ବିଚାର

Jyotish Shastra- ବହୁତ ଭାଗ୍ୟବାନ ଓ ଖାସ ମଧ୍ୟ ହୋଇଥାନ୍ତି ପାଦରେ ଏହିପରି ଆଙ୍ଗୁଠି ଥିବା ବ୍ୟକ୍ତି, କଣ ଆପଣ ସେମାନଙ୍କ ମଧ୍ୟରୁ ଜଣେ, ତେବେ ପଢନ୍ତୁ ଏହି ଖବର

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କର ପାଦ ଆଙ୍ଗୁଳି ଯାହାକି ପାଦର ବୁଢା ଆଙ୍ଗୁଳି ପାଖରେ ଥାଏ ଓ ତାହା ସବୁଠୁ ବଡ ମଧ୍ୟ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ଏହି ପରି ଆଙ୍ଗୁଳି ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନଙ୍କ ଭିତରେ ବହୁତ ଖାସ ଗୁଣ ମଧ୍ୟ ଥାଏ ।ଯେଉଁ ବ୍ୟକ୍ତିଙ୍କର ଏମତି ପାଦ ଥାଏ ସେହି ବ୍ୟକ୍ତି ଆତ୍ମନିର୍ଭର ହୋଇଥାନ୍ତି , ବହୁତ ବଡ ବଡ କଥା ବହୁତ ଆରମରେ କହି ଦେଇ ପାରିଥାନ୍ତି ।

ଏମାନଙ୍କର ମନରେ ଯାହା ଥାଏ ତାହା ସେମାନଙ୍କର ଦିମାଗରେ ମଧ୍ୟ ଚାଲିଥାଏ ଓ ତାହା ସେ ତାଙ୍କ ମୁହଁରେ ଅତି ଆରମରେ ବ କହିଦେଇ ଥାନ୍ତି । ଏମାନେ କୌଣସି ବି କଥା ସିଧା ସଳଖ କହିବାକୁ ପସନ୍ଦ କରିଥାନ୍ତି । ଏମତି ଲୋକ କାହା ବିଷୟରେ ବି କିଛି ଭୁଲ ଚିନ୍ତାଧାରା ରଖନ୍ତି ନାହିଁ ତେଣୁ ସେ କାହା ମୁହଁରେ କିଛି କହିବା ପୂର୍ବରୁ କିଛି ନ ଭାବି କହିଦେଇଥାନ୍ତି ।

ଏମାନେ ଯାହା ବି କରନ୍ତି ସେଥିରେ ସେମାନଙ୍କର ନିଷ୍ଠ ର ସହିତ କରିଥାନ୍ତି । ଯାହାକୁ ଏମାନେ ପାଇବାକୁ ଚାହାନ୍ତି ତାହା ପାଇଁ ଏମାନେ ପୁରା ପାଗଳ ହୋଇଯାନ୍ତି ଓ ତାକୁ ପାଇବା ପାଇଁ କିଛି ବି କରିଥାନ୍ତି । ସବୁଠୁ ବଡ କଥା ଏମାନେ ବହୁତ ଧାର୍ମିକ ହୋଇଥାନ୍ତି , କିନ୍ତୁ ଏମାନେ କିଛି ଭିନ୍ନ ପ୍ରକାର ର ଧାର୍ମିକ ହୋଇଥାନ୍ତି କାହିଁକିନା ଏମାନେ ଭଗବାନଙ୍କ ବିଷୟରେ ବି ନିଜର ନିସ୍ପତି ରଖିଥାନ୍ତି । ଏମତି ଲୋକ ବହୁତ ଅଳସୁଆ ହୋଇଥାନ୍ତି କିନ୍ତୁ ଠିକ ସମୟରେ ନିଜର କର୍ମକୁ ମଧ୍ୟ ସାରି ଦେଇଥାନ୍ତି ।

ଏହିପରି ପାଦ ଥିବା ବ୍ୟକ୍ତି ଧନ ଓ ପାରିବାର ର ସବୁ ସୁଖ ମଧ୍ୟ ପାଇଥାନ୍ତି । ଯଦି କୌଣସି ବ୍ୟକ୍ତି ବ ତାଙ୍କର ସ୍ତ୍ରୀଙ୍କ ଯଦି ସମାନ ଆଙ୍ଗୁଳି ଥାଏ ତେବେ ଏମାନଙ୍କ ମଧ୍ୟରେ ସମ୍ପର୍କରେ ବହୁତ ଦୃଢ ମଧ୍ୟ ହୋଇଥାଏ ,ଦୁହେଁ ଦୁହିଙ୍କୁ ବହୁତ ଭଲରେ ବୁଝି ବି ଥାନ୍ତି, କେବେ ପାରିବାରିକ ସମସ୍ଯା ମଧ୍ୟ ଆସିନଥାଏ ।

ଏମତି ଲୋକ ବହୁତ ପ୍ରକାରର ନୂଆ ନୂଆ କାର୍ଯ୍ୟ ଓ ନୂଆ ନୂଆ ଜିନିଷ ବିଷୟରେ ଜାଣିବା ପସନ୍ଦ କରିଥାନ୍ତି । ବହୁତ ନୂଆ ନୂଆ ବନ୍ଧୁ ବା ନୂଆ ଜାଗା ଆଦିକୁ ଯିବାକୁ ପସନ୍ଦ କରିଥାନ୍ତି ।ଏହି ଗୁଣ ପାଇଁ ଏମାନେ ସମୟ ଅନୁସାରେ ଆହୁରି ଅଧିକ ଆଗକୁ ବଢିବାକୁ ଲାଗିଥାନ୍ତି । ଏମାନେ ଯାହାକୁ ଥରେ ନିଜର ବୋଲି ଭାବି ନିଅନ୍ତି ତାଙ୍କ ପାଇଁ ଜୀବନ ଦବାକୁ ବ ପଛ ଘୁଞ୍ଚା ଦିଅନ୍ତି ନାହିଁ ।

ସେଥିପାଇଁ ଏମତି ଲୋକାଙ୍କୁ ସମସ୍ତେ ସମ୍ମାନ ଦେଇ ତାଙ୍କ ସହ ମିଶିବାକୁ ଚାହାନ୍ତି , ଓ ତାଙ୍କ ନଜରରେ ଭଲ ହେବାକୁ ଚେଷ୍ଟା ମଧ୍ୟ କରିଥାନ୍ତି । କାହିଁକିନା ଏମାଙ୍କର ବୁଜିବା ଶକ୍ତି ବହୁତ ଭଲ ହୋଇଥାଏ ଓ ଯେତେବଡ ସମସ୍ଯା କୁ ଅତି ସହଜରେ ସମାଧାନ କରି ଦେଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button