ବ୍ୟବସାୟ

ରିଚାର୍ଜ ଟେନସନ୍ ଛୁ ! ମାର୍କେଟକୁ ଆସିଲା ନୂଆ Walkie Talkie, ଯାହାର Feature ଜାଣି ଉଡିବ ଆପଣଙ୍କ ହୋସ

ନମସ୍କାର ବନ୍ଧୁଗଣ ସୂଚନାଅନୁସାରେ ଏବେ ମୋବାଇଲ ରିଚାର୍ଜ କରିବା ଆବଶ୍ୟକ ନାହିଁ  ,ବିନା ରିଚାର୍ଜରେ କଥା ହୁଅନ୍ତୁ ବନ୍ଧୁକ ସହ ଏହି ଡିଭାଇସ ଦେବ ରିଚାର୍ଜରୁ ମୁକ୍ତି  ଜିଓ ହେଇ ବା ଏୟାରଟେଲ  ରିଚାର୍ଜ କରିବା ସମୟରେ ବହୁତ ବିରକ୍ତି ହୋଇଥାଏ । ଆପଣମାନଙ୍କ ରିଚାର୍ଜ ତାରିଖ ଆସିଯାଇଥାଏ । କିନ୍ତୁ ଆପଣମାନେ ଜାଣି ନ ଥାନ୍ତି ଏହି ସମସ୍ୟାରୁ ମୁକ୍ତି ପାଇଁ ଏବେ  ଆସିଯାଇଛି ଏକ ଚମତ୍କାରୀ ଡିଭାଇସ  ।

ଏଥି ପାଇଁ ଆପଣଙ୍କୁ କେବଳ ଗୋଟିଏ ଡିଭାଇସ କୁ କିଣିବାକୁ ପଡିବ । ଏହା ସାହାଯ୍ୟରେ ଆପଣ ବିନା ରିଚାର୍ଜ ରେ ଯେକୋଣସି ନମ୍ବର କୁ କଲ୍ଲ କରି ପାରିବେ ଓ ଏଥି  ପାଇଁ  ଆପଣଙ୍କୁ କିଛି ଅସୁବିଧା ହୋଇନଥାଏ । ଏହା ଏବେ ଖୁବ୍ ଟ୍ରେଣ୍ଡ ରେ ରହିଛି କିନ୍ତୁ ଏହାକୁ କେବଳ ଅନଲାଇନ ରେ ଖୁବ୍ ସହଜରେ ବୂକ କରିପାରିବେ । ଆପଣମାନଙ୍କ ମନରେ ସନ୍ଦେହ ହେଉଥିବ ଏହି ଡିଭାଇସ ର ଦାମ୍ ଅଧିକ ହୋଇଥିବ ଏହାର MRP କେବଳ 4000 ତାଙ୍କ ରହିଛି ।

ଆପଣ ଏହାକୁ 55 % ପତିଶତ discount ରେ କିଣିପାରିବେ । ଅଥାତ ଏକ ହଜାର  ସାତ ଶହ ଅନେଶତ ଟଙ୍କାରେ କିଣିପାରିବେ ଏହାକୁ କେବଳ ସାତ ଦିନ ଭିତରେ ଏହି ଡିଭାଇସ ଆପଣଙ୍କ ଘରରେ ପହଞ୍ଚିଯିବ । ଏହାର ରେଞ୍ଜ 6 କିଲୋମିଟର ଥାଏ । ତେଣୁ କରି 6 କିଲୋମିଟର ଦୂରରେ ଥିବା ଯେକୋଣସି ବ୍ୟକ୍ତି ବା ନମ୍ବର ସହିତ ଆପଣ କଥା ହୋଇପାରିବେ ।

ଏହି ଡିଭାଇସ ସହାକରେ ଆମେ  ଯଦି କୋଣସି କର୍ମ କ୍ଷେତ୍ରରେ କାମ କରୁ ଯଦି କୋଣସି ଆବଶ୍ୟକ କାମ କରିଥିବା ସମୟରେ ଯଦି ଆପଣଙ୍କ ରିଚାର୍ଜ ଶେଷ ହୋଇଯାଏ । ତେବେ ଆପଣଙ୍କ କାମ ରେ ବାଧା ହୋଇଯାଏ । କିନ୍ତୁ ଏପରି ସ୍ଥଳରେ ଏହି ଡିଭାଇସ ବହୁତ ଉପକାରୀ ଅଟେ ।

ଆଜି କ ଦିନରେ ଏହି ନୂତନ ଯନ୍ତ୍ର ର ଆବଶ୍ୟକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସର୍ବ ଜଗତ ଆଜି ଉନତୀର ମାର୍ଗ କୁ ଆପେଣଇ ଚାଲୁଅଛି । ସେହି କ୍ଷେତ୍ରରେ ଏହା ଏଭଳି ଏକ ଡିଭାଇସ ଯାହା ଆପଣଙ୍କ କାର୍ଯ୍ୟ ଭାରକୁ କମ୍ କରିଥାଏ । ଏହି ଡିଭାଇସ ର ନାମ ହେଲା Baofeng BF-888S’ Walkie Talkie ।

ଏହି ଡିଭାଇସ   ଦ୍ଵାରା ଆମେ ମାଗଣାରେ ବାର୍ତ୍ତାଳାପ କରିପାରୁ । ଏହି ଡିଭାଇସ ଦାମ୍ ପାଞ୍ଚ ହଜାର ନଅ ଶହ ଅନେଶତ ଥିଲା ବେଳେ ଏହାକୁ 35 % ପତିଶତ ଡିଶ୍କାଉଣ୍ଟ ରେ କିଣିପାରିବେ । ଏଥିରେ ସୋଲିଟ୍ ସେଲ୍ ଆଣ୍ଟି ଓଏର ଅଫର୍ର ,ମଧ୍ୟ ରହିଛି । ଏହାର ଶବ୍ଦ ପ୍ରକ୍ରିୟା ମଧ୍ୟ ଖୁବ୍ ଭଲ ଗାଡି ଚଲାଉଥିବା ସମୟରେ ମଧ୍ୟ ଭଲଭରେ ଶୁଣାଯାଇଥାଏ । ତେବେ ବନ୍ଧୁଗଣ ଏବେ ହିଁ ଏହାକୁ କିଣନ୍ତୁ ସାମାନ୍ୟ ଲୋକମାନକ ଚାହିଦା ଏହା ସହାକାରେ ପୂରଣ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button