ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ । ୧. ଦିନେ ରାତିରେ ଦିଅର ନିଜ ଶାଳି ସହ ରୋଡରେ ବୁଲୁଥିଲା ଦିଅର- ବୁଝିଲ, ତୁମ ଭଉଣୀଙ୍କ ସହ ବିବାହ କରି ମତେ ବହୁତ ବଡ ଫାଇଦା ମିଳିଛି । भुबनेश्वर में डायबिटीज कंट्रोल का यही तरीका सब अपना रहे हैं Insulux Diabetic Support 90% मधुमेह रोगी ये गलतियाँ करते हैं – क्या आप भी? Insulux Diabetic Support Supporting Blood Sugar The Natural Way—Here’s What To Know Insulux Diabetic Support बॉलीवुड की खूबसूरत अभिनेत्रियाँ जो हैं 40 से ऊपर Herbeauty ଶାଳି- କେଉଁ ଫାଇଦା ? ଦିଅର- ମୋର ଏହି ଜନ୍ମର ପାପର ଦଣ୍ଡ ମତେ ଏହି ଜନ୍ମରେ ମିଳିଯାଇଛି… हजारों मधुमेह रोगी आयुर्वेद की तरफ क्यों मुड़ रहे हैं? Insulux Diabetic Support The Truth About Archie They Couldn’t Hide Any Longer Buzz Day Triple Amputee Shows How Full Glam Is Achieved Without Arms Zestradar See What Dakota Johnson Did After Fifty Shades Zestradar ୨. ପୁଅ- ବାପା ମୁ ପୁଣି ଫେଲ ହେଇଗଲି… ବାପା- ଆଛା ଛାଡ, ତୁ ବାଘର ପୁଅ ଚିନ୍ତା କର ନାହିଁ । ପୁଅ- ବାପା ମତେ ଆମ ସ୍କୁଲ ଶିକ୍ଷୟତ୍ରୀ ମାନେ ମଧ୍ୟ ଏଇଆ କୁହନ୍ତି । ବାପା- କଣ କୁହନ୍ତି ? ପୁଅ- ସେମାନେ କୁହନ୍ତି, ତୁ କଉ ପଶୁର ଛୁଆ କେଜାଣି ? ୩. ପପୁ ଦେହ ଅସୁସ୍ଥ ହୋଇଗଲା, ସେଥିପାଇଁ ସେ ଡାକ୍ତର ଠାରୁ ଔଷଧ ଆଣି ଘରକୁ ଆସିଲା… ସ୍ତ୍ରୀ- କଣ କହିଲେ ଡାକ୍ତର ? ପପୁ- ଡାକ୍ତର କହିଲେ ଶୋଇବା ସମୟରେ ଚିନ୍ତାକୁ ନେଇ ନିଜ ସହ ଶୁଅନ୍ତୁ ନାହିଁ । ସ୍ତ୍ରୀ- ମାନେ ? ପପୁ- ଆରେ ପାଗେଳି ସବୁବେଳେ ମୁ କାହାକୁ ନେଇ ଶୋଇଥାଏ, ତତେ ନା । ୪. ଗୋଟେ ଝିଅର ତାର ବୟଫ୍ରେଣ୍ଡ ସହ ବହୁତ ଦିନ ହେବ କଥା ବାରତା ହୋଇନଥିଲା… ସେଥିପାଇଁ ସେ ନିଜ ଫେସବୁକରେ ଅପଡେଟ କରିଲା, ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା… ଏହି ପୋଷ୍ଟକୁ ଦେଖି ବୟଫ୍ରେଣ୍ଡ କହିଲା… ବୟଫ୍ରେଣ୍ଡ- ଆରେ ଧୀରେ ଧୀରେ ହିଁ ମୁ ତୋ ଘରକୁ ଆସୁଥିଲି ହେଲେ ତୋ ପଡୋଶୀ ମତେ ଚୋର ଭାବି ନାଛି ଦେଇଗଲେ । ୫. ଗାନ୍ଧୀଜୀ ସ୍ଵର୍ଗକୁ ଯାଇ ଭଗବାନଙ୍କୁ ନିଜର ତିନୋଟି ମାଙ୍କଡ ବିଷୟରେ ପଚାରିଥିଲେ, ଯେଉଁ ମାନଙ୍କୁ ସେ ପୃଥିବୀରେ ଛାଡି ଥିଲେ… ଭଗବାନ- ସେହି ତିନି ଜଣ ମାଙ୍କଡ ବହୁତ ମଜା କରୁଛନ୍ତି । ଗାନ୍ଧୀଜି- ମାନେ ? ଭଗବାନ- ଯିଏ ଅନ୍ଧ ଥିଲା ସେ ବର୍ତ୍ତମାନ ଆଇନା ହୋଇସାରିଛି, ଯିଏ ବଧିର ଥିଲା ସେ ବର୍ତ୍ତମାନ ସରକାର ହୋଇସାରିଛି ଓ ଯିଏ ଗୁଙ୍ଗା ଥିଲା ସେ ବର୍ତ୍ତମାନ ସ୍ଵାମୀ ହୋଇସାରିଛି । ୬. ପପୁ ନିଜ ସ୍ତ୍ରୀକୁ ନେଇ କଫି ହାଉସ ଯାଇଥିଲା… ପପୁ ସ୍ତ୍ରୀକୁ କହିଲା- ଯଲ୍ଦି କଫି ପିଅ, ନହଲେ ଥଣ୍ଡା ହୋଇଯିବ କଫି । ସ୍ତ୍ରୀ- ତା ହେଲେ କଣ ଅଛି ଥଣ୍ଡା ହୋଇଯାଉ ? ପପୁ- ତମେ ମେନ୍ୟୁ ଦେଖିନ ବୋଧେ, ହଟ୍ କଫି ୧୫ ଟଙ୍କା ଓ କୋଲ୍ଡ କଫି ୪୫ ଟଙ୍କା, ସେଥିପାଇଁ କହୁଛି ଜଲ୍ଦି ପିଅ ନହଲେ ମୋ ପକେଟ ଖାଲି ହୋଇଯିବ …!!! ୭ । ଷ୍ଟୁଡେଣ୍ଟ (ମ୍ୟାଡମ ଙ୍କୁ)- ମହିଳାମାନଙ୍କର ପିଲା କେମିତି ହୋଇଥାଏ ? ମ୍ୟାଡମ ଜବାବ ଦେଇ କହିଲେ- ତୁ ଯେତେବେଳେ ବଡ ହେଇଯିବୁ ଓ ତୋର ବାହାଘର ହେଇଯିବ ତ ରାତିରେ …. ଗୋଟିଏ ପରୀ ଆସିବ ଓ ତୋର ଶୋଇଥିବା ସ୍ତ୍ରୀ କୋଳରେ ଗୋଟିଏ ପିଲାକୁ ଶୁଆଇ ଦେଇ ଚାଲିଯିବ ସ୍ଟୁଡେନ୍ଟ – ଓ ହୋ ! ତା ହେଲେ ସେ ସୁହାଗରାତ ବାଲା ସିଷ୍ଟମ ଶେଷ ହେଇଗଲା … ଟୀଚର ରାଗିଯାଇ ଦେଲେ ଚାପୁଡା ଉପରେ ଚାପୁଡା …!!!

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଟାଇଗର ସ୍ରଫ ଏବଂ ତାଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ କେବଳ ଗୋଟିଏ ଅଭିନେତା ହିଁ ଚର୍ଚ୍ଚା ରେ ଅଛନ୍ତି ଏବଂ ସେହି ଅଭିନେତା ଜଣକ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ‘ଟାଇଗର ସ୍ରଫ’। ଏହି ଅଭିନେତା ଜଣକ ନିଜ ଦମଦାର ଅଭିନୟ ଏବଂ ଷ୍ଟନିଙ୍ଗ ଆକ୍ସନ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବହୁତ ହିଁ କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।
ଏହି କାରଣ ରୁ ଦର୍ଶକ ମାନେ ଟାଇଗର ସ୍ରଫ ଙ୍କ ଫିଲ୍ମ କୁ ବହୁତ ହିଁ ଉତ୍ସାହ ର ସହିତ ଅପେକ୍ଷା କରିଥାନ୍ତି। ବନ୍ଧୁଗଣ ସମସ୍ତ ଦର୍ଶକ ତ ଜାଣିଛନ୍ତି ଯେ ଅଭିନେତା ଟାଇଗର ସ୍ରଫ ନିଜ ବ୍ୟକ୍ତିତ୍ବ ଏବଂ ଲୁକ୍ସ କୁ ନେଇ ପ୍ରାୟତଃ ଚର୍ଚ୍ଚା ରେ ରୁହନ୍ତି।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ବଲିଉଡ ଅଭିନେତା ଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଜାଣିବା ବଲିଉଡ ଅଭିନେତା ଟାଇଗର ସ୍ରଫ ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ।

ବନ୍ଧୁଗଣ ବଲିଉଡ ଅଭିନେତା ଟାଇଗର ସ୍ରଫ ଙ୍କ ରିଅଲ ଲାଇଫ ଭଉଣୀ ଙ୍କ ନାମ ହେଉଛି, ‘କୃଷ୍ନା ସ୍ରଫ’ ଅଟେ। କୃଷ୍ନା ଟାଇଗର ଙ୍କ ଠାରୁ ବୟସରେ ୩ବର୍ଷ ସାନ ଅଟନ୍ତି। କୃଷ୍ନା ସ୍ରଫ ଙ୍କ ଜନ୍ମ ୧୯୯୩ ମସିହାରେ ଜାନୁଆରୀ ମାସରେ ମୁମ୍ବାଇ ରେ ହୋଇଥିଲା।

କୃଷ୍ନା ନିଜ ହଁଟ୍ ଏବଂ ବୋଲ୍ଡ ଫଟୋ କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରନ୍ତି ଏବଂ ନିଜର ଏହି ଫଟୋ ପାଇଁ କୃଷ୍ନା ପ୍ରାୟ ସମୟ ଚର୍ଚ୍ଚା ର ପାତ୍ର ହୋଇଥାନ୍ତି। କୃଷ୍ନା ୨୦୦୫ ମସିହାରେ ଡକ୍ୟୁମେଣ୍ଟାରୀ ଫିଲ୍ମ ଫ୍ଲାଗସିପ ର ନିର୍ମାଣ କରିଥିଲେ।

କୃଷ୍ନା ସ୍ରଫ ଙ୍କୁ ଟ୍ରାଭେଲିଙ୍ଗ ଏବଂ ଫଟୋଗ୍ରାଫି ର ବହୁତ ମାତ୍ରା ରେ ରୁଚି ରହିଛି। କୃଷ୍ନା ନିଜର ପାଠପଢ଼ା ‘ଆମେରିକାନ ସ୍କୁଲ ଅଫ ବମ୍ବେ’ ରେ ପୂର୍ଣ୍ଣ କରିଥିଲେ। କୃଷ୍ନା ସ୍ରଫ ଙ୍କୁ ଅଭିନୟ ରେ କୌଣସି ପ୍ରକାର ରୁଚି ନାହିଁ ବରଂ ତାଙ୍କୁ ଫିଲ୍ମ ନିଃଦର୍ଶନ ରେ ବହୁତ ମାତ୍ରା ରେ ରୁଚି ରହିଛି। ବଲିଉଡ ଅଭିନେତା ଟାଇଗର ସ୍ରଫ ଙ୍କ ଭଉଣୀ କୃଷ୍ନା ସ୍ରଫ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ସୁନ୍ଦରତା ରେ କୌଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ ମଧ୍ୟ କମ ନୁହେଁ।



