ଜୀବନଶୈଳୀ

ଗୋଟେ ହିଁ ରାତିରେ ପେଟର ସବୁ ଆବର୍ଜନା କରିଦବ ସଫା, ସାରାଜୀବନ ଯାଏ ହେବ ନାହିଁ ପେଟ ଜନିତ କୌଣସି ସମସ୍ୟା

ପେଟ ପୁରା ଶରୀରକୁ ସମ୍ଭାଳି ଥାଏ, ପେଟରୋଗ ଦ୍ଵାରା ସବୁ ଅସୁବିଧା ଆରମ୍ଭ ହୋଇଥାଏ, ପେଟ ହେଉଛି ଶରୀର କେନ୍ଦ୍ର ଯେଉଁ ଜାଗାରେ ସବୁ ଅସୁବିଧା ଆରମ୍ଭ ହୋଇଥାଏ, ସେଥିପାଇଁ ଆମକୁ ପେଟର ସ୍ୱାସ୍ଥ୍ୟ ପାଇଁ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ, ଜୀବନରେ ବହୁତ କିଛି ଅସୁବିଧା ହୋଇଥାଏ କିନ୍ତୁ ବୈଜ୍ଞାନିକମାନଙ୍କ କହିବା ଅନୁଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ତାଙ୍କ ପେଟ ଦ୍ଵାରା ଭଲ ଏବଂ ଖରାପ ହୋଇଥାଏ ।

ଯଦି ଆମେ ଗୋଟେ ଥର ମାସକୁ ବା 15 ଦିନରେ ଅନ୍ତର ପରିଷ୍କାର କରିଦେବା ତେବେ ଶରୀରରେ ଏହି ମେସିନ କମ ସେ କମ ନୂଆ ହୋଇ ନିଜର କାମ ପୁଣିଥରେ ଭଲ ଅବସ୍ଥାରେ କାମ କରିବାରେ ଲାଗିବ । ଏହି କାମ ପାଇଁ ଆୟୁର୍ବେଦିକର ଗୋଟେ ବିଧି ଅଛି ଯାହାକୁ ବର୍ଚେକ କୁହାଯାଏ ଏହାକୁ ଘରେ ହିଁ କରାଯାଇ ପାରିବ ।ଏଥିପାଇଁ ଘରେ ହିଁ ଆମେ ଆୟୁର୍ବେଦିକର ଗୋଟେ ଫର୍ମୂଲା ପ୍ରୟୋଗ କରିପାରିବା ।

Image Courtesy: Google

ଏହି ଫର୍ମୁଲାଟି ହେଉଛି ତ୍ରିଫଳା । ତ୍ରିଫଳା ପ୍ରକୁତରେ ଆଁଳା, ହରଡ ଓ ବାହାଡାର ପାଉଡରର ମିଶ୍ରଣ । ଆୟୁର୍ବେଦିକର ଏକ୍ସପଟ ଅବରାର ମୂଲତାନି କୁହନ୍ତିକି ଆମେ ଯାହାବି ଖାଉଥାଉ ଫଳ, ପରିବା, ପାଣି ଏହି ସବୁରେ ଆମ ଶରୀର ସୃଷ୍ଟି ହୋଇଥାଏ । ଆମ ପେଟ ଭିତରୁ ତାହା ପାଚନ ହୋଇ ଶରୀରକୁ କୋଷିକାୟୋ ଓ ଅଙ୍ଗର ପୋଷଣ କରିବା ସମୟରେ ନୂଆ ଶରୀର ନିର୍ମାଣ କରିଥାଏ ।

Image Courtesy: Google

ପଚିବା ପରେ ବଞ୍ଚି ଥିବା ଖାଦ୍ୟକୁ ଅବଶେଷକୁ ୱେଷ୍ଟ କୁହାଯାଏ ଓ ଏହା ସମୟ ସମୟେ ରେ ନିଷ୍କାସିତ ହେବା ନିହାତି ଦରକାର । ଯଦି ଆମେ ମଳକୁ ନିଷ୍କାସିତ କରିବାରେ ଡେରି କରିଥାଉ ଏହା ପେଟର କ୍ରୀୟବିଧିକୁ ପ୍ରଭାବିତ କରିଥାଏ ଏବଂ ଶରୀରରେ ତକସିନ ବଢ଼ାଇ ଥାଏ । ଏହି ବିଧିର ପ୍ରୟୋଗ ଯଦି ଆମେ 15 ଦିନକୁ ଥରେ କରିଦେବା ତ କେତେ ସବୁ ରୋଗରୁ ବଞ୍ଚି ପାରିବା ।

Image Courtesy: Google

ତେବେ ଆପଣମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଅଁଳା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ, ପେଟ ପାଚନ ତନ୍ତ୍ର ବହୁତ ଭଲ ରଖିବାରେ ଅଁଳା ବହୁତ ସାହାଜ୍ଯକାରୀ ଅଟେ, ସମସ୍ତଙ୍କୁ ଏହା ଜଣାଯେ ପାଚନ ତନ୍ତ୍ର ଖରାପ ହେଲେ ମଣିଷକୁ ବହୁତ ପ୍ରକାର ରୋଗ ହୋଇଥାଏ,ଖରାପ ପେଟ ଦ୍ଵାରା ସମସ୍ତ ରୋଗ ମନୀଷକୁ ଘେରିଥାଏ ଏବଂ ମଣିଷକୁ ନିୟମ ରୂପରେ ଏହି ଚୁରନ ଖାଇବା ଉଚିତ ଏହା ଦ୍ଵାରା ପେଟ ସଫା ହୋଇଥାଏ ଏବଂ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button