ମନୋରଞ୍ଜନ

ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧି ଲାଜ୍ୟା ର ସବୁ ସୀମା ଟପିଗଲେ Bollywood ଆକ୍ଟ୍ରେସ Parineeti Chopra, ଦେଖେଇ ଦେଲେ ନିଜର ସବୁ କିଛି

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ରେ ପରିଣୀତି ଚୋପ୍ରା ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ସେ ନିଜର ଅଭିନୟ ଏବଂ ବେଶ ପୋଷାକ ମାଧ୍ୟମରେ ବହୁତ ଲୋକଙ୍କ ର ପ୍ରିୟ ହୋଇ ପାରିଛନ୍ତି । ପରିଣୀତି ଙ୍କର ସବୁବେଳେ ନୂଆ ନୂଆ ବେଶ ପୋଷାକ ଦେଖିବାକୁ ମିଳିଥାଏ । ତାଙ୍କ ଫ୍ୟାନ ମାନଙ୍କୁ ତାଙ୍କ ର ଏହି ବେଶ ପୋଷାକ ବହୁତ ପସନ୍ଦ ଆସିଥାଏ । ପରିଣୀତି ବହୁତ ସମୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି । ଏବଂ ସେ ତାଙ୍କର ବହୁତ ନୂଆ ନୂଆ ଫଟୋ ଏବଂ ଭିଡ଼ିଓ ମଧ୍ୟ ସେୟାର କରିଥାନ୍ତି ।

ପରିଣୀତି ଙ୍କର ଫ୍ୟାନ ଏହାକୁ ବହୁତ ପସନ୍ଦ କରିଥାନ୍ତି । ପରିଣୀତି ଚୋପ୍ରା ଜଣେ ଭାରତୀୟ ଅଭିନେତ୍ରୀ ଏବଂ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ କାମ କରିଥାନ୍ତି । ଲୋକମାନେ ତାଙ୍କୁ ସ୍ନେହ ରେ ପରି ବୋଲି ମଧ୍ୟ ଡାକିଥାନ୍ତି । ପରିଣୀତି ନିଜର କ୍ୟାରିଅର ବ୍ୟାଙ୍କିଙ୍ଗ ରେ କରିବାକୁ ଚାହୁଁଥିଲେ । ସେ ନିଜ ପଢା ସାରି ଭାରତ ଆସିବା ପରେ ୟସ ରାଜ ଫିଲ୍ମ ରେ କାମ କରିବାକୁ ଲାଗିଥିଲେ । ଏବଂ ତାଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ର ପୁରସ୍କାର ମଧ୍ୟ ମିଳିଥିଲା ।

ପରିଣୀତି ଙ୍କ ଜନ୍ମ ହରିୟାଣା ରେ ପଞ୍ଜାବି ପରିବାର ରେ ହୋଇଥିଲା । ତାଙ୍କ ପିତା ଙ୍କ ନାମ ପବନ ଚୋପ୍ରା ଏବଂ ତାଙ୍କ ମା ଙ୍କର ନାମ ରୀନା ଚୋପ୍ରା । ତାଙ୍କର ଦୁଇଟି ଭାଇ ମଧ୍ୟ ଅଛନ୍ତି । ଶିବାଙ୍ଗ ଏବଂ ସ୍ୱରାଜ ତାଙ୍କର ଦୁଇ ଭାଇ ଙ୍କ ନାମ । ପ୍ରିୟଙ୍କା ଚୋପ୍ରା ଏବଂ ମୀରା ଚୋପ୍ରା ପରିଣୀତି ଙ୍କର ସମ୍ପର୍କୀୟ ଭଉଣୀ । ପରିଣୀତି ସତର ବର୍ଷ ବୟସରେ ଲଣ୍ଡନ ଚାଲିଯାଇଥିଲେ ଏବଂ ସେହିଠାରେ ହିଁ ସେ ତାଙ୍କର ପାଠପଢାପଢି କରିଥିଲେ ।

ପରିଣୀତି ୨୦୧୧ ମସିହାରେ ବଲିଉଡ ରେ ରକି ଭରସେସ ଲେଡିଜ଼ ଫିଲ୍ମ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ତା ଛଡା ସେ ଅନେକ ବ୍ରାଣ୍ଡ ମଧ୍ୟ କରିଥିଲେ । ତାଙ୍କର ଦ୍ବିତୀୟ ଚଳଚ୍ଚିତ୍ର ରେ ସେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ଏହାଛଡା ସେ ଏହା ପରେ ଆହୁରି ଦୁଇଟି ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ତେବେ ଏବେ ଚାଲନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା । ଯେତେବେଳେ ବି ଯେଉଁଠି କିଛି କାର୍ଯ୍ୟକ୍ରମ ହୁଏ ସେଠାରେ ବଲିଉଡ ଅଭିନେତ୍ରୀ ମାନେ ସଜବାଜ ହୋଇ ପହଞ୍ଚି ଯାଇଥାନ୍ତି ।

କିନ୍ତୁ ବହୁତ ସମୟରେ ସେ ନିଜର ଡ୍ରେସ ପାଇଁ ବହୁତ ଜାଗାରେ ଲଜ୍ଜିତ ହୋଇଥାନ୍ତି । ସେହିପରି ଭାବରେ ପରିଣୀତି ଗୋଟେ କାର୍ଯ୍ୟକ୍ରମ ରେ ଆସିଥିଲେ ଯେଉଁଥିରେ କି ସେ ଗୋଟେ ଡ୍ରେସ ପିନ୍ଧିଥିଲେ ଯାହା ପଛରୁ ଲମ୍ବା ଏବଂ ଆଗରୁ ବହୁତ ଛୋଟ ଥିଲା । ଯେଉଁଥିରେ କି ପରିଣୀତି ଙ୍କର ପୁରା ଶରୀର ସମ୍ପୂର୍ଣ୍ଣ ଭାବରେ ଜଣା ପଡିଯାଉଥିଲା ।

ଯିଏ ତାଙ୍କୁ ଦେଖୁଥିଲା ସେ ତାଙ୍କୁ ଦେଖି ହିଁ ରହି ଯାଉଥିଲା । ପରିଣୀତି ଙ୍କୁ ସମସ୍ତେ ଦେଖିକି ହିଁ ରହି ଯାଉଥିଲେ । ତାଙ୍କ ଉପରୁ କାହାର ନଜର ହିଁ ହଟୁ ନ ଥିଲା । ସେ ବହୁତ ହିଁ ସୁନ୍ଦର ଦେଖା ଯାଉଥିଲେ । ପରିଣୀତି ଙ୍କର ଅଭିନୟ ଏବଂ ସେ ଆପଣଂକୁ କେମିତି ଲାଗୁଥିଲେ ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button