ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପଦ୍ମା ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ ( Personality Test )

ନମସ୍କାର ବନ୍ଧୁଗଣ ତେବେ ମଣିଷ ସବୁବେଳେ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛୁକ ଥାଏ । କିନ୍ତୁ ସମସ୍ତେ ନିଜର ଭବିଷ୍ୟତକୁ ଅତି ସହଜରେ ଜାଣିବାକୁ ପାଇ ନଥାନ୍ତି । ଆଜିକାର ଯୁଗରେ ଲୋକମାନେ ଯେତେ ଅଧିକ ଆଧୁନିକ ହୋଇଥିଲେ ବି ଅନ୍ଧବିଶ୍ଵଆସି ହୋଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ସବୁ କାର୍ଯ୍ୟକୁ ବହୁତ କମ୍ ସମୟରେ ଶେଷ କରିବାକୁ ଚାହିଥାନ୍ତି ।
କିଛି ଲୋକ ଭବିଷ୍ୟତର ଆକଳନ କରି ସମସ୍ତଙ୍କୁ ଠକି ବାକୁ ବସନ୍ତି । ଆଜି ଆମେ ଆପଣଙ୍କୁ କିଛି ଫୁଲ ମାଧ୍ୟମରେ ଆପଣଙ୍କର ଭବିଷ୍ୟତ ବିଷୟରେ ଜଣାଇବୁ । ଆପଣଙ୍କ ସମ୍ମୁଖ ରେ ୩ଟି ରଙ୍ଗର ଫୁଲ ରହିଛି ଯାହା କିହେଉଛି ୧. ହଳଦିଆ,୨. ନାଲି,୩.ସବୁଜ । ଏହି ୩ଟି ଫୁଲ ମଧ୍ୟରୁ ଆପଣ ଗୋଟିଏ ଫୁଲ ନିଶ୍ଚୟ ବାଛି ରଖନ୍ତୁ । ଯାହା ଆପଣଙ୍କୁ ପସନ୍ଦ ଆସିବ । ଏହି ୩ଟି ରଙ୍ଗର ଫୁଲ ବାଛିଲା ପରେ ଆମେ ଆପଣଙ୍କୁ ସେହି ଫୁଲ ବିଷୟରେ କହିବୁ ବା ଆପଣଙ୍କ ଭବିଷ୍ୟତ ବିଷୟରେ ଜଣାଇବୁ ।
୧- ପ୍ରଥମରେ ଯଦି ଆପଣ ହଳଦିଆ ଫୁଲ ବିଷୟରେ କହୁଛୁ । ଯେଉଁ ବ୍ୟକ୍ତି ହଳଦିଆ ରଙ୍ଗର ଫୁଲକୁ ବାଛି ଛନ୍ତି ତେବେ ହେଲେ ଆପଣଙ୍କ ଜୀବନରେ ଅର୍ଥ ସମସ୍ଯା ଲାଗି ରହିବ । ଏହାର ମୁଖ୍ୟ କାରଣ ହେଉଛି ଆପଣ ନିଜ ଜୀବନରେ ବହୁତ ଅଯଥା ଖର୍ଚ କରୁଛନ୍ତି । ହଳଦିଆ ରଙ୍ଗକୁ ବାଛିଥିବା ବ୍ୟକ୍ତି ବିଶେଷ ମାନେ ଲୋଭୀ ହୋଇନଥାନ୍ତି ଓ ଏମାନଙ୍କ ହୃଦୟ ମଧ୍ୟ ବହୁତ ବଡ ହୋଇଥାଏ । ହେଲେ ବନ୍ଧୁଗଣ ଏହି ଲୋକମାନଙ୍କର ଆର୍ଥିକ ସମସ୍ଯା ଦୁର୍ବଳ ହୋଇଥିବାରୁ ଏମାନେ ଚୁପ ରହିଥାନ୍ତି । କିନ୍ତୁ ଏମାନଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିଥାନ୍ତି ।
୨- ଦ୍ଵିତୀୟ ରେ ଯଦି ଆପଣ ନାଲି ରଙ୍ଗର ଫୁଲ ବିଷୟରେ କହୁଛୁ । ଯେଉଁ ବ୍ୟକ୍ତି ନାଲି ରଙ୍ଗର ଫୁଲ ଟିକୁ ବାଛି ଛନ୍ତି ତାଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥାଏ । କେତେବେଳେ ଏମାନଙ୍କର ଭାଗ୍ୟ ସାଥ ଦେଇ ଥାଏ ତ ଆଉ କେତେବେଳେ ଏମାନଙ୍କ ଭାଗ୍ୟ ସାଥ ଦେଇ ନଥାଏ । ନାଲି ରଙ୍ଗ ହେଉଛି ଭଲ ପାଇବାର ପ୍ରତୀକ ଅଟେ । ଏହି ବ୍ୟକ୍ତି ମାନେ ଦେଖିବାକୁ ସୁନ୍ଦର୍ ହୋଇଥାନ୍ତି । ଏମାନେ ପ୍ରତ୍ୟେକ ଲୋକଙ୍କର ଭାବନାକୁ ଗୁରୁତ୍ବ ଦେଇଥାନ୍ତି । ଏମାନେ ସମସ୍ତଙ୍କ ସହିତ ସହଜରେ ମିଶି ମଧ୍ୟ ପାରନ୍ତି ।
୩- ତୃତୀୟ ରେ ଯଦି ଆପଣ ସବୁଜ ରଙ୍ଗର ଫୁଲ ବିଷୟରେ କହୁଛୁ । ଯେଉଁ ବ୍ୟକ୍ତିମାନେ ସବୁଜ ରଙ୍ଗର ଫୁଲକୁ ବାଛି ଛନ୍ତି ସେମାନେ ବହୁତ ନିର୍ମଳ ହୃଦୟ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବଡ଼ ବଡ଼ ସମସ୍ୟାର ସମାଧାନ ଅତି ସହଜରେ କରନ୍ତି । ଏମାନେ ନିଜ ଭବିଷ୍ୟତ ପ୍ରତି ସଚେତନ ଥାଆନ୍ତି । ଏହି ବ୍ୟକ୍ତିମାନେ ଅନ୍ୟ ମାନଙ୍କୁ ସମ୍ମାନ ଦେଇ ଆସନ୍ତି । କିନ୍ତୁ ତାଙ୍କୁ ପ୍ରତି ବଦଳରେ ତାକୁ ସମ୍ମାନ ମିଳି ନଥାଏ ।