ମନୋରଞ୍ଜନ

୨୭ ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ‘Sri Krishna’ ସିରିଏଲ ରେ ମାତା ଯଶୋଦା, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲ ଗୁଡିକ ମଧ୍ୟରେ କେତେକ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥାଏ ତ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ରାମାନନ୍ଦ ସାଗରଙ୍କ ଦ୍ଵାରା ରହିଛି ‘ଶ୍ରୀ କୃଷ୍ଣ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ  । ସେଇ ସମୟରେ ‘ରାମାୟଣ’ ଯେପରି ପ୍ରସିଦ୍ଧି ହାସଲ କରିଥିଲା ସେହିପରି ‘ଶ୍ରୀ କୃଷ୍ଣ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ନିଜର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରିଥିବା ସାମସ୍ତା କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଏହି ସିରିଏଲରେ ସବୁଠାରୁ ଅଧିକ ଚର୍ଚିତ ଭୂମିକା ଥିଲା ମାତା ଯଶୋଦାଙ୍କର । ବନ୍ଧୁଗଣ ସେହି ସମୟରେ ଏହି ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ସିରିଏଲଟି ଶେଷ ହେବାର ବହୁତ ବର୍ଷ ହୋଇସାରିଛି ଓ ଯଶୋଦାର ଭୂମିକା କରିଥିବା ଅଭିନେତ୍ରୀ ଜଣକ ମଧ୍ୟ ବହୁତ ବଦଳି ଯାଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ନାମ ହେଉଛି ଦାମିନୀ କନୱାଲ ସେଟି । ବନ୍ଧୁଗଣ ଦାମିନୀଙ୍କୁ ଏହି ସିରିଏଲ ପାଇଁ ବହୁତ ଲୋକପ୍ରିୟତା ହାସିଲ ହୋଇଥିଲା । ସେ ଏହି ସିରିଏଲରେ ମାତା ଯଶୋଦାଙ୍କର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ ।

ବନ୍ଧୁଗଣ ସେହି ସମୟରେ ସେ ଘରେ ଘରେ ପରିଚିତ ଥିଲେ । ସେ ମାତା ଯଶୋଦାଙ୍କର ଭୂମିକା ବହୁତ ସୁନ୍ଦର ଭାବରେ ପଦର୍ଶନ କରିଥିଲେ, ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ବନ୍ଧୁଗଣ ମାତା ଯଶୋଦାଙ୍କୁ ଆପଣ କେବଳ ସିରିଏଲରେ ଦେଖିଥିବେ ହେଲେ ଅସଲ ଜୀବନରେ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଦାମିନୀ ନିଜର ଅସଲ ଜୀବନରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ସେ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫକୁ ନେଇ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ବନ୍ଧୁଗଣ ସେ ବର୍ତ୍ତମାନ ନିଜର ଏକ ପ୍ରଡକ୍ସନ ହାସୁ ଚଲାଉ ଛନ୍ତି । ଜାହଁ ନାମ ହେଉଛି ‘ଇଣ୍ଟରନାଲ ଫିଲ୍ମ ପ୍ରଡକ୍ସନ’ । ବନ୍ଧୁଗଣ ‘ଶ୍ରୀ କୃଷ୍ଣ’ ସିରିଏଲ ବ୍ଯତୀତ ସେ ଅନ୍ୟ କେତେକ ସିରିଏଲରେ ମଧ୍ୟ ନଜର ଆସିଥିଲେ । ବର୍ତ୍ତମାନ ସେ ଏକ ସଫଳ ଅଭିନେତ୍ରୀ ଓ ସଫଳ ଫିଲ୍ମମେକର ଅଟନ୍ତି । ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରିରେ ନଜର ନଆସୁଥିଲେ ମଧ୍ୟ ଲୋକମାନେ ତାଙ୍କ ଅଭିନୟକୁ ଭୁଲି ନାହାନ୍ତି ଓ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ଚର୍ଚା ହେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button