21 ଟି ଗହମରେ କରନ୍ତୁ ଏହି ଛୋଟ ଉପାୟ, ମା ଲକ୍ଷ୍ମୀ କରିବେ ଧନ ବର୍ଷା… ଶୀଘ୍ର ଦେଖନ୍ତୁ

ପ୍ରତେକ ମଣିଷର କିଛି ନା କିଛି ସ୍ଵପ୍ନ ରହିଥାଏ । କିଛି କ୍ଷେତ୍ର ରେ ଏହି ସ୍ଵପ୍ନ ପୁରା ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ପୁରା ହୋଇ ନ ଥାଏ । ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ କିଛି ଲୋକ ମାନେ ସଞ୍ଚୟ କରି ପାରନ୍ତି ନାହି । କିଛି ଲୋକଙ୍କ ଆଶା ଆଶା ରେ ହିଁ ରହିଯାଏ । ପ୍ରେତକ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିବାକୁ ଚାହିଁଥାଏ । ଅନେକ ଚେଷ୍ଟା ଓ ପରିଶ୍ରମ କରିଲେ ମଧ୍ୟ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରେ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କେ କ୍ଷୁଦ୍ର ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିଲେ ଆପଣଙ୍କର ଧନ ସମସ୍ଯା ଦୂର ହେବା ସହ ଘରେ ସୁଖ ଶାନ୍ତି ବଜାୟ ରହିବ ।
ଏହି ଉପାୟ କରିବା ପାଇଁ ଆପଣ ଏକ ମାଟି ଦୀପରେ କିଛି ଗହମ ଭାରି ଘର ର ପୂର୍ବ ଦିଶରେ ରଖନ୍ତୁ । ଏହି ଗହମ ଭର୍ତ୍ତି ଥିବା ମାଟି ଦୀପ କୁ ଏକ ସପ୍ତାହ ଯାଏଁ ଘରେ ରଖନ୍ତୁ । ଯଦି ସମ୍ଭବ ତେବେ ଏହି ଦୀପ ଉପରେ କିଛି ନାଲି ରଙ୍ଗର ଫୁଲ ପାଖୁଡା ରଖନ୍ତୁ ।
ଏକ ସପାତ ପରେ ଏହି ଗହମ କୁ ଘର ବାହରକୁ ଆଣନ୍ତୁ । କିନ୍ତୁ ଧାନ ରଖିବେ କି ଗହମ ଯେମିତି ଛାତ ଉପରେ ନ ଢାଳିବେ । ଏପରି କରିବା ଦ୍ଵାରା ଅନେକ ସମସ୍ଯା ପୁଣି ଥରେ ହୋଇପାରେ । ଏହି ଗହମ କୁ ଗଛ ତଳେ ଢାଳି ଦିଅନ୍ତୁ । ମାଟି ଦୀପରେ ମାତ୍ର ୨୧ ଟି ଗହମ ନିଅନ୍ତୁ ।
ଯେଉଁ ଫୁଲ ମାଟି ଦୀପ ଉପରେ ରଖିଥିଲେ ତାକୁ କୌଣସି ପବିତ୍ର ଜାଗାରେ ରଖି ଦିଅନ୍ତୁ । ଏହି ଛୋଟ ଉପାୟ ଟି କରିବା ଦ୍ଵାରା ଆପଣଙ୍କ ଜୀବନରେ ଯେଉଁ ସବୁ ସମସ୍ଯା ଲାଗି ରହିଛି ତାହା ଧୀରେ ଧୀରେ ଦୂର ହେବାରେ ଲାଗିବ । ଏହି ଉପାୟ ଟି କରିବା ସମୟରେ ଆପଣ ନିଜ ମନର ଇଚ୍ଛା କୁ ସ୍ମରଣ କରିବେ । ଯେଉଁ ସମୟରେ ଗହମ ଗଛ ତଳେ ଢାଳିବେ ସେହି ସମୟରେ ପଛକୁ ନ ଚାହିଁ ଘରକୁ ଫେରି ଆସିବେ ।
ଏହି ଉପାୟ ଟି ମଙ୍ଗଳବାର ଦିନ କରିବେ । ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଉପାୟ ର ପ୍ରୟୋଗ କରିବା ଦ୍ଵାରା ଧନ ସହ ଜଡିତ ଯେ କୌଣସି ସମସ୍ଯା ଥିବ ତାହା ମଧ୍ୟ ଦୂର ହୋଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ