ଦେଶ ବିଦେଶ

Chanakya Neeti- ବେଶରମ ହେଇ କରନ୍ତୁ ଏହି 3 କାମ, ନହେଲେ ସାରା ଜୀବନ ଦରିଦ୍ର ହେଇ ରହିଥିବେ

କୁହାଯାଏ ଅର୍ଚାଜ୍ୟ ଚାଣକ୍ୟ ଏମିତି ବହୁତ କଥା କହିଛନ୍ତି ଯାହା ପ୍ରତେକ ବ୍ୟକ୍ତିକୁ ନିଜ ଜୀବନରେ କରିବା ଉଚିତ । ଏମିତିରେ କୁହାଯାଇଥାଏ କି ମଣିଷ ନିଜ ଜୀବନରେ ଲାଜ ସରମ ରଖିବା କଥା । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି ଜୀବନରେ ଶାନ୍ତିରେ ବଞ୍ଚିବାର ଅଛି ତେବେ କିଛି କାମ କରିବା ପୂର୍ବରୁ ଲାଜ ସରମ ସବୁ ଛାଡ଼ିଦେବା ଉଚିତ । ତେବେ ଚାଲନ୍ତୁ ଜାଣିବା ।

୧:- ଭୋଜନ କରୁଥିବା ସମୟରେ ଆମକୁ କେବେ ମଧ୍ୟ ଲାଜ କରିବା କଥା ନୁହେଁ । ସବୁବେଳେ ସବୁସ୍ଥାନରେ ଲାଜ ଛାଡ଼ି ଭୋଜନ କରିବା ଉଚିତ । କାରଣ ଜାରି ଭୋଜନ କରିବା ସମୟରେ ଲାଜ କରିବ ତେବେ ଭୋକିଲା ରହିଯିବ ।

୨:- ପାଠ ପଢିବା ସମୟରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ । ଯଦି ଆପଣ କୌଣସି ପ୍ରଶ୍ନ ବୁଝିପାରୁନାହାନ୍ତି ତେବେ ଲାଜ କାର ନାହିଁ ଆଊ ସେହି ପ୍ରଶ୍ନ କୁ ନିଜ ଗୁରୁ ଙ୍କୁ ପଚାର ଏଵଂ ଭଲ ଭାବରେ ବୁଝ । ଯଦି ତୁମେ ଲାଜ କରିବ ତେବେ ତୁମେ ମୂର୍ଖ ହୋଇଯିବ । ଆଊ ଜୀବନରେ କେବେ ମଧ୍ୟ ଆଗକୁ ବଢ଼ିପାରିବ ନାହିଁ । ଏବଂ ଆପଣଙ୍କୁ ସଫଳତା କେବେ ମଧ୍ୟ ମିଳିବ ନାହିଁ ।

୩:- ପଇସା ରୋଜଗାର କରିବା ପାଇଁ କୌଣସି କାମ କୁ ଛୋଟ ବା ବଡ଼ ବୋଲି ଭାବ ନାହିଁ । କୌଣସି କାର୍ଯ୍ୟ କରୁଥିବା ସମୟରେ ଲାଜ କରନ୍ତୁ ନାହିଁ । ନହେଲେ ଆପଣ କେବେ ମଧ୍ୟ ଧନି ହୋଇପାରିବେ ନାହିଁ । ସେହି ବ୍ୟକ୍ତି ସବୁ ବେଳେ ଧନର ଅଭାବ ଅନୁଭବ କରିବ ଏବଂ ବହୁତ ଦୁଃଖରେ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button