ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ନିୟମ ଚାଷୀଙ୍କ ଆୟ ହେବ ଦୁଇଗୁଣା !

ନମୋ ଆପ୍‌ ଜରିଆରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବ। ଚାଷୀଙ୍କ ଆୟରେ ଥିବା ପ୍ରତିବନ୍ଧକ ଦୂର କରାଯାଉଛି। କୃଷି ବଜେଟ୍‌କୁ ଦୁଇଗୁଣା କରାଯାଇଛି। ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଫାଇଦା ମିଳୁଛି। କୃଷକଙ୍କ ପାଇଁ ୧୦୦%ନିମ୍‌ କୋଟେଡ ୟୁରିଆ ମିଳୁଛି। ମତ୍ସ୍ୟ ପାଳନରେ ୨୬ପ୍ରତିଶତ ବୃଦ୍ଧି ଘଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button