ଦେଶ ବିଦେଶ

Interesting Gk Questions- କୁହନ୍ତୁ ତାହା କଣ, ଯିଏ ସକାଳେ ୪ ଗୋଡ଼ରେ, ଦିପ୍ରହରରେ ୨ ଗୋଡ଼ରେ ଓ ସନ୍ଧ୍ୟା ବେଳେ ୩ ଗୋଡ଼ରେ ରୁହେ

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

କେଉଁ ସହରକୁ ତାଲା ନଗରୀ କୁହାଯାଏ?

ଉ: ଆଲିଗଡ

ପ୍ରଶ୍ନ-୨

କେଉଁ ଜିନିଷ ଆଲୋକରେ ଆପଣଙ୍କ ପାଖେ ଥାଏ କିନ୍ତୁ ଅନ୍ଧାରରେ ରୁହେ ନାହିଁ?

ଉ: ଛାଇ/ଛାୟା

ପ୍ରଶ୍ନ-୩

ଶ୍ରୀଲଙ୍କାର ମୁଦ୍ରା ର ନାମ କଣ?

ଉ: ରୁପୟା

ପ୍ରଶ୍ନ-୪

ସୂର୍ଯ୍ୟ ପୃଥିବୀ ଠାରୁ କେତେ ଗୁଣ ଅଧିକ ବଡ଼ ଅଟେ?

ଉ: ୧୦୯ ଗୁଣ

ପ୍ରଶ୍ନ-୫

ବନିହଲ୍ ପାସ୍ କେଉଁଠି ଅଛି?

ଉ: ଜମ୍ମୁ ଓ କଶ୍ମୀର ରେ

ପ୍ରଶ୍ନ-୬

କେଉଁ ସହର ମାତ୍ରା ଗୋଟିଏ ଦିନ ପାଇଁ ଭାରତ ର ରାଜଧାନୀ ହୋଇଥିଲା?

ଉ: ଇଲାହାବାଦ୍ (ପ୍ରୟାଗରାଜ)

ପ୍ରଶ୍ନ-୭

ଏମିତି କେଉଁ ଫିଲ୍ମ ଅଛି ଯେଉଁଥିରେ ଫଳ ଓ ଫୁଲ ଦୁଇଟି ହିଁ ଆସିଥାଏ ?

ଉତ୍ତର- ଅନାରକଲି

ପ୍ରଶ୍ନ-୮

କେଉଁ ଫଳ ଭିତରୁ ଖାଲି ଥାଏ ?

ଉତ୍ତର- ଅମୃତ ଭଣ୍ଡା

ପ୍ରଶ୍ନ-୯

କେଉଁ ପରିବାର ରସ ପିଇଲେ ଆଖିର ଦୃଷ୍ଟଶକ୍ତି ବଢ଼ିଥାଏ ?

ଉତ୍ତର:- ପାଳଙ୍ଗ ଶାଗ ର ରସ ପିଇଲେ ଆଖିର ଦୃଷ୍ଟଶକ୍ତି ବଢ଼ିଥାଏ ।

ପ୍ରଶ୍ନ-୧୦

ସୌରମଣ୍ଡଳ ର ଖୋଜ କିଏ କରିଥିଲେ ?

ଉତ୍ତର:- କପର୍ଣିକସ

ପ୍ରଶ୍ନ-୧୧

ନେପାଳ ର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର:- ଭଲିବଲ

ପ୍ରଶ୍ନ-୧୨

ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଡ୍ରାଇଭିଂ ଲାଇନସେନ୍ସ ଦରକାର ନାହିଁ ?

ଉତ୍ତର – Screw driver

ପ୍ରଶ୍ନ-୧୩

ଜାମ୍ମୁ କାଶ୍ମୀରର ରାଜଧାନୀ କିଏ ?

ଉତ୍ତର – ଶ୍ରୀନଗର

ପ୍ରଶ୍ନ-୧୪

ଭାରତରେ ସର୍ବମୋଟ କେତୋଟି ଟ୍ରେନ ଅଛି ?

ଉତ୍ତର – ୧୨୬୧୭ଟି ଟ୍ରେନ

ପ୍ରଶ୍ନ-୧୫

କୁହନ୍ତୁ ତାହା କଣ ଅଟେ

ଯିଏ ସକାଳେ ୪ ଗୋଡ଼ରେ ରୁହେ

ଦିପ୍ରହରରେ ୨ ଗୋଡ଼ରେ ରୁହେ

ସନ୍ଧ୍ୟା ବେଳେ ୩ ଗୋଡ଼ରେ ରୁହେ

ଉତ୍ତର- ପିଲାଦିନ, ଯୁବକ ଅବସ୍ଥା, ବୃଦ୍ଧ ଅବସ୍ଥା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button