ବିଚାର

ମା ଲକ୍ଷ୍ମୀ କହିଛନ୍ତି ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଦବାଇ ଦିଅନ୍ତୁ ଏହି ଜିନିଷ, ଦେଖିବେ ବର୍ଷିବ ସୁନା 

ଝାଡୁ ସହିତ ଜଡିତ ବହୁତ ସାରା ପ୍ରୟୋଗ ରହିଛି ଆଜି ଆମେ ଆପଣଙ୍କୁ ବହୁତ ଖାସ କଥା କହିବୁ । ଯାହା ଜୀବନର ସବୁ ଅସୁବିଧାରୁ ମୁକ୍ତି ଦେବ । ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ଆର୍ଥିକ ସମ୍ପର୍ନତା ପାଇଁ ବହୁତ ପ୍ରକାର ପ୍ରୟୋଗଆମେ କରିଥାଉ । କେବେ କେବେ ଛୋଟ ଛୋଟ ଜିନିଷ ମଧ୍ୟ ବହୁତ ଗୁରୁତ୍ଵ ପୂର୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ କୌଣସି ଖାସ କଥା ବତାଇବୁ । ଯଦି ଆମେ ଛୋଟ ଛୋଟ କଥାର ଧ୍ୟାନ ରଖିବା ତେବେ ଛୋଟ ଛୋଟ କଳି ମଧ୍ୟ ଦୂର ହୋଇଥାଏ । ସବୁ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।


ଯଦି ଜ୍ଯୋତିଷଙ୍କ ହିସାବରେ ଦେଖିବା ଝାଡୁର ବହୁତ ମହତ୍ଵ ରହିଛି । ଏହା ରୋଗକୁ ଦୂର କରିବା ବାଲା ଶୀତଳା ମାତା ଗୋଟେ ହାତରେ ଝାଡୁ ଧରିଥିବାର ଦେଖିଥିବେ । ଏହା ଦ୍ଵାରା ଝାଡୁରା ନିୟମିତ ପ୍ରୟୋଗ କରିବା ଦ୍ଵାରା କିଛି ଖାସ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ ହୋଇଥାଏ । ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ, ମାନ୍ୟତା ରହିଚିକି ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଯାଇଥାନ୍ତି । ଝାଳୁଆ ଲଗାଇଲେ ମଧ୍ୟ ଅଳିଆ ଘର ବାହାରାକୁ ନିଅନ୍ତୁ ନହିଁ । ନହେଲେ ଘର ଲକ୍ଷ୍ମୀ ବାହାରକୁ ପଳାଇଥାନ୍ତି ।
ଜ୍ଯୋତିଷ ହିସାବରେ ଝାଡୁକୁ ଗୋଟିଏ ଜାଗାରେ ରଖିବା ଆବଶ୍ୟକ ହୋଇଥାଏ । ଯଦି ଝାଡୁ ଆପଣ ସ୍ଵପ୍ନରେ ଦେଖିଥାନ୍ତି ତେବେ ଜାଣିବେ କୌଣସି ଆର୍ଥିକ କ୍ଷତି ହୋଇବ । ଶେଥି ପାଇଁ ଯଦି ଏମିତି ସ୍ଵପ୍ନ ଦେଖୁଛନ୍ତି ଗାଈ କି କୌଣସି ଗଛ ପତ୍ରକୁ ଶୁଣାଇ ଦିଅନ୍ତୁ । ଆଉ ତାଙ୍କଥୁ କ୍ଷମା ମାଗନ୍ତୁ । ଏମିତି କରିବା ଦ୍ଵାରା ସ୍ଵପ୍ନର ଦୂଷପ୍ରଭାବ ଦୂର ହୋଇଥାଏ । ଯଦି ଝାଡୁ ଛଅ ମାସ କି ବର୍ଷ ହୋଇଗଲା ତେବେ ଝାଡୁ ଫୋପାଡି ଦିଅନ୍ତୁ । ସେଥିରେ ନେଗେଟିଭ ଜିନିଷ ଅଧିକ ହୋଇଥାଏ, ବେସୀ ଅଧିକ ପୁରୁଣା ଝାଡୁ ମଧ୍ୟ ବ୍ଯବହର କରିବା ଠିକ ହୋଇନଥାଏ ।


ଆଉ ଛିଣ୍ଡା ଝାଡୁ ଘରେ ରଖିବା ଅନୁଚିତ ହୋଇଥାଏ । କାରଣ ଝାଡୁର ଛୋଟ ଛୋଟ ଟୁକୁଡା ଘରେ ଛିଡି ପଡିଥାଏ ତେବେ ଘରେ ଧନର ହାନି ହୋଇଥାଏ । ପୁରୁଣା ଝାଡୁକୁ ଘରେ କେବେବି ରଖନ୍ତୁ ନହିଁ । ଯଦି ନୂଆ ଝାଡୁର ଉପଯୋଗ କରିବାକୁ ଚହୁଁଛନ୍ତି ତେବେ ଶନିବାର ଦିନ ଝାଡୁ କରିବା ଆରମ୍ଭ କରନ୍ତୁ । ତେବେ ଜୀବନରେ ଧନ ଆସିବ, ଖୁସି ଆସିବା ଯେଉଁ ଭଳି ଘରେ ଧନକୁ ଛୁପାଇକି ରଖିଥାନ୍ତି । ସେହି ପ୍ରକାର ଝାଡୁକୁ ମଧ୍ୟ ଲୁଚାଇକି ରଖନ୍ତୁ । ଲୋକ ନଜରରେ ଝାଡୁକୁ ରଖନ୍ତୁ ନହିଁ, ଲୁଚାଇକି ରଖନ୍ତୁ ଝାଡୁ ।


ଝାଡୁରା ତଳେ କଣ ଲୁଚାଇକି ରଖିଲେ ଲକ୍ଷ୍ମୀଙ୍କର କୃପା ବରଷିବ, ଯେବେ ରାତିରେ ଆପଣ ଝାଡୁ ରଖୁଛନ୍ତି ତେବେ ସବୁବେଳେ ଘରର ମୁଖ୍ୟ ଦ୍ଵାରରେ ଝାଡୁକୁ ଶୁଆଇକି ରଖନ୍ତୁ ।ଝାଡୁ ମୁଖ୍ୟ ଦ୍ଵାର ଆଡକୁ ମୁହଁ କରି ରଖିବେ ଯେମିତି ରାତିରେ କୌଣସି ନକରାତ୍ମକ ଏନର୍ଜି ଆସିଲେ ଝାଡୁ ତାକୁ ପିଟିକି ବାହାର କରିଦେବ । ଖାଲି ରାତିରେ ହିଁ ରଖିବେ ମୁଖ୍ୟ ଦ୍ଵାରରେ । ଦିନରେ ଏହାକୁ ଯମାବି ରଖିବେ ନହିଁ । ଯେତେବେଳେ ଝାଡୁ ରଖିବେ ସେଥିରେ ଦୁଇଚାରିଟା ଜୀରା ଦାନା ସେଥିରେ ପକାଇକି ରଖିବେ । ଯେତେବେଳେ ଆପଣ ଝାଡୁ ଲଗାଇବେ ତେବେ ଝାଡୁ କରିବା ସହିତ ଏହି ଜିରକୁ ମଧ୍ୟ ଝାଡୁ କରି ବାହାରକୁ ଫୋପାଡି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button