ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କାହାସହ ଯୁକ୍ତିତକ କରନ୍ତୁ ନାହିଁ ।

ବୃଷ : ସନ୍ତାନକୁ ନେଇ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । ଆୟବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

ମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପିତାଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।

କର୍କଟ : ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ମାନସମ୍ମାନ ପ୍ରାପ୍ତି ଅଛି ।

ସିଂହ : ପରିବାରରେ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

କନ୍ୟା : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି ହେବ । ଅହଂଭାବ ତ୍ୟାଗ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳା : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ମାନସିକ ଅଶାନ୍ତି ପାଇବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଖର୍ଚ୍ଚବୃଦ୍ଧି ହେବ ।

ବିଛା : ଆୟ ମଧ୍ୟମ ରହିବ । ପରିବାରରେ ମନ ମିଳାଇ ଚଳନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ସୁସ୍ୱାଦୁ ଭୋଜନ କରିବେ ।

ଧନୁ : ପିତାଙ୍କ ଶରୀର ଅସୁସ୍ଥ ରହିବ । ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ । ବନ୍ଧୁ ମିଳନ ଯୋଗ ରହିଛି ।

ମକର : ଧନର ଆଦାନ ପ୍ରଦାନକୁ ନେଇ ଚିନ୍ତିତ ରହିବେ । ପରିବାରର ସହଯୋଗ ପାଇବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

କୁମ୍ଭ : ଧନଲାଭ ସହ ମାନସମ୍ମାନ ପ୍ରାପ୍ତି ହେବ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ : ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button