ଦେଶ ବିଦେଶରାଜନୀତି

ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଏହି ବୈଠକ ପ୍ରାୟ ୭ ମିନିଟ୍ ହୋଇଥିଲା । ଏହି ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବାର୍ତ୍ତା ପଠାଯାଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କ ସହ ବିଧାୟକ ମନୋଜ ତିଗା ଓ ଅଗ୍ନିମିତ୍ର ପୋଲ ବିଧାନସଭାରେ ମମତାଙ୍କୁ ଭେଟିଛନ୍ତି । ମମତା ଓ ଶୁଭେନ୍ଦୁଙ୍କ ଏହି ସାକ୍ଷାତ ପରେ ସମୀକରଣ ବଦଳିବାକୁ ନେଇ ଅନୁମାନ କରାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button