ଦେଶ ବିଦେଶ

ଝିଅମାନଙ୍କ ପାଇଁ ସୁଯୋଗ, ଏହି ଯୁବକଙ୍କ ଗାର୍ଲଫ୍ରେଣ୍ଡ ବନିଲେ ମାସକୁ ମିଳିବ ୨ ଲକ୍ଷ ଟଙ୍କା ଦରମା, ଖାଲି ମାନିବକୁ ହେବ ଏହି ସର୍ତ୍ତ

ଗାର୍ଲଫ୍ରେଣ୍ଡ ହୋଇ ରହିବା ପାଇଁ ମାସକୁ ମିଳିବ ୨ ଲକ୍ଷ ଟଙ୍କା। କଥାଟି ଶୁଣି ଚମକି ପଡିଲେ କି? କିନ୍ତୁ, ଥାଇଲ୍ୟାଣ୍ଡରେ ଏଭଳି ଏକ ଚାକିରୀ ପାଇଁ ପୋଷ୍ଟ ବାହାରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଜଣ ଚାଇନିଜ୍ ଯୁବକ ନିଜ ପାଇଁ ଗାର୍ଲଫ୍ରେଣ୍ଡ ଖୋଜୁଥିବା ବେଳେ ଏଥିପାଇଁ ସେମାନଙ୍କର ଜଣେ ମହିଳା ବନ୍ଧୁ ଫେସବୁକରେ ପୋଷ୍ଟ କରିଛନ୍ତି।

ଫେସବୁକ ୟୁଜର (Ok mai mai) ନିଜ ଫେସବୁକ ଅକାଉଣ୍ଟରେ ଏଭଳି ଏକ ବିଜ୍ଞାପନ ଦେଇଥିଲେ। ତେବେ, ସବୁଠାରୁ ବଡ଼ କଥା ହେଉଛି ଏହି ବିଜ୍ଞାପନଟି ପୋଷ୍ଟ ହେବାପରେ ଏକାଧିକ ଥାଇ ଯୁବତୀ ଚାକିରୀକୁ ନେଇ ଆଗ୍ରହ ପ୍ରକାଶ କରିଥିଲେ। କିଛି ଯୁବତୀ କମେଣ୍ଟ ସେକ୍ସନରେ ଚାଇନିଜ୍ ଭାଷାରେ ହ୍ୟାଲୋ ଲେଖୁଥିବା ମଧ୍ୟ ଦେଖା ଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button