ଦେଶ ବିଦେଶ

ବିବାହ ବେଦୀ ରୁ ସାଙ୍ଗ ର ସ୍ତ୍ରୀ କୁ ଉଠେଇ ନେଇ ଶା-ରୀ-ରି-କ ସଂପର୍କ ସାରି ଭିଡିଓ ପଠେଇଲା ସାଙ୍ଗ ପାଖକୁ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପ୍ରେମ ପାଇଁ ବନ୍ଧୁତା ଭଳି ଏକ ପବିତ୍ର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡି ଯାଇଛି। ଏହି ବନ୍ଧୁତା ଦିନେ କି ଦୁଇ ଦିନର ନଥିଲା ଏହା ଥିଲା ୧୫ ବର୍ଷର ବନ୍ଧୁତା। ଘରେ ସବୁବେଳେ ଏକାଠି ରହୁଥିଲେ ଏକାଠି ଖାଉଥିଲେ ଏକାଠି ବୁଲାବୁଲି ମଧ୍ୟ କରୁଥିଲେ। ଅନେକ ସମୟରେ ଦୁହିଁଙ୍କ ଘରକୁ ମଧ୍ୟ ଦୁହେଁ ଯିବା ଆସିବା କରୁଥିଲେ ଏହାରି ମଧ୍ୟରେ ଦୁହିଁଙ୍କ ପରିବାର ଭିତରେ ମଧ୍ୟ ସମ୍ପର୍କ ଖୁବ୍ ଭଲ ଚାଲିଥିଲା।
Yy

ସେତେବେଳେ ସେହେଜାଦ ନାମକ ଏହି ଯୁବକର ନଜର ପଡିଥିଲା ବିନୋଦ ର ସ୍ତ୍ରୀ ଉପରେ। ପୂର୍ବରୁ ଅନ୍ୟ ଏକ ଯୁବତୀକୁ ବିବାହ କରି ଦୁଇଟି ସନ୍ତାନର ବାପା ହୋଇଥିଲେ ମଧ୍ୟ ବିନୋଦ ର ସ୍ତ୍ରୀ ପାଇଁ କିନ୍ତୁ ସେ ସମ୍ପୁର୍ଣ୍ଣ ଭାବରେ ପାଗଳ ହୋଇ ଯାଇଥିଲା।
ଅନେକ ସମୟରେ ବିନୋଦ ମଧ୍ୟ ସେହେଜାଦ ଘରକୁ ଆସି ତାର ସ୍ତ୍ରୀ ସହ ସମୟ ବିତାଉ ଥିଲେ। ସେପଟେ ସେହେଜାଦ ମଧ୍ୟ ବିନୋଦ ର ସ୍ତ୍ରୀ ସହ ଆସି ଅନେକ ସମୟ ବିତାଉ ଥିଲା।
ବିବାହ ପରେ ମଧ୍ୟ ବିନୋଦ ସ୍ତ୍ରୀ ବିନୋଦ ସହିତ ସମ୍ପର୍କ ନରଖି ତାର ସାଙ୍ଗ ନିକଟକୁ ଯିବା ପାଇଁ ପ୍ଲାନିଂ କରୁଥିଲା। ନିଜ ସ୍ୱାମୀ ଘରେ ନଥିବା ବେଳେ ସେହେଜାଦ କୁ ଘରକୁ ଡାକି ତାହା ସହ ଏକୁଟିଆ ସମୟ ବିତାଉ ଥିଲା।
 Jj
ଏହାପରେ ବିନୋଦ ଆଉ ସେହେଜାଦ ଙ୍କ ସମ୍ପର୍କ ରେ ସନ୍ଦେହ ସୃଷ୍ଟି ହୋଇଥିଲା ଏଥିପାଇଁ ସେମାନେ ବେଶୀ ସମୟ ଦେଖା କରିବା ମଧ୍ୟ ବନ୍ଦ କରି ଦେଇଥିଲେ। ହେଲେ ସେହେଜାଦ କୁ ଏହା ଆଦୌ ହେଲେ ମଧ୍ୟ ପସନ୍ଦ ନଥିଲା।
ଏହାପରେ ଦୁହେଁ ମିଶି ଘରୁ ଫେରାର ହୋଇ ଯାଇଥିଲେ। ଏହାକୁ ନେଇ ଏବେ ବିନୋଦ ଓ ସେହେଜାଦ ଙ୍କ ସ୍ତ୍ରୀ ମିଳିତ ଭାବରେ ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣା ହରିୟଣା ରେ ଘଟି ଯାଇଥିବା ବେଳେ ଏବେ ଦେଖିବା ବାକି ରହିଲା କି କେବେ ତାଙ୍କୁ ନ୍ୟାୟ ମିଳୁଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button