ଦେଶ ବିଦେଶ

ଆସିଲା ନୂଆ ଟ୍ରେନ୍ ସମୟ ସାରଣୀ – Utkal Mail


ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ନୂଆ ଟ୍ରେନ୍ ସମୟ ସାରଣୀ ଜାରି କରାଯାଇଛି ଯାହା ଅକ୍ଟୋବର ୧ରୁ ଲାଗୁ ହୋଇଛି। ନୂଆ ସମୟ ସାରଣୀରେ ୬୪ଟି ବନ୍ଦେ ଭାରତ ଟ୍ରେନ୍ ଓ ୭୦ଟି ଅନ୍ୟ ଟ୍ରେନ୍‌କୁ ସାମିଲ କରାଯାଇଛି। ପ୍ରମୁଖ ଷ୍ଟେସନରୁ ଟ୍ରେନ୍‌ଗୁଡ଼ିକର ଆଗମନ ଓ ପ୍ରସ୍ତାନ ସମୟ ବିଷୟରେ ସେଥିରେ ସୂଚନା ରହିଛି। ଭାରତୀୟ ରେଳ ପକ୍ଷରୁ ୯୦ଟି ଟ୍ରେନ୍‌କୁ ଅନ୍ୟ ସ୍ଥାନକୁ ସମ୍ପ୍ରସାରଣ କରାଯାଇଥିବା ବେଳେ ୧୨ଟି ଟ୍ରେନ୍‌ର ଚଳାଚଳକୁ ବୃଦ୍ଧି କରାଯାଇଛି। ୨୨ଟି ଟ୍ରେନ୍‌କୁ ସୁପରଫାଷ୍ଟ୍‌ ବର୍ଗରେ ସାମିଲ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button