ଓଡିଶା

ସ୍କୁଲ ଦୋଳିରୁ ପଡ଼ି ଚାଲିଗଲା ୪ର୍ଥ ଶ୍ରେଣୀ ଛାତ୍ରର ଜୀବନ

ଟମକା ଥାନା ନୟା ବଗପାଟିଆ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ। ସମ୍ପର୍କୀୟଙ୍କ ଦ୍ଵାରା ସ୍କୁଲର ଶିକ୍ଷକ ଅଟକ । ମୃତ ଛାତ୍ର ନୟା ବଗପାଟିଆ ଗ୍ରାମର ନବଘନ ସାହୁଙ୍କ ପୁତ୍ର ସୋମ୍ୟରଞ୍ଜନ ସାହୁ ବୋଲି ଜଣା ପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button