ସ୍ୱାସ୍ଥ୍ୟ

ଦୁବ ଘାସର 10 ଟି ଚମତ୍କାରି ଫାଇଦା! ଗ୍ୟାସ, ମୁଣ୍ଡବିନ୍ଧା, ଗର୍ଭପାତ ଭଳି 100 ରୋଗକୁ ମୂଳରୁ କରେ ଶେଷ, ଶୀଘ୍ର ଦେଖନ୍ତୁ ଏହାକୁ ବ୍ଯ୍ବହାର କରିବାର ସଠିକ ତରିକା

ବନ୍ଧୁଗଣ ହିନ୍ଦୁ ସଂସ୍କୃତିରେ ଦୁବ ଘାସକୁ ବହୁତ ପବିତ୍ର ମାନାଯାଏ । ଯାହାକୁ ଆମେ ପୂଜାରେ ବ୍ୟବହାର କରିଥାଉ । କିନ୍ତୁ ଆପଣ ଏହାର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ଜାଣି ନ ଥିବେ । ଦୁବ ଘାସର ପ୍ରୟୋଗ କେଉଁ ରୋଗରେ କିପରି କରାଯାଏ ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସକାଳୁ ଖାଲି ପାଦରେ ଦୁବ ଘାସରେ ଚାଲିଲେ ଆଖିର ଉଜ୍ବଳତା ବଢିଥାଏ ଏବଂ ସ୍ନାୟୁ ଶକ୍ତି ବଢିଥାଏ ।

କୌଣସି କାରଣରୁ ଆଖି ବିନ୍ଧା ବା ନାଲି ପଡିଛି ତେବେ ଦୁବ ଘାସର ପେଷ୍ଟ ବନାଇ ଏହାକୁ ଆଖି ଉପରେ ରଖିକି ପଟି ବାନ୍ଧି ଦିଅନ୍ତୁ । ଦେଖିବେ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଯଦି ଆପଣ ଚିନ୍ତାରେ ରହୁଛନ୍ତି ତେବେ ସେଥିପାଇଁ ଦୁବ ଘାସର ପେଷ୍ଟ ବନାଇ ନିଜ ପାଦରେ ଲଗାନ୍ତୁ । ଦେଖିବେ ଆପଣଙ୍କର ଷ୍ଟ୍ରେସ ନିଶ୍ଚୟ ଦୂର ହେବ ।

ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ସମସ୍ଯା ଅଛି ତେବେ ଦୁବ ଘାସକୁ ବାଟି ଏହାର ପେଷ୍ଟ ମୁଣ୍ଡରେ ଲଗାନ୍ତୁ । ଦେଖିବେ ଭୟଙ୍କରର୍ଟୁ ଭୟଙ୍କର ମୁଣ୍ଡ ବିନ୍ଧା ସମସ୍ଯା ଠିକ ହୋଇଯିବ । ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଛି ତେବେ ଦୁବ ଘାସକୁ ବାଟି ରସ ବାହାର କରନ୍ତୁ । ଧ୍ୟାନ ରଖିବେ ଦୁବକୁ ଭଲରେ ଧୋଇ ଏହାର ବ୍ୟବହାର କରିବେ । ଏହାର ରସକୁ ନାକରେ ୨ ବୁନ୍ଦା ଲେଖାଏଁ ପକାନ୍ତୁ ।

ଯଦି ଆପଣଙ୍କର ମାଉଥ ଅଲସର ଭଳି ସମସ୍ଯା ଅଛି ତେବେ ଦୁବ ଘାସର ରସରେ ଅଳ୍ପ ଫିଟିକିରି ଗୁଣ୍ଡ ମିଶାଇ ପାଟିରେ କୁଳା କରନ୍ତୁ । ମନେ ରଖିବେ ପୂଜାରେ ବ୍ୟବହାର ହେଉଥିବା ଦୁବ ଘାସର ଏଥିରେ ପ୍ରୟୋଗ କରନ୍ତୁ । ଯେଉଁ ମାନଙ୍କୁ ଅଧିକ ଏସିଡିଟି, ଅଲସର ସମସ୍ଯା ଅଛି ସେମାନେ ୩ରୁ ୪ ଚାମଚ ଦୁବ ଘାସର ରସକୁ ଏକ ଗ୍ଳାସ ପାଣିରେ ମିଶାନ୍ତୁ ।

ଏବେ ଆପଣ ଏହାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ କିଛି ଦିନ ପରେ ଏସିଡିଟି, ଷ୍ଟୋମାକ ଇନଫେକ୍ସନ ସମସ୍ଯା ଦୂର ହୋଇଯିବ । ଯେଉଁ ମାନଙ୍କୁ ଲିଭର ଶିରୋଷିସ ସମସ୍ଯା ଅଛି ସେମାନେ ଦୁବ ଘାସର ରସ ୩ରୁ ୪ ଚାମଚ ମିଶାଇ ସେଥିରେ ଅଧ ଚାମଚ ଗୋଲମରୀଚ ଗୁଣ୍ଡ ମିଶାନ୍ତୁ । ଏହାକୁ ଦିନରେ ୩ରୁ ୪ ଥର ସେବନ କରନ୍ତୁ ।

ଦିନକୁ ୩ରୁ ୪ ଥର କେବଳ ଦୁବ ଘାସର ରସ ସେବନ କରିଲେ ଓଭର ବ୍ରୀଡିଙ୍ଗ ଭଳି ସମସ୍ଯା ଦୂର ହେବ । ଦୁବ ଘାସ କୌଣସି ବିଷାକ୍ତ ଜିନିଷ ନୁହେଁ । ଏହାକୁ ଆପଣ ଛୋଟ ପିଲାଙ୍କୁ ବି ଦେଇ ପାରିବେ । ଯେଉଁ ମାନେ ଗର୍ଭବତୀ ସେମାନେ ମଧ୍ୟ ଏହାର ସେବନ କରି ପାରିବେ ।

ତେବେ କୌଣସି ରୋଗ ହେବା ପୂର୍ବରୁ ଆଜି ଠାରୁ ହିଁ ଆପଣ ମାନେ ଦୁବ ଘାସର ରସ ର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଅନେକ ପ୍ରକାରର ରୋଗରୁ ବଞ୍ଚି କି ରହିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button