ମନୋରଞ୍ଜନ

ବହୁତ ହିଁ ସୁନ୍ଦର ଦେଖା ଯାଆନ୍ତି South ର ଏହି 6 ଜଣ ଫେମସ ଭିଲିୟାନ ଙ୍କ ପତ୍ନୀ, Sonu Sood ଙ୍କ ପତ୍ନୀ ତ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ସାଉଥ ଜଗତ ରେ ଯେତେ ଜରୁରୀ ନାୟକ ଙ୍କ ର ହୋଇଥାଏ ସେତିକି ସିନେମା ର ଖଳନାୟକ ଙ୍କର ମଧ୍ୟ ହୋଇଥାଏ। ଏହି କାରଣ ହେଉଛି କି ଅନେକ ସିନେମା ଏହି ଖଳନାୟକ ଙ୍କ ନାମରେ ପରିଚିତ। ଏବଂ ଏହାକୁ ଦେଖି ସାଉଥ ରେ ଅନେକ ଅଭିନେତା ଖଳ ନାୟକ ଚରିତ୍ର ରେ ଅଭିନୟ କରି ଲୋକ ମାନଂକୁ ଖୁବ ଡ଼ରେଇ ମଧ୍ୟ ଛନ୍ତି ଏବଂ ତା ସହ ଦର୍ଶକ ମାନଙ୍କ ହୃଦୟ ରେ ମଧ୍ୟ ଘର କରି ପାରିଛନ୍ତି। ଲୋକମାନେ ଯେତିକି ସିନେମା ର ନାୟକ କୁ ଭଲ ପାଆନ୍ତି ସେଭଳି ଓ ସେତିକି ଖଳ ନାୟକ ଙ୍କୁ ମଧ୍ୟ ଭଲ ପାଇଥାନ୍ତି।

ଖଳନାୟକ ଙ୍କ ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କ ବାସ୍ତବ ଜୀବନର ପତ୍ନୀ ଙ୍କ ବିଷୟରେ ଖୁବ କମ କଥା ଜାଣିଛନ୍ତି। ତେବେ ଚାଲନ୍ତୁ ଆଜି ଆମେ ସେହି ଖଳନାୟକ ଙ୍କ ବାସ୍ତବ ଜୀବନର ସ୍ତ୍ରୀ ଙ୍କ ବିଷୟରେ ଆଲୋଚନା କରିବା।

୧- ପ୍ରଥମ ଅଭିନେତା ହେଲେ ମୁକେଶ ରିଷୀ। ସାଉଥ ର ଅନେକ ସିନେମାରେ ଖଳନାୟକ ଚରିତ୍ର ରେ ନଜର ଆସିଥିବା ମୁକେଶ ରିଷୀ ସାଉଥ ର ଜଣେ ଲୋକପ୍ରିୟ ଖଳନାୟକ। ସେ ନିଜର ଅଭିନୟ ର ଯାଦୁ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। ଏବଂ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ କଥା କହିଲେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି କେସନୀ ରିଷୀ। ସେମାନେ ୧୯୭୯ ରେ ବିବାହ କରିଥିଲେ। ଏବଂ ଏମାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ତାଙ୍କ ସ୍ତ୍ରୀ ଜଣେ ଶିକ୍ଷିକା ଥିଲେ ଏବଂ ବାହାଘର ପରେ ସେ ଏବେ ନିଜ ଘର ସଂସାର ସମ୍ଭାଳୁ ଛନ୍ତି। ଏବଂ ସେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦରୀ।

୨- ଦ୍ୱିତୀୟ ଅଭିନେତା ହେଉଛନ୍ତି ଆଶିଷ ବିଦ୍ୟାର୍ଥୀ। ସାଉଥ ର ନମ୍ବର ୧ ଖଳନାୟକ ରେ ଆଶିଷ ଅଛନ୍ତି। ସାଉଥ ର ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ପ୍ରାୟତଃ ସମସ୍ତ ନାୟକ ଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ତାଙ୍କ ବାସ୍ତବ ଜୀବନର ସ୍ତ୍ରୀ ଙ୍କ ନାମ ହେଉଛି ରାଜୁଶି ବିଦ୍ୟାର୍ଥୀ। ଏମାନେ ପ୍ରେମ ବିବାହ କରିଥିଲେ ଏବଂ ଏମାନ ଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ରାଜୁଶି ମଧ୍ୟ ଜଣେ ଅଭିନେତ୍ରୀ। ସେ ଅନେକ ଧାରବାହିକ ଓ ସିନେମାରେ ଅଭିନୟ କରିଛନ୍ତି।

୩- ତୃତୀୟ ଅଭିନେତା ହେଉଛନ୍ତି ସୋନୁ ସୁଦ। ସୋନୁ ବଲିଉଡ ଜଗତରେ ମଧ୍ୟ ନିଜ ପରିଚୟ ସ୍ଥାପନ କରିଛନ୍ତି ଏବଂ ଏବେ ସେ ସାଉଥ ଜଗତରେ ମଧ୍ୟ ନିଜ ର ଏକ ନୂତନ ଓ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ସୋନୁ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସୋନାଲି ସୁଦ।୧୯୮୬ ରେ ବିବାହ କରିଥିଲେ ଏବଂ ଏମାନ ଙ୍କର ଦୁଇ ପୁଅ ଅଛନ୍ତି। ସୋନାଲି ନିଜର ଘର ସମ୍ଭାଳୁଛନ୍ତି ଏବଂ ସେ ବହୁତ ସୁନ୍ଦର ମଧ୍ୟ।

୪-ଚତୁର୍ଥ ଅଭିନେତା ହେଉଛନ୍ତି ଅଭିନାଶ ୟେଲେଣ୍ଡକର। ଅଭିନାଶ ସାଉଥ ର ଅନେକ ଛୋଟ ବଡ଼ ସିନେମା ରେ ଖଳନାୟକ ଚରିତ୍ର ରେ ଅଭିନୟ କରିଛନ୍ତି। ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ମାଲବିକା। ୨୦୦୧ରେ ବିବାହ କରିଥିଲେ। ଏବଂ ଏମାନ ଙ୍କର ଏକ ପୁତ୍ର ମଧ୍ୟ ଅଛି। ମାଲବିକା ଦେଖିବାକୁ ବହୁତ ସୁନ୍ଦର ଓ ନିଜର ଘର କୁ ସେ ଭଲ ଭାବରେ ସମ୍ଭାଳୁଛନ୍ତି।ଏବଂ ତା ସହ ସେ ଜଣେ ଅଭିନେତ୍ରୀ ମଧ୍ୟ।

୫- ପଞ୍ଚମ ଅଭିନେତା ହେଉଛନ୍ତି ପ୍ରଦୀପ ରାୱାତ। ସାଉଥ ର ସବୁଠୁ ଖତର ନାକ ଖଳନାୟକ ହେଉଛନ୍ତି ପ୍ରଦୀପ। ସାଉଥ ର ଅନେକ ସିନେମା ରେ ସେ ନିଜର ଅଭିନୟ ର ଯାଦୁ ଦେଖେଇଛନ୍ତି। ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି କଲ୍ୟାଣି ରାୱାତ। ଏବଂ ସେ ନିଜର ଘର ସଂସାରକୁ ସମ୍ଭାଳୁଛନ୍ତି।

୬-ଷଷ୍ଠ ଅଭିନେତା ହେଉଛନ୍ତି ରାହୁଲ ଦେବ। ରାହୁଲ ସାଉଥ ର ଜଣେ ପରିଚିତ ଖଳନାୟକ। ସେ ବଲିଉଡ ରେ ମଧ୍ୟ କାମ କରିଛନ୍ତି। ଏବଂ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ରୀନା ଦେବ। ସେମାନେ ୧୯୯୮ରେ ବିବାହ କରିଥିଲେ। ଏବଂ ସେମାନଙ୍କ ର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। କିନ୍ତୁ ବାହାଘରର କିଛି ବର୍ଷ ପରେ ରୀନା ଙ୍କ ର ପର ଲୋକ ହୋଇଥିଲା ଏବଂ ତାପରେ ତାଙ୍କ ଜୀବନରେ ଅଭିନେତ୍ରୀ ମୁଗ୍ଧା ଗୋଡ଼ସେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button