ସ୍ୱାସ୍ଥ୍ୟ

PREGNANCY TIPS : ଜଲଦି PREGNANT ହେବା ପାଇଁ କେଉଁ ଦିନ ସହବାସ କରିବେ ଏବଂ କେଉଁ ଦିନ ନୁହେଁ

ଆମର ଏହି ସୃଷ୍ଟିରେ ପୁରୁଷ ମହିଳାମାନେ ରହିଛନ୍ତି, ପୁରୁଷ ଓ ମହିଳାଙ୍କ ସହବାସ କାରଣରୁ ଏହି ସମାଜରେ ଆମର ଭବିଷ୍ୟତ ପିଢ଼ି ସୃଷ୍ଟି ହେଉଛନ୍ତି |ଜଣେ ନାରୀ ତା ଜୀବନରେ ସାର୍ଥକତା ପାଏ ସେ ମା ହେଲା ପରେ, ତେଣୁ ବିବାହ ପରେ ସମସ୍ତେ ଚାହାଁନ୍ତି ମା ହେବା ପାଇଁ କିନ୍ତୁ ଭଗବାନ ସମସ୍ତଙ୍କୁ ସେହି ସୌଭାଗ୍ୟ ଦେଇ ନାହାନ୍ତି |ଦୁନିଆରେ ଅନେକ ମହିଳା ଅଛନ୍ତି ଯେଉଁମାନେ ମା ହବାର ସୌଭାଗ୍ୟ ପ୍ରାପ୍ତ କରିନାହାନ୍ତି |ମୁଁ ଆଜି ଆପଣକୁ ଜଲଦି ପ୍ରେଗନାସି ବିଷୟରେ କହିବି, ଜଣେ ମହିଳା କଣ କଲେ ସେ ଶୀଘ୍ର ଗର୍ଭବତୀ ହୋଇପାରିବ ସେ ବିଷୟରେ ମୁଁ ଆପଣକୁ କହିବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ଖବର ବିଷୟରେ |

ଜଣେ ମହିଳା ଗର୍ଭବତୀ ହୁଏ ଉଭୟ ପୁରୁଷ ଓ ସ୍ତ୍ରୀର ସହବାସ ଉପରେ, ଉଭୟ ଯଦି ଠିକ ସମୟରେ ସହବାସ ନକରନ୍ତି ତେବେ ଜଣେ ମହିଳା କେବେ ମା ହେବାର ସୌଭାଗ୍ୟ ପ୍ରାପ୍ତ କରିଥାଏ |ମହିଳାର ମାସିକ ଋତୁ ସ୍ରାବକୁ ନେଇ ତାର ପେଟରେ ଭୃଣ ସୃଷ୍ଟି ହୋଇଥାଏ ତେଣୁ ପ୍ରତ୍ୟେକ ମହିଳା ଏ ବିଷୟରେ ନିଶ୍ଚିତ ଅବଗତ ରହିବା ନିହାତି ଆବଶ୍ୟକ |ଋତୁ ସ୍ରାବ ପରେ ଉଭୟ ପୁରୁଷ ଓ ମହିଳାଙ୍କ ସହବାସ କାରଣରୁ ମହିଳା ଜଣେ ମା ହୋଇଥାଏ |

ଯଦି ଜଣେ ମହିଳା ଶୀଘ୍ର ମା ହେବା ପାଇଁ ଚାହୁଁଛନ୍ତି ତେବେ ସେ ନିଜର ପିରିଅଡସ ତାରିଖ ମାନେ ରଖିବା ଆବଶ୍ୟକ, ପରେ ସେ ଏହି ତାରିଖକୁ ଆଖିରେ ରଖି ସହବାସ କଲେ ସେ ଶୀଘ୍ର ମା ହୋଇପାରେ |ଯେଉଁ ମହିଳାମାନଙ୍କର ପିରିଅଡସ ଛଅ ଦିନ ରହେ ସେମାନେ ପିରିଅଡ ହବାର ଦିନ ଠାରୁ ଏଗାର ଦିନ ପରେ ଯଦି ସ୍ୱାମୀ ସ୍ତ୍ରୀ ମିଶନ୍ତି ତେବେ ନିଶ୍ଚିତ ଭୃଣ ସୃଷ୍ଟି ହୋଇଥାଏ |ଏହି ସମୟରେ ସହବାସ କଲେ ଭୃଣ ସୃଷ୍ଟି ହେବାର ଅଧିକ ଚାନ୍ସ ରହିଥାଏ |

କୁହାଯାଏ ଯେ ମହିଳା ମାନଙ୍କ ଗର୍ଭାଶୟରେ ପୁରୁଷ ମାନଙ୍କ ସ୍ପର୍ମ 48ଘଣ୍ଟା ପ୍ରଯ୍ୟନ୍ତ ଜୀବିତ ରହିଥାଏ ମାତ୍ର ପରେ ଏହା ଲିନ ହୋଇଯାଏ |ତେଣୁ ପ୍ରଥମ ଥର ସହବାସ ପରେ ପୁଣି 24ମଧ୍ୟରେ ଯଦି ଉଭୟ ସହବାସ କରନ୍ତି ତେବେ ଏହାଦ୍ୱାରା ଜଣେ ଶୀଘ୍ର ମା ହୋଇଥାଏ |ଏହା ସହିତ ସହବାସ ପରେ ମହିଳା ସେଜରେ ଅତିକମରେ ତିରିଶ ମିନିଟ ଶେଯରେ ଶୁଇରହିବା ଉଚିତ ଯାହା ଫଳରେ ଡିମ୍ବାଣୁ ଶୀଘ୍ର ଫୋର୍ଟିଲାଇଜ ହୋଇପାରେ |ଏହା ଛାଡ ଜଣେ ମହିଳା ପ୍ରତ୍ୟେକ ଦିନ ସୁଷମ ଖାଦ୍ୟ ଖାଇବା ସହିତ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଉଚିତ,ତିନି ମାସକୁ ଥରେ ବ୍ଲଡ଼ ମଧ୍ୟ୍ୟ ଟେଷ୍ଟ କରିବା ଉଚିତ |ଯଦି ପୁରୁଷ ଓ ମହିଳା ମିଶି୍ୟାନାରୀ ପୋଜରେ ସହବାସ କରନ୍ତି ତେବେ ମହିଳା ଜଣଙ୍କ ଶୀଘ୍ର ମା ହବାର ସୌଭାଗ୍ୟ ପାଇଥାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button