ମନୋରଞ୍ଜନ

ଡିଭୋର୍ସ ପରେ ଆହୁରି ଅଧିକ ବୋଲ୍ଡ ଓ ଫେମସ ହୋଇଗଲେ Bollywood ର ଏହି 5 ହିରୋଇନ, ନମ୍ବର 2 ଙ୍କୁ ଦେଖିବା ପାଇଁ ଲୋକ ହୁଅନ୍ତି ପାଗଳ

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତ କୁ ଜାଣିଥିବେ ନିଶ୍ଚିତ । ବଲିଉଡ ସାରା ଦୁନିଆ ରେ ପରିଚିତ । ଏବଂ ଏହି ଜଗତରେ ଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ସାରା ବିଶ୍ଵ ରେ ପରିଚିତ ।

ବଲିଉଡ ରେ କିଛି ଏଭଳି ସିନେମା ଅଛି ଯାହା ପୁରା ବିଶ୍ୱ ରେ ସମସ୍ତେ ପସନ୍ଦ କରିଥାନ୍ତି । ଏବଂ କିଛି କଳାକାର ଙ୍କ ସିନେମା କୁ ମଧ୍ୟ ଆପଣ ମାନେ ଖୁବ ପସନ୍ଦ କରୁଥିବେ । ଏବଂ ଆପଣ ନିଜ ମନ ପସନ୍ଦ ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ କେବେବି ଭୁଲନ୍ତି ନାହିଁ । ଆଜି ଆମେ ବଲିଉଡ ର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବୁ ଯିଏ ନିଜର ଛାଡ଼ ପତ୍ର ପରେ ସେ ହୋଇଛନ୍ତି ସଫଳ ଅଭିନେତ୍ରୀ । ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ମାହି ଗିଲ । ମାହି ନିଜର ଛାଡ଼ ପତ୍ର ପରେ ବଲିଉଡ ଜଗତ କୁ ଏକ ତୁଫାନ ଭଳି ଆସିଲେ । କିନ୍ତୁ ଛାଡପତ୍ର ପରେ ମଧ୍ୟ ସେମାନେ ଦୁଇ ଜଣ ବହୁତ ଭଲ ସାଙ୍ଗ ଅଛନ୍ତି । ମାହି ନିଜର ଅଭିନୟ ର ଯାଦୁ ବଲିଉଡ ରେ କରିବା ଆରମ୍ଭ କରିଦେଲେ ଏବଂ ଗୋଟିଏ ପରେ ଗୋଟିଏ ହିଟ ସିନେମା ପ୍ରଦାନ କଲେ । ତାଙ୍କର ସବୁଠାରୁ ଲୋକପ୍ରିୟ ସିନେମା ହେଉଛି ‘ଦେବ ଡ଼ି’, ‘ସାହେବ ବିବି ଓର ଗ୍ୟାଙ୍ଗଷ୍ଟାର’ ଆଦି ।

୨-ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ମଲ୍ଲିକା ସେରାବତ । ମଲ୍ଲିକା ଜଣେ ମଡେଲ ରୂପ ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ଛୋଟ ବଡ଼ ବିଜ୍ଞାପନ ରେ ମଧ୍ୟ କାର୍ଯ୍ୟ କରିଥିଲେ । ତେବେ ନିଜ ସ୍ୱାମୀ କରନ ସିଂହ ଗିଲ ଙ୍କ ସହ ଛାଡ଼ପତ୍ର ପରେ ସେ ବଲିଉଡ ରେ ଜଣେ ସଫଳ ଅଭିନେତ୍ରୀ ଭାବେ କାମ କରିବା ଆରମ୍ଭ କରି ଦେଲେ ସେ ଲଗାତାର ହିଟ ସିନେମା ବଲିଉଡ କୁ ପ୍ରଦାନ କଲେ । ‘ମର୍ଡର’ ଆଦି ସିନେମା ରେ ସେ କାମ କରିଛନ୍ତି ।

୩-ତୃତୀୟ ଅଭିନେତ୍ରୀ ହେଉଛନ୍ତି କଲ୍କି । କଲ୍କି ଦେବ ଡ଼ି ସିନେମା ରୁ ନିଜ ଅଭିନୟ ଆରମ୍ଭ କରିଥିଲେ ଯାହାକୁ ତାଙ୍କ ସ୍ୱାମୀ ଅନୁରାଗ କାଶ୍ୟପ ନିର୍ଦେଶନା ଦେଇଥିଲେ । କିନ୍ତୁ ଏହି ସିନେମା ପରେ ସେ ନିଜ ସ୍ୱାମୀ ଙ୍କ ଠାରୁ ଛାଡ଼ପତ୍ର ନେଇଗଲେ । ଏହା ପରେ ସେ ଅନେକ ସିନେମା ରେ କାମ କରିଛନ୍ତି କିନ୍ତୁ ‘ଶୈତାନ’ ସିନେମା ରୁ ସେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ହୋଇ ଥିଲେ

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଅଦିତି ରାଵ ହେଦ୍ରୀ । ଅଦିତି ୧୭ ବର୍ଷ ବୟସ ରେ ହି ଅର୍ଥାତ ବହୁତ ଛୋଟ ବେଳରୁ ହିଁ ବିବାହ କରି ଦେଇଥିଲେ କିନ୍ତୁ ଏହି ବିବାହ ଅଧିକ ଦିନ ରହିଲା ନାହିଁ ସେମାନେ କିଛି କାରଣ ଯୋଗୁଁ ଅଲଗା ହୋଇଗଲେ ଏବଂ ଅଦିତି ନିଜର ସିନେମା କ୍ୟାରିଅର ମଧ୍ୟ ଆରମ୍ଭ କରି ଅନେକ ସଫଳତା ମଧ୍ୟ ହାସଲ କଲେ ।

୫- ପଞ୍ଚମ ରେ ହେଉଛନ୍ତି ଚିତ୍ରାଙ୍ଗଦା ସିଂହ । ଚିତ୍ରାଙ୍ଗଦା ବଲିଉଡ ର ଜଣେ ସୁନ୍ଦର ଏବଂ ଆକର୍ଷଣୀୟ ଅଭିନେତ୍ରୀ । ସେ ୨୦୦୧ ରେ ହିଁ ଜ୍ୟୋତି ରାନ୍ଧୱା ଙ୍କ ସହ ବିବାହ କରିଥିଲେ କିନ୍ତୁ କିଛି କାରଣ ଯୋଗୁଁ ୨୦୧୪ ମସିହାରେ ସେମାନେ ଛାଡପତ୍ର ନେଇ ଅଲଗା ହୋଇଗଲେ । ଏହା ପରେ ଚିତ୍ରାଙ୍ଗଦା ଅନେକ ସିନେମା ରେ ଅଭିନୟ କରି ଏବଂ ଆଇଟମ ସଙ୍ଗ କରି ଲୋକପ୍ରିୟତା ହାସଲ କରିଥିଲେ ଏବଂ ବହୁତ ପ୍ରସିଦ୍ଧି ମଧ୍ୟ ପାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button