ମନୋରଞ୍ଜନ

ସାଉଥ ର ଫେମସ ଆକ୍ଟ୍ରେସ Rashmika Mandanna ଖୁବ ଶୀଘ୍ର ଏହି ଷ୍ଟାର ଙ୍କୁ କରିବାକୁ ଯାଉଛନ୍ତି ବିବାହ, ନାଁ ଜାଣିଲେ ବିଶ୍ଵାସ ହେବନି

ଆପଣ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥର ଦିଗଜ ଅଭିନେତ୍ରୀ ରଶ୍ମିକା ମନ୍ଦନା ।


ରଶ୍ମିକା ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ରଶ୍ମିକାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।ରଶ୍ମିକା ହେଉଛନ୍ତି ଏକ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ସାଉଥ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି । ରଶ୍ମିକା ନିଜ କ୍ୟୁଟ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ରଶ୍ମିକା ଏକ ତାମିଲ ଅଭିନେତା ସହ ବିବାହ କରିବାକୁ ଚାହୁଁଛନ୍ତି ବୋଲି ମିଡିଆ ସାମ୍ନାରେ କହିଥିଲେ । ଆଜିଆମେ ଆପଣ ମାନଙ୍କୁ ସେହି ତାମିଲ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହ ରଶ୍ମିକା ବିବାହ କରିବାକୁ ଚାହୁଁଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରଶ୍ମିକା ମିଡିଆ ସାମ୍ନାରେ କହିଥିଲେ ଯେ-‘ମୁ ତାମିଲନାଡୁର ସଂସ୍କୃତି ଓ ସେଠାକାର ଖାଦ୍ୟ ଉପରେ ବହୁତ ଆକର୍ଷିତ ହୋଇଛି । ମତେ ତାମିଲ ଫୁଡ ଖାଇବା ପାଇଁ ବହୁତ ଭଲ ଲାଗେ । ତାମିଲ ଫୁଡ ବହୁତ ସ୍ଵାଦିଷ୍ଟ ହୋଇଥାଏ । ମୋର ଇଛା ଅଛି ଯେ ମୁ ଏକ ତାମିଲ ପୁଅ ସହ ବିବାହ କରି ତାମିଲନାଡୁର ବୋହୁ ହେବି’ । ବନ୍ଧୁଗଣ ଏହିପରି ଭାବରେ ରଶ୍ମିକା ଏକ ବଡ ବୟାନ ଦେଇ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଦେଇଥିଲେ ।

ଅନ୍ୟ ପକ୍ଷରେ ରଶ୍ମିକା ସାଉଥ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଦୁଇଜଣଙ୍କର ବିବାହ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ । ହେଲେ ଏହି ଦୁଇଜଣ ନିଜ ରିଲେସନ ବିଷୟରେ କୌଣସି ବୟାନ ଦେଇନାହାନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ବିଜୟ ଓ ରଶ୍ମିକା ଅନେକ ଫିଲ୍ମରେ ଏକା ସହ କାମ କରି ସଫଳତା ହାସଲ କରିଛନ୍ତି । ଆଗାମୀ ସମୟରେ ରଶ୍ମିକା ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ଓ ବଲିଉଡର କେତେକ ସୁପର ହିଟ ଫିଲ୍ମରେ ମଧ୍ୟ ନଜର ଆସି ପାରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତା ରଶ୍ମିକା ବନ୍ଦନା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button