ମନୋରଞ୍ଜନ

“ଦେବୋ କେ ଦେବ ମହାଦେବ”ର ଛୋଟ ପାର୍ବତୀ ଏବେ ବହୁତ ବଡ ଓ ସୁନ୍ଦର ହୋଇ ଯାଇଛନ୍ତି- ଦେଖନ୍ତୁ ଫୋଟୋ

ଟିବି ରେ ଅନେକ ପ୍ରକାର ସିରିୟଲ ଓ ଫିଲ୍ମ ଆସୁଛି ଯେଉଁଥିରେ ଛୋଟ କଳାକାର ମୁଖ୍ୟ ଭୂମିକା ରେ ରହୁଛନ୍ତି ତେବେ କେତେକ ସିରିୟଲ ଏମିତି ମଧ୍ୟ ଅଛି ଜହ ବିନା ଛୁଆଙ୍କ ଲୋକ ଦେଖିବା ପସନ୍ଦ କରନ୍ତି ନାହିଁ । ତେବେ ଆଜିକା ସମୟ ରେ ଲୋକ ବଡ ଅଭିନେତାଙ୍କ ଠାରୁ ଛୋଟ ପିଲାଙ୍କ ଅଭିନୟ ବିଶେଷ ପସନ୍ଦ କରୁଛନ୍ତି । ଗୀତ ହାଉ ବା ଅଭିନୟ ବା ଅନ୍ୟ ଟାଲେଣ୍ଟ ଛୁଆ ବଡମାନଙ୍କ ଠାରୁ ବହୁତ ଆଗକୁ ବଢି ଯାଇଛନ୍ତି ।

ଯେଉଁ କଳାକାର ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ସେ ସିରିୟଲ “ଦେବୋନ କେ ଦେବ ମହାଦେବ”ରେ ଛୋଟ ପାର୍ବତୀ ଅଭିନୟ କରୁଥିଲେ ।

ଏହି ଅଭିନୟ ଦ୍ଵାରା ସେ ସମସ୍ତଙ୍କ ଧ୍ୟାନ ନିଜ ଆଡୁକୁ ଆକର୍ଷିତ କରି ଥିଲେ । ଏହି ଶୋ ଲାଇଫ ଓକେ ଚେନେଲ ରେ ପ୍ରସାରିତ କରା ଯାଉଥିଲା, ୨୦୧୧ରେ ଏହି ଶୋ ଆରମ୍ଭ ହୋଇଥିଲା ଏବଂ ୩ ବର୍ଷ ଚାଲିଲା ଏହା ପରେ ୨୦୧୪ ରେ ଏହି ସିରିୟଲ ସମାପ୍ତ ହେଲା ।

ଶୋ ଏବେ କିଛି ବର୍ଷ ତଳେ ବନ୍ଦ ହୋଇଛି କିନ୍ତୁ ଏହି ଛୋଟ ପାରବତୀଙ୍କ ଏବେକା ଫଟୋ ଦେଖିଲେ ଆପଣ ଭାବିବେ ଶୋ କେତେ ପୁରୁଣା ସମୟ ର ଅଟେ । ଯେଉଁ କଳାକାର ବିଷୟରେ ଆମେ ଆପଣଙ୍କୁ କହୁଛୁ ତାଙ୍କ ନା ଅନୁସକା ସେନ ଅଟେ, ସେ ସିରିୟଲ ଦ୍ଵାରା ଲୋକଙ୍କ ଭଲ ପାଇବା ପାଇଛନ୍ତି ଏବଂ ଏବେ ତାଙ୍କୁ ଦେଖି ଆପଣ ଜାଣି ପାରିବେ ନାହିଁ ଯେ ସେ ସେହି ଛୋଟ ପାର୍ବତୀ ଯାହାକୁ ଆପଣ ସିରିୟଲ ରେ ଦେଖୁ ଥିଲେ ।

ଅନୁସକା କେତେକ ସିରିୟଲ ରେ କାମ କରିଛନ୍ତି ଯେମିତିକି “ୟହାଁ ମେ ଘର ଘର ଖେଲି”ଏହି ଭଳି କେତେକ ସିରିୟଲ କେବଳ ଏତିକି ନୁହ ଅନୁସକା ବଡ ପର୍ଦା ରେ ମଧ୍ୟ କାମ କରିଛନ୍ତି ଫିଲ୍ମ “କ୍ରେଜି କୁକଡ ଫେମିଲି”ରେ ମଧ୍ୟ ଆପଣ ଋଆ ଅଭିନୟ ରେ ଅନୁସକାକୁ ଦେଖି ଥିବେ ।

ଆଜି ଆମେ ଆପଣଙ୍କୁ ଅନୁସକାଙ୍କ ଫଟୋ ଆପଣଙ୍କୁ ଦେଖେଇବୁ ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଏମିତି ମଧ୍ୟ ଦେଖା ଯାଇ ପାରନ୍ତି । ଏବେ ଅନୁସକା ୧୬ ବର୍ଷ ର ହୋଇ ଯାଇଛନ୍ତି ଓ ଏହା ମଧ୍ୟ ଜଣା ପଡିଛି ଯେ ଅନୁସକା କୁ ଅଭିନୟ ସହ ନାଚ ମଧ୍ୟ ପ୍ବାହୁତ ପସନ୍ଦ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button