ଜୀବନଶୈଳୀ

“ମତେ ଧରି ଶୋଇଲା, ରଖୁଛି ଛାଡୁଛି, ଧରୁଛି ମାରୁଛି ! ମୁଁ କଣ ଶସ୍ତା ହୋଇଛି”, ନିଜ ସ୍ଵାମୀ ନାଁରେ ଯାହା କହୁଛନ୍ତି ସ୍ତ୍ରୀ ଜଣଙ୍କ ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ… ଡେକହନ୍ତୁ Video

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଆଉ ଏକ ବୋହୂ ଶ୍ଵଶୁର ଘର ଆଗରେ ଧାରଣା ଦେବାର ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବୋହୂ ଜଣକ କହୁଛନ୍ତି ଯେ “ମତେ ଧରି ଶୋଇଲା ମନ ବୁଝିଗଲା ପରେ ଛାଡି ଦେଲା ମୁଁ କଣ ଶସ୍ତା ହୋଇ ଯାଇଛି । ମୋତେ ରଖୁଛି ଛାଡୁଛି ମୋତେ ଏଠି ରଖୁଛି ସେଠି ଛାଡୁଛି । ମୋତେ କୋର୍ଟ ମ୍ୟାରେଜ କରି ଆଜି ଏଠିକି ଆଣିଲା । ତୋ ଭଳି ପିଲା ପାଖକୁ ଆସିବାକୁ ମୋର କୌଣସି ବି ଇଚ୍ଛା ନ ଥିଲା ।

ହଁ ଏଥିପାଇଁ ଶାଶୁ ଶ୍ଵଶୁର ସମସ୍ତେ ଦାୟୀ । ଥାନା, ଏସ୍ପି, କଲେକ୍ଟର ଅଫିସକୁ ଗଲି କେଉଁଠି ବି ନ୍ୟାୟ ମିଳିଲା ନାହି” । ଶେଷରେ ଶାଶୁଘରେ ବାରଣ୍ଡାରେ ବୋହୂ ଦୁଇ ଦିନ ହେଲା ଧାରଣା ବସିଛି । ଆଉ ଏହାରି ମଧ୍ୟରେ ବୋହୂ ଏମିତି କିଛି କଥା କହିଛି ଯାହାକୁ ଶୁଣିବା ପରେ ସମସ୍ତଙ୍କ ଆଖି ରେ ପାଣି ବାହାରିଛି ।  ଘର ଲୋକଙ୍କୁ ବୁଝାସୁଝା କରିଲେ ମଧ୍ୟ କୌଣସି ସୁଫଳ ମିଲିପାରି ନାହି । ଯାହା ଫଳରେ ଶୀତ କାକର ରେ ଭୋକ ଉପାସରେ ଦୁଇରୁ ତିନି ଦିନ ହେବ ପଡି ରହିଛି ମହିଳା ।

ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ରାଣିଗୋଡା ସହାୟ ରେ । ବନ୍ତଳା ଥାନା ଅନ୍ତର୍ଗତ ପୋକଟୁଙ୍ଗା ଗାଁର ଜ୍ୟୋସ୍ନା ସାହୁ ଗତ ୮ ବର୍ଷ ପୂର୍ବେ ରାଣିଗୋଡା ଗାଁ ର ମାନସ ଆରିକ ଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ସେମାନେ କୋର୍ଟ ରେ ବିବାହ କରିଥିଲେ । ବିବାହ ପରେ ସେମାନେ ବହୁତ ଭଲରେ ରହିଲେ । ସୁଖ ଦୁଖ ବାଣ୍ଟି ଚାଲିଲେ । କିନ୍ତୁ ବାହାଘରର ୩ ମାସ ପରେ ଜ୍ୟୋସ୍ନା ଙ୍କ ଶାଶୁ, ଶ୍ଵଶୁର, ଦେଢ ଶାଶୁ ଯୌତୁକ ଆଣିବା ପାଇଁ ଅତ୍ୟାଚାର କରିବା ସହ ମାରପିଟ ଆରମ୍ଭ କରି ଦେଲେ ।

ଆଉ ତାଙ୍କୁ ଅନେକ ସମୟରେ ଘରୁ ବାହାର କରି କବାଟ ଦେଇ ଦେଲେ । ସ୍ଵାମୀ ମାନସ ସବୁ ଜାଣି ମଧ୍ୟ କୌଣସି ପ୍ରତିବାଦ କରୁ ନ ଥିଲେ । କଷ୍ଟ ଅସହ୍ୟ ହେବାରୁ ଜ୍ୟୋସ୍ନା ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମୋକାଦ୍ଦମା ରୁଜୁ କରି ମାନସ ଙ୍କୁ ଗିରଫ କରି ଜେଲ ପଠାଇ ଥିଲା । କିନ୍ତୁ ସେ ଜାମିନ ଆସିବା ପରେ ନିଜ ଘରେ ନ ରହି ଅନ୍ୟତ୍ର ରହୁଛନ୍ତି ।

ଜ୍ୟୋସ୍ନା ଦାବି କରୁଛନ୍ତି ତାଙ୍କୁ ପୁଣି ଥରେ ବୋହୂ ଭାବେ ଗ୍ରହଣ କରି ନେବା ପାଇଁ । ସେଥିପାଇଁ ସେ ଶ୍ବଶୁର ଘର ଆଗରେ ଧାରଣାରେ ବସି ରହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଜ୍ୟୋସ୍ନା ତାଙ୍କ ଶାଶୁଘର ଭିତରକୁ ଯାଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button