ମୁହଁରେ ବ୍ରଣ କେମିତି କରିବେ ଦୂର ?

ବନ୍ଧୁଗଣ ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକ ବ୍ରଣ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ରଣ ହେଉଛି ଏକ ସାଧାରଣ ଚର୍ମ ରୋଗ । ସାଧାରଣତଃ ଏହି ରୋଗ ଯୌ-ବ-ନ ଅବସ୍ଥାରେ ହୋଇଥାଏ ଓ ପାଖା ପାଖି ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଜାରି ରହିଥାଏ ।
ବନ୍ଧୁଗଣ ବ୍ରଣ ବାହାରିବାର ତିନୋଟି କାରଣ ରହିଛି । ପ୍ରଥମତଃ ହରମୋନର ପ୍ରଭାବ ପାଇ ହୋଇଥାଏ । ଯେତେବେଳେ ଆମ ମାନଙ୍କର ଯୌବନ ଆରମ୍ଭ ହୋଇଥାଏ ସେତେବେଳେ ଆମ ଶରୀରରେ ବିଭିନ୍ନ ହରମୋନ ଗୁଡିକ ଆକ୍ଟିଭ ହୋଇଥାନ୍ତି । ତେଣୁ ସେହି ସମୟରେ ବ୍ରଣ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ବ୍ୟତୀତ ଅକ୍ନେ ନାମକ ଏକ ବ୍ୟା-କ୍ଟେ-ରି-ଆ ଅଛି ଯାହା କାରଣରୁ ମଧ୍ୟ ବ୍ରଣ ହୋଇଥାଏ ।
ହରମୋନ ଇଫେକ୍ଟ ପାଇଁ ଚର୍ମର ଫର୍ମେସନରେ ମଧ୍ୟ ଅସୁବିଧା ହୋଇପଥାଏ ତେଣୁ ଏହି କାରଣ ପାଇଁ ମଧ୍ୟ ବ୍ରଣ ହୋଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବ୍ରଣ ଦୂର କରିବା ପାଇଁ ସଠିକ ଉପଚାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଦୁଇ ପ୍ରକାରର ବ୍ରଣ ଆମ ଚେହେରାରେ ହୋଇଥାଏ ।
ପ୍ରଥମଟି ହେଉଛି ବ୍ଲାକ ହେଡ ଓ ଦ୍ଵିତୀୟଟି ହେଉଛି ୱ୍ହାଇଟ ହେଡ । ଅଧିକାଂଶ ଲୋକ ବ୍ରଣ ହେଲେ ତାକୁ ଚି-ପି-କି ଫ-ଟେ-ଇ ଦିଅନ୍ତି ସେମାନେ ଭାବନ୍ତି ଚିପିକି ଫଟେଇ ଦେଲେ ବ୍ରଣ ଠିକ ହୋଇଯିବ । ହେଲେ ବନ୍ଧୁଗଣ ଏହା ହେଉଛି ଏକ ଭୁଲ ଧାରଣା ଏମିତି କରିବା ଦ୍ଵାରା ଦୁଇଟି ଅସୁବିଧା ହୋଇଥାଏ । ବ୍ରଣକୁ ଚି-ପି-ଲେ ପ୍ରଥମତଃ ସେଠି କଳା ଦାଗ ହେବାର ସମ୍ଭାବନା ଅଧିକ ରହିଥାଏ ଓ ଦ୍ଵିତୀୟରେ ହେଉଛି ସେହି ସ୍ଥାନରେ ଏକ ପ୍ରକାରର ଇ-ନ-ଫେ-କ-ସ-ନ ହୋଇପାରେ । ଇ-ନ-ଫେ-କ-ସ-ନ ହେବା ଦ୍ଵାରା ସେହି ସ୍ଥାନରେ ଏକ ଗାତ ସୃଷ୍ଟି ହୋଇଯାଇଥାଏ ।
ବନ୍ଧୁଗଣ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ବ୍ରଣ ପାଇଁ ଅଧିକ ଚିନ୍ତା କରିଥାନ୍ତି । ଚିନ୍ତା କରିବା ଦ୍ଵାରା ବ୍ରଣ ଅଧିକ ହେବାର ସମ୍ଭାବନା ଥାଏ ତେଣୁ ଆପଣ ମାନେ ନିଜ ମନକୁ ଶାନ୍ତ କରି ରଖନ୍ତୁ । ବ୍ରଣ ହେବା ପାଇଁ ଆମ ଲାଇଫ ଷ୍ଟାଇଲର ଏକ ବହୁତ ବଡ ଭୂମିକା ରହୁଛି । ସାଧାରଣତଃ ଯେଉଁ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାନ୍ତି ସେମାନଙ୍କ ଶରୀରରେ ଆଇଜିଏଫ ନାମକ ଏକ ଇନସୁଲିନ ବହୁତ ମାତ୍ରାରେ ବଢିଯାଇଥାଏ । ଏହା ବଢିବା ଦ୍ଵାରା ଆମ ଚେହେରାରେ ବ୍ରଣ ଅତି ସହଜରେ ଉଠି ଯାଇଥାଏ ।



