ଓଡିଶା

‘ଉପରେ ଧଳା ଭିତରେ କଳା,deha ସୁଖ ନେଇ ସିନେମାରେ ଦେଉଥିଲେ ସୁଯୋଗ…’ ସତ ସାମ୍ନାକୁ ଆସିବା ପରେ ଏବେ ଦେଉଛନ୍ତି ଏମିତି ସଫେଇ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡରେ ଯେତେବେଳେ କାଶଟିଙ୍ଗ କାଉଚ କଥା ଉଠିଥିଲା ଆପଣ ମାନେ ତାହା ନିଶ୍ଚିତ ଭାବରେ ଜାଣିଥିବେ । ଶଯ୍ୟାଶାୟୀ, ବେଡ ପାର୍ଟନର ଇତ୍ୟାଦି କଥା ମଧ୍ୟ ଉଠିଥିଲା । ଠିକ ସେତିକି ବେଳେ ଅନେକ କଳାକାର ମଧ୍ୟ ଛନ୍ଦି ହୋଇଥିଲେ । ଆଉ ସେତେବେଳେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା କହୁଥିଲେ ଯେ ମୋ ସିନେମାରେ ଏମିତି ହୁଏନାହିଁ । ତେବେ ସତରେ ତାଙ୍କ ସିନେମା ତଥା କ୍ୟାମେରା ଆଗରେ ଏଭଳି କିଛି ହୁଏ ନାହିଁ । ମାତ୍ର କ୍ୟାମେରା ପଛରେ ସବୁକିଛି ହୁଏ ।

କ୍ୟାମେରା ପଛରେ, ବନ୍ଧ କୋଠରୀରେ, ଆଉ ଅନ୍ଧାର ଘରେ ସବୁକିଛି ଚାଲେ ଅଶ-ଲୀଳ ସିନେମା । ଏହା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ବର୍ତ୍ତମାନ ଏହା ଗୋଟିଏ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଘୁରି ବୁଲୁଛି ଏବଂ ସୋ-ସି-ଆ-ଲ ମି-ଡି-ଆ ରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି । ଏହାକୁ ସେ ନିଜେ ଭା-ଇ-ରା-ଲ କରିଥିବା ଯୁବତୀ ଜଣଙ୍କ ବର୍ତ୍ତମାନ ଥାନାରେ ଅଭିଯୋଗ କରିଛନ୍ତି ।

ଆଉ ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ  କାଶଟିଙ୍ଗ କାଉଚ ର ଶିକାର ହୋଇଥିବା ଯୁବତୀ ଜଣଙ୍କ ଥାନାରେ ବର୍ତ୍ତମାନ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଓଲିଉଡରେ ବର୍ତ୍ତମାନ ନାନାଦି ଚର୍ଚା । କିଏ କେତେ କଥା କହିବାରେ ଲାଗିଛି । ସତରେ ଓଡିଆ ସିନେମାରେ ଏଭଳି ମଧ୍ୟ ହୁଏ ? ଯେଉଁଠାରେ ପ୍ରଯୋଜକ ମାନେ ଅନ୍ଧାର ଘରେ କ୍ୟାମେରା ପଛପଟରେ ଏମିତି ମଧ୍ୟ କାମ କରିବାକୁ ପଛାନ୍ତି ନାହିଁ ।

ଯୁବତୀ ମାନଙ୍କୁ ସିନେମାରେ ସୁଯୋଗ ଦେଇ ରାତାରାତି ହିରୋଇନ କରିବା ପାଇଁ ତଥା ତାଙ୍କର ଫ୍ୟାନ୍ସ ଆଉ ଫଲୋର୍ସ ବଢାଇବା ପାଇଁ ଏମିତି ମଧ୍ୟ କାମ କରନ୍ତି ପ୍ରଯୋଜକ ମାନେ । ନ ଦେଖିବା ଲୋକେ ଦେଖ ତଥା ନଶୁଣିବା ଲୋକ କାନ ଖୋଲି ଶୁଣନ୍ତୁ । ଏ ହେଉଛନ୍ତି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପାରିଜା ଯିଏ କହୁଛନ୍ତି ଯେ ଆମ୍ଭ ସିନେମା ରେ ଏମିତି ହୁଏନି ।

ମାତ୍ର ଏହିସବୁ ଦୃଶ୍ୟ ଦେଖିଲେ ତାହାର ପ୍ରମାଣ ମିଳିଗଲା । ବର୍ତ୍ତମାନ ବାକି ରହିଲା ଦେଖିବାକୁ  ଯେ ବରିଷ୍ଠ ଅକ୍ଷୟ ପରିଜା ଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button