ନାଭି ରେ ଏହାର ୨ ବୁନ୍ଦା ପକାଇଲେ ଆସିବ ଆପଣଙ୍କ ଚେହେରାରେ ନିଖାର ଏବଂ ଗ୍ଲୋ

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଦେଖାଯିବା ପାଇଁ ଚାହେଁ । ଏମିତିରେ ଝିଅ ହେଉ ବା ପୁଅ ସମସ୍ତେ ନିଜକୁ ଅନ୍ୟଠାରୁ ଭଲ ଦେଖେଇବା ପାଇଁ ଚାହାନ୍ତି , ସୁନ୍ଦର ଦେଖାଯିବା ପାଇଁ ଲୋକ ମାର୍କେଟରୁ ବହୁତ ମହଙ୍ଗା କସମେଟିକ କିଣିଥାନ୍ତି । କିନ୍ତୁ ସେହି ଲୋକ ଭୁଲିଯାନ୍ତି କି କ୍ରିମ ତିଆରି କରିବା ପାଇଁ ଯେଉଁ କେମିକାଲସ ର ପ୍ରୟୋଗ ହୋଇଥାଏ ସେଥିରୁ ଆମ ଚେହେରାକୁ କିଛି ସମୟ ପାଇଁ ସୌନ୍ଦର୍ଜ୍ୟ ମିଳିଥାଏ କିନ୍ତୁ ସବୁଦିନ ପାଇଁ ଆମ ଚେହେରା ଖରାପ ହୋଇଯାଇଥାଏ । ଏହି କେମିକାଲ ଆମ ତ୍ଵଚ୍ଚାକୁ ଖରାପ କରି ଦିଅନ୍ତି । ଏମିତିରେ ଲୋକଙ୍କୁ ଏହି ପ୍ରଡକ୍ଟସ ପ୍ରତି ସଜାଗ ରହିବା ଆବଶ୍ୟକ । କଣ ଆପଣ କେବେ ଭାବିଛନ୍ତି କି ପୂର୍ବ କାଳରେ କ୍ରିମ ବା ଇଂଜେକସନ ନ ଥିଲା କିନ୍ତୁ ତଥାପି ଲୋକ ସୁନ୍ଦର ଦେଖାଯାଉଥିଲେ ? ଏହାର କାରଣ ଆମେ ଆପଣଙ୍କୁ ଜଣାଇବୁ ।
ଏହା ହେଉଛି ସୁନ୍ଦର ତ୍ଵଚ୍ଚା ପାଇବା ପାଇଁ ଘରୋଇ ଉପାୟ
ଲିମ୍ବର ତେଲ
ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ଚେହେରାରେ ସବୁବେଳେ ବ୍ରଣ ଓ ଦାଗ ହୋଇଥାଏ । ଏମିତିରେ ସେହି ଲୋକଙ୍କ ପାଇଁ ଲିମ୍ବର ତେଲ ଲାଭକାରୀ ହୋଇଥାଏ । ଏଥି ପାଇଁ ଆପଣଙ୍କୁ ପ୍ରତିଦିନ ଶୋଇବା ପୂର୍ବରୁ ନିଜ ନାଭିରେ ଲିମ୍ବ ତେଲର ଦୁଇ ବୁନ୍ଦା ପକାଇବାକୁ ହେବ । ଏମିତି କରିବା ଦ୍ଵାରା କିଛି ସପ୍ତାହ ପରେ ଆପଣଙ୍କ ଚେହେରାର ବ୍ରଣ ଓ ଦାଗ ଭଲ ହୋଇଯିବ ।
ମହୁ
ବହୁତ ଲୋକଙ୍କୁ ଡ୍ରାଇ ସ୍କିନର ସମସ୍ୟା ହୋଇଥାଏ । ଏମିତିରେ ପ୍ରତିଦିନ ନାଭିରେ ଦୁଇ ବୁନ୍ଦା ମହୁ ଢାଳିବା ଦ୍ଵାରା ଆପଣଙ୍କର ଡ୍ରାଇ ସ୍କିନ ସବୁଦିନ ପାଇଁ ଭଲ ହୋଇଯିବ।
ଗୋଲାପ ଜଳ
ବହୁତ ଝିଅମାନଙ୍କ ଚେହେରାରେ ଦାଗ ହୋଇଥାଏ । ଏମିତିରେ ପ୍ରତିଦିନ ନାଭିରେ ଦୁଇ ବୁନ୍ଦା ଗୋଲାପ ଜଳ ଢାଳିବା ଦ୍ଵାରା ସେମାନଙ୍କ ଚେହେରାରୁ ଦାଗ ଭଲ ହୋଇଯାଇଥାଏ ।
ସୋରିଷ ତେଲ
ଯଦି ଆପଣ ନିଜ ଓଠକୁ ଆହୁରି ଅଧିକ ସୁନ୍ଦର କରିବା ପାଇଁ ଚାହୁଛନ୍ତି ତେବେ ପ୍ରତିଦିନ ଦୁଇ ବୁନ୍ଦା ସୋରିଷ ତେଲ ନାଭିରେ ପକାଇବାକୁ ଭୁଲିବେ ନାହିଁ । ତେବେ ଏହା ଥିଲା ସୁନ୍ଦର ତ୍ଵଚାର ଘରୋଇ ଉପଚାର । ନିଶ୍ଚୟ ପ୍ରୟୋଗ କରି ଦେଖିବେ ।