ଓଡିଶା

ଜାଣନ୍ତୁ, କେଉଁ ରୋଷେଇ ତେଲ ଆପଣଙ୍କ ପାଇଁ ଅଟେ ଲାଭକାରୀ ?

ରୋଷେଇ ଘରେ ଖାଇବା ତେଲ ର ବହୁତ ମହତ୍ଵ ହୋଇଥାଏ, ଡାଲି ରେ ତଡକା ଲଗେଇବା, ତରକାରୀ ରୋସେଇ ଓ ଡିପ ଫ୍ରାଇଙ୍ଗ ରେ ତେଲ ଉପଯୋଗ ହୋଇଥାଏ । ସ୍ୱାସ୍ଥ୍ୟ ପ୍ରତି ସଜାଗ ଦ୍ଵାରା ପ୍ରାୟତଃ ଲୋକ ତାଙ୍କ ଖାଇବା ତେଲ ସମୟ ସମୟ ଧରି ବଦଳି ଥାନ୍ତି, କିଛି ଲୋକଙ୍କ କହିବା ଅନୁଯାଇ ଅଲିବ ତେଲ ଭଲ ହୋଇଥାଏ ତେବେ କିଛି ଲୋକଙ୍କ ପାଇଁ ଆଭୋକାଡୋ ତେଲ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ କେଉଁ ତେଲ ଆପଣଙ୍କ ପାଇଁ ଲାଭକାରୀ ଅଟେ ? ତେଲ ସମସ୍ତଙ୍କ ଜୀବନ ରେ ବହୁତ ମହତ୍ଵପୂର୍ଣ ଭୂମିକା ନିଭେଇ ଥାଏ, ଖାଇବା ତେଲ ସଠିକ ନହେଲେ ସ୍ୱାସ୍ଥ୍ୟ ଖରାପ କରିଥାଏ ।

Image Courtesy: Google

ଖାଇବା ତେଲ ସମସ୍ତଙ୍କ ରୋସେଇ ଘର ଆବଶ୍ୟକ ଜିନିଷ ହୋଇଥାଏ, ବହୁତ ଲୋକଙ୍କୁ ଏହା ଲାଗିଥାଏ ଯେ ଖାଇବା ତେଲ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ଓ ଏହା ଦ୍ଵାରା ସବୁ ପ୍ରକାର ଜିନିଷ ତିଆରି ହୋଇଥାଏ । କିନ୍ତୁ ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ଖାଇବା ତେଲ ନା ରୋସେଇ ପାଇଁ ଭଲ ହୋଇଥାଏ ନା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ରୋସେଇ ପାଇଁ ଯେଉଁ ତେଲ ତିଆରି ହୋଇଥାଏ ତାହା ପାଇଁ ତାପମାନ ଦରକାର ପଡିଥାଏ ଓ ଏହା ବହୁତ ତାପମାନ ଦ୍ଵାରା ତିଆରି ହୋଇଥାଏ ଓ ଏହି ତାପମାନ ଦ୍ଵାରା ତେଲ ନ୍ୟୂଟ୍ରିସନ କମ ହୋଇ ଯାଏ ।

Image Courtesy: Google

ରୋସେଇ ତେଲ ରେ ଟ୍ରାନ୍ସ ଫେଟ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ରୋସେଇ ତେଲ ଠାରୁ ଭଲ କଚି ଘାନି ତେଲ ଅଟେ, କଚି ଘାନି ତେଲ ବନେଇବା ପାଇଁ ଅଧିକ ତାପମାନ ଉପଯୋଗ ହୋଇ ନଥାଏ ଯାହା କାରଣ ପାଇଁ ଏହି ତେଲ ରେ ପୁରା ନ୍ୟୂଟ୍ରିସନ ଉପଲବ୍ଧ ଥାଏ । ସୋରିଶ ତେଲ ବହୁତ ଭଲ ଏନ୍ଟିବ୍ୟାକ୍ଟେରିଅଲ ଗୁଣ ହୋଇଥାଏ ଓ ଇମୁନିଟି ମଧ୍ୟ ବଢେଇ ଥାଏ । ଏହି ସୋରିଶ ତେଲ ଦ୍ଵାରା ଆପଣ ସବୁ ପ୍ରକାର ତରକାରୀ ସହ ଡିପ ଫ୍ରାୟ ମଧ୍ୟ କରି ପାରିବେ ଓ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button