ କଥାର ସମାଧାନ ହେବ । ରାମ ଗାଗାରାଇ ନାମକ ବ୍ୟକ୍ତି ନିଜ ପୁଅ ହଷ୍ଟେଲ କୁ ଖାଇବା ଦେବା ନିମନ୍ତେ ଯାଉଥିଲେ, ସେହି ସମୟରେ ଅଳିଆ ଗାଡି ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।

ରାମଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ସୁର ରାଉତରାୟ ଏହି ଦୁର୍ଘଟଣା ମାମଲାରେ କହିଛନ୍ତି ଯେ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ହେବ । ମେୟର ଙ୍କ ଉପରେ ଭରୋଷା ରହିଅଛି । କମିଶନର ତଥା ଚେୟାରମ୍ୟାନ ସବୁ ଆସିଛନ୍ତି ଯିଏ ସେ ସମସ୍ତଙ୍କ ଉପରେ ଭରୋଷା ରହିଅଛି ନିଶ୍ଚିତ ଭାବରେ ପୂରଣ ହେବ ।

ଯେ ପର୍ଯ୍ୟନ୍ତ ଏହାର ଆଲୋଚନା  ନ ହୋଇ ସ୍ଥିର ସମାଧାନ ନ ହୋଇଛି ଏଠାରେ ମଇଳା ପଡିବ ନାହିଁ ଏବଂ ଯେଉଁ ଗାଡି ସବୁ ଆସୁଛି ବିନା ପରମିଶନରେ, ତାକୁ ଚେକ କରାଯିବ ତଥା ଯେମିତି ଆକ୍ସିଡେଣ୍ଟ ନ ହେବ ସେ ପ୍ରତି ଧ୍ୟାନ ଦିଆଯିବ । ଯେଉଁ ଜାଗାରେ ବାରମ୍ବାର ଦୁର୍ଘଟଣା ଘଟୁଛି ଟ୍ରାଫିକ ପୋଷ୍ଟର ବ୍ୟବସ୍ଥା କରାଯିବ ଏହା ସହିତ ସଚେତନତା ନିଶ୍ଚିତ ଭାବରେ ଅବଲମ୍ବନ କରାଯିବ ବୋଲି କହିଛନ୍ତି । ବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button