ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ ପ୍ରଭୁଙ୍କୁ ଭକ୍ତି କରୁଥିଲେ ଜାଣନ୍ତୁ କିଛି ଖାସ୍ କଥା ,ହାତ ଯୋଡ଼ିଦେବେ ଆପଣ

ଦର୍ଶକ ବନ୍ଧୁ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ ଯେ ଆମେ ଦେଖୁଥିବା ସ୍ବପ୍ନ ଆମ ପ୍ରକୃତ ଜୀବନ ସହିତ ଜଡ଼ିତ ହୋଇଥାଏ ଏହାକୁ ଦେଖିବା ବା ନଦେଖିବା ଏହା ଆମ ହାତରେ ନଥାଏ ଆମେ କିଛି ବି ସ୍ବପ୍ନରେ ଦେଖି ପାରୁ କେବେ କେବେ ଆମ ସ୍ବପ୍ନରେ ଯାହା ଦେଖୁ ତାହାର କିଛି ମାନେ ନଥାଏ ।
ହେଲେ କେବେ କେବେ ଆମ ସ୍ବପ୍ନରେ ଆମେ ଈଶ୍ୱରଙ୍କୁ ଦେଖିଥାଉ ଏହା ବହୁତ ମହତ୍ତ୍ଵ ପୂର୍ଣ୍ଣ ଅଟେ ତା ହେଲେ ଆସନ୍ତୁ ଜାଣିବା ଈଶ୍ୱରଙ୍କୁ ଆପଣଙ୍କ ସ୍ବପ୍ନରେ ଦେଖିଲେ କଣ କରିବେ, ପ୍ରଥମେ ଆପଣ ସକାଳୁ ଉଠି ନିତ୍ୟ କର୍ମ ସାରି ସ୍ନାନ କରିବା ପରେ ଯେଉଁ ଭଗବାନଙ୍କ ସ୍ବପ୍ନ ଦେଖିଲେ ।
ସେହି ଈଶ୍ବରଙ୍କ ମନ୍ଦିରକୁ ଯାଇ ପୂର୍ଣ୍ଣ ନିଷ୍ଠାର ସହିତ ପୂଜା କରନ୍ତୁ ଏବଂ ଏକ କଥା ସବୁବେଳେ ମାନେ ରଖନ୍ତୁ ଯେ ଭଗବାନ୍ ଆମ ଘରର ଗୁରୁଜନଙ୍କ ପରି ହୋଇ ଥାଆନ୍ତି ତେଣୁ ତାଙ୍କୁ ଠାରୁ କୌଣସି ଲୁଚାଇ ରଖିବା ଅସମ୍ଭବ , ଏବଂ ଯଦି ଆପଣ ଆପଣଙ୍କ ସ୍ବପ୍ନରେ ଭଗବାନ୍ ବିଷ୍ଣୁ ବା ମାତା ଲକ୍ଷ୍ମୀ କିମ୍ବା ଦୁଇଜଣଙ୍କୁ ଏକ ସହିତ ଦେଖି ଦିଅନ୍ତି ତାହେଲେ ଆପଣଙ୍କୁ ଧାନ ଲାଭ ହୋଇ ଥାଏ ।