ବିଚାର

୪ ଟି ଦେବତାଙ୍କର ପୂଜା କରନ୍ତୁ ନାହିଁ ନଚେତ ଘରକୁ ଗରିବୀ ଏବଂ ମୃତ୍ୟୁ ଆସିଥାଏ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୪ ଟି ଦେବତାଙ୍କର ପୂଜା କରନ୍ତୁ ନାହିଁ ନଚେତ ଘରକୁ ଗରିବୀ ଏବଂ ମୃତ୍ୟୁ ଆସିଥାଏ। ଘରର ପୂଜା ଘରେ ଆମେ ପୂଜାପାଠ କରିଥାଉ ଏବଂ ପୂଜାପାଠ ମାଧ୍ୟମରେ କିଛି ଜିନିଷ ଦେଖିବା ଏବଂ ମନେଇବାକୁ କରିବାକୁ ଚେଷ୍ଟା କରିଥାଉ। ଯାହା ଦ୍ୱାରା ପୂଜାର ଫଳ ଆମକୁ ପ୍ରାପ୍ତ ହୋଇପାରିବ ଏବଂ ସେଥିପାଇଁ ଘରେ ଦେବୀ ଦେବତାଙ୍କ ଫୋଟ ଆଦି ରଖିଥାଉ। ଯାହା ଦ୍ୱାରା ତାଙ୍କର ସୁନ୍ଦର ରୂପ ଦେଖିପାରିବା ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବା। ଯଦି ଆମେ ପୂଜା ଘରେ ଏହି ମୂର୍ତି ସହିତ ଅନ୍ୟ ମୂର୍ତି ବି ରଖିବା ତ ନିଶ୍ଚୟ ଆମର ଭାଗ୍ୟ ବଦଳି ଯାଇଥାଏ ଏବଂ ଆମ ଜୀବନରେ ସବୁ କାଙ୍ଗାଳୀ ଦୂର ହୋଇଥାଏ।

ଆସନ୍ତୁ ଜାଣିବା କେଉଁ ୨ ଟି ମୂର୍ତି ଏକା ସହିତ ରଖିବା ଉଚିତ। ଯାହା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇପାରିବ।

ଯଦି ଆପଣ ବାଳ ଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମା ରାଧାଙ୍କ ମୂର୍ତ୍ତି ବି ରଖିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କ ଫୋଟ ନିଶ୍ଚୟ ରହିବା ଉଚିତ। ଏହା ପ୍ରେମ ଏବଂ ଏକତାର ଏକ ଏମିତି ଅନୁଭୂତି ଯାହା ଯେଉଁ ଘରେ ଏମିତି ଫୋଟ ଥାଏ ତ ସେହି ଘରେ କୌଣସି ବି ପ୍ରକାରର ଗୃହ କ୍ଳେଶ ହୋଇନଥାଏ। ସ୍ୱାମୀ ସ୍ତ୍ରୀ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପର ଭିତରେ ଭଲ ସମ୍ବଦ୍ଧ ବନି ରହିଥାଏ। ଘରେ ଧନ ଧାନ୍ୟର ଅଭୁବୃଦ୍ଧି ହୋଇଥାଏ।

ମା ଲକ୍ଷ୍ମୀଙ୍କର ପୂଜା କରୁଥିଲେ ଭଗବାନ ବିଷ୍ଣୁଙ୍କର ବି ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଏକା ସହିତ ପୂଜା କରିବା ଉଚିତ। ଯଦି ଆପଣ ନିଜ ପୂଜା ଘରେ ଲକ୍ଷ୍ମୀନାରାୟଣଙ୍କର ପୂଜା କରନ୍ତି ତ ଆପଣଙ୍କ ଘରେ ୪ ଗୁଣା ଉନ୍ନତି ହେବ।

ଯଦି ମା ଲକ୍ଷ୍ମୀଙ୍କର ଏକୁଟିଆ ଫୋଟ ଅଛି ତେବେ ତାଙ୍କର ବାମ ସାଇଟରେ ଭଗବାନ ଗଣେଶ ଏବଂ ଡାହାଣ ସାଇଟରେ କୁବେରଙ୍କ ଫୋଟ ଲଗାଇବା ଉଚିତ। ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଏକା ସହିତ ପୂଜା କରିଲେ ଘରେ ଉନ୍ନତି ହୋଇଥାଏ।

ଭଗବାନ ହନୁମାନଙ୍କ ସହିତ ଅନ୍ୟ ଦେବୀ ଦେବତାଙ୍କର ବି ଫୋଟ ଲଗେଇ ପାରିବେ। ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ଫୋଟ ବି ପୂଜା ଘରେ ରଖିପାରିବେ। ଏହି ଦୁଇ ଭଗବାନଙ୍କର ଫୋଟ ଏକା ସହିତ ରଖିଲେ ରାଜଯୋଗର ପ୍ରାପ୍ତି ହୋଇଥାଏ।

ଘରେ ଲାଭ ପ୍ରାପ୍ତି ପାଇଁ ଘରେ ତ୍ରିଦେବଙ୍କ ଫୋଟ ଗୋଟିଏ ସ୍ଥାନରେ ନିଶ୍ଚୟ ରଖନ୍ତୁ। ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଏହି ୩ ଜଣଙ୍କର ସଂଯୁକ୍ତ ରୂପ ଏକା ସହିତ ନିଜ ଘରର ମନ୍ଦିରରେ କିମ୍ବା ଘରେ କେଉଁବି ଜାଗାରେ ଆଣି ରଖନ୍ତୁ। ଏହି ୩ ଜଣ ଦେବତାଙ୍କର ଏକା ସହିତ ଦର୍ଶନ କରିଲେ ବଡ଼ରୁ ବଡ଼ କଷ୍ଟ ଦୂର ହୋଇଯାଏ।

ଆସନ୍ତୁ ଜାଣିବା ପୂଜା ଘରେ କେଉଁ ମୂର୍ତି ରଖିବା ଉଚିତ ନୁହେଁ। ନଚେତ ଘରେ କାଙ୍ଗାଳୀର ସାମ୍ନା କରିବାକୁ ପଡିପାରେ।

ଭଗବାନ ଗଣେଶଙ୍କର ବିଷମ ସଂଖ୍ୟାରେ ମୂର୍ତି ପୁରା ଘରେ ରହିବା ଉଚିତ ନୁହେଁ। ୨ ଟି ମୂର୍ତି ରଖିବାକୁ ଶୁଭ ମାନାଯାଏ।

ଘରର ପୂଜା ଘରେ ଭଗବାନ ଶିବଲିଙ୍ଗ ଆଙ୍ଗୁଳି ଠାରୁ ବଡ଼ ରଖିବେ ନାହିଁ। ସର୍ବଦା ଛୋଟ ଏବଂ ଗୋଟିଏ ଶିବ ଲିଙ୍ଗ ରଖିବେ। ଅଧିକ ଶିବଲିଙ୍ଗ ରଖିବେ ନାହିଁ।

ଭଗବାନ ହନୁମାନଙ୍କର ବସିଥିବା ଫୋଟ ରଖିବେ। ଭଗବାନ ହନୁମାନଙ୍କର ବି ବେଶି ବଡ଼ ଫୋଟ ରଖନ୍ତୁ ନାହିଁ। ଭଗବାନ ହନୁମାନ ଠିଆ ହୋଇଥିବା ଫୋଟ ରଖିବେ ନାହିଁ।

ସ୍ୱାମୀ ସ୍ତ୍ରୀ ନିଜର ବେଡ଼ରୁମରେ ଭୁଲରେ ବି ଭଗବାନ ହନୁମାନଙ୍କ ଫୋଟ ରଖିବେ ନାହିଁ।

ଶୟନ କକ୍ଷରେ ଭଗବାନ ରାଧାକୃଷ୍ଣଙ୍କର ଫୋଟ ଲଗେଇ ଛନ୍ତି ଏବଂ ନିଜର ବେଡ଼ର ସାମ୍ନାରେ ରଖିଛନ୍ତି ଏବଂ ଯେମିତି ଆପଣ ସକାଳୁ ଉଠୁଛନ୍ତି ଏବଂ ଉଠିବା ମାତ୍ରେ ହିଁ ଆପଣଙ୍କୁ ରାଧାକୃଷ୍ଣଙ୍କର ଦର୍ଶନ ହୋଇଯାଉଛି ତ ବୁଝିନିଅନ୍ତୁ ଆପଣଙ୍କ ଜୀବନ ମାଲାମାଲ ହେବାକୁ ଯାଉଛି। କୌଣସି ବି ଦୁଃଖ କଷ୍ଟ ଆପଣଙ୍କ ଜୀବନରେ ରହିବ ନାହିଁ।

ମା ଦୁର୍ଗାଙ୍କର କ୍ରୋଧିତ ଫୋଟ ରଖିବେ ନାହିଁ । ମା ଦୁର୍ଗାଙ୍କର ହସ ହସ ମୁଖ ଥିବା ଫୋଟ ରଖିବେ। ଦେବୀ ଦେବତା ମାନଙ୍କର ସର୍ବଦା ହସ ହସ ଫୋଟ ରଖନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଉଗ୍ର ବା କ୍ରୋଧିତ ଦେବୀ ଦେବତାଙ୍କ ଫୋଟ ରଖନ୍ତୁ ନାହିଁ। ନଚେତ ଜୀବନରେ ସମସ୍ୟା ବଢିଯିବ।

ଭଗବାନଙ୍କୁ କେବେବି ଭଙ୍ଗା ଚାଉଳ ଅର୍ପଣ କରିବେ ନାହିଁ। ଚାଉଳକୁ ହଳଦିଆ କରି ଭଗବାନଙ୍କୁ ଅର୍ପଣ କରନ୍ତୁ।

ମୃତ ବ୍ୟକ୍ତିଙ୍କ ଫୋଟ କିମ୍ବା ପୂର୍ଵଜଙ୍କର ଫୋଟ ଘରର ମନ୍ଦିରରେ ସ୍ଥାପିତ କରନ୍ତୁ ନାହିଁ। ଏହାକୁ ଅଶୁଭ ମାନାଯାଏ।

ଭଗବାନ ଭୈରବ ଏବଂ ଭଗବାନ ଶନିଦେବଙ୍କ ଫୋଟ ରାହୁ-କେତୁଙ୍କ ଫୋଟ ମଧ୍ୟ ଘରେ ରଖିବେ ନାହିଁ।

ଗଙ୍ଗା ଜଳ ସହିତ ଗୋମୂତ୍ର ବି ରଖିବା ଉଚିତ । ଏହା ଦ୍ବାରା ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button