ବ୍ୟବସାୟ

ଲଞ୍ଚ ହେଉ ହେଉ ଏହି ଗାଡି ପାଇଁ ପାଗଳ ହୋଇଗଲେଣି ଲୋକ, ଦାମ ଏତେ କମ କି ଆଜି ହିଁ କିଣି ପାରିବେ ଆପଣ

ଏବେ ସମସ୍ତେ ଚାହୁଁଞ୍ଚନ୍ତି କି ତାଙ୍କ ପାଖରେ ଗୋଟିଏ ଘର ଥିବ, ଗୋଟିଏ ଗାଡି ଥିବ, ଏବଂ ଯଦି ବ୍ୟକ୍ତିର ଆମଦାନୀ ଭଲ ଅଛି ତେବେ ତାହାର ଘରେ ଏକ କାର ଜରୁରୀ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଶୁଣେଇବାକୁ ଯାଉଛୁ ଯାହା ପରେ ଆପଣଙ୍କ ପାଖରେ ଯଦି ଗାଡି ନାହିଁ ତେବେ ଆପଣ ସଙ୍ଗେ ସଙ୍ଗେ ଗାଡି କିଣି ନେବେ । ଆଜି ଯେଉଁ ଗାଡିର ଚର୍ଚା ଆମେ କରିବାକୁ ଯାଉଛୁ ତାହା ଗୋଟିଏ ନଜରରେ ଆପଣଙ୍କୁ ପସନ୍ଦ ଆସିଯିବ । ଏବଂ ତାହାର ଦାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜି ଯେଉଁ ଗାଡି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହାକୁ ଦେଖି କରି ଆପଣଙ୍କ ହୋସ ଉଡି ଯିବ । ତାହା ବର୍ତ୍ତମାନ କିଛି ଦିନ ହବ ଲଞ୍ଚ ହୋଇଛି ଏବଂ ଏହା ଲଞ୍ଚ ହେବା ମାତ୍ରେ ଲୋକମାନଙ୍କର ମନରେ ବସିଗଲା । ଆପଣ ଭାବୁଥିବେ ଏମିତି କେତେ ବାଇକ ଲଞ୍ଚ ହୁଏ ଯାହାକୁ ଦେଖି ଲୋକେ କହନ୍ତି କାଳେ ଏହା ମୋ ପାଖରେ ଥାନ୍ତା । ଏହା ଦେଖିବାକୁ ଅଦ୍ଭୁତ ଅଟେ ।

କେତେଥର ବାଇକ ଠୁ ଆରମ୍ଭ କରି ସୁପର ବାଇକ ପର୍ଯ୍ୟନ୍ତ ସବୁ ମଡେଲ ଦେଖିଥିବେ କିନ୍ତୁ ଆଜି ଯେଉଁ ମଡେଲ ଆମେ ଦେଖେଇବାକୁ ଯାଉଛୁ ତାହା ଏକ ଫରେନ କମ୍ପାନୀ ଲଞ୍ଚ କରିଛି ନୂଆ ଟୁ – ୱ୍ହିଳର ବାଇକ । ଏହାର ଖାସ କଥା କି ଏହା ବାଇକ ଏବଂ କାର ଦୁଇଟିର ଲୁକ ଦେଇଥାଏ । ଏହି ବାଇକ ଆପଣଙ୍କୁ ବର୍ଷା ରୁ ଓଦା ହେବା ଏବଂ ଖରାରୁ ବଞ୍ଚାଇବ । କାରଣ ଏହା ପୁରା ପୁରୀ କଭର ଅଛି ଏବଂ ଏହାର ଦାମ ମାତ୍ର ୮୦୦୦୦ ଟଙ୍କା । ଏବେ ଭାବିଲେ ଆମେ ଏମିତି କାହିଁକି କହୁଛୁ ।

ଏହି ଖବର ବାଇକ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ଖବର ଅଟେ । ଆମେରିକା ସହ ଅନ୍ୟ ଦେଶ ମାନଙ୍କରେ ଏହି ଟୁ – ୱ୍ହିଳର ବାଇକ ର ମଡେଲ ସବୁଆଡେ ଲଞ୍ଚ କରାଗଲା । ଏହା ବାଇକ ପରି ଦେଖାଯାଉଛି କିନ୍ତୁ ଏହା ତାହାଠାରୁ ଆହୁରି ବେସୀ ଅଟେ । ଆପଣଙ୍କୁ କହିଦେଉଛୁ କି ଏହା ଏକ ଇଲେକ୍ଟ୍ରିକ କାର ଅଟେ ଯାହାକୁ ଥରେ ଚାର୍ଜ କରିଲେ ଆପଣ ୪୦୦ କିଲୋମିଟର ପର୍ଯ୍ଯନ୍ତ ଚଲେଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button