ନୀତି

ମକର ସଂକ୍ରାନ୍ତି ଯାହା ପୁଷ ମାସରେ ପାଳନ କରାଯାଉଥିବା ଏକ ପ୍ରମୁଖ ଭାରତୀୟ ପର୍ବ ଅଟେ। ଏହା ଏକ ମାତ୍ର ଏମିତି ପର୍ବ ଯାହା ଜାନୁଆରୀ ମାସ ୧୪ ତାରିଖରେ ପାଳନ କରନ୍ତି। ବହୁତ କମ୍ ଥର ଏହା ୧୩ ବା ୧୪ ଜାନୁଆରୀରେ ପାଳନ କରନ୍ତି। ଏହା ଏକ ମହତ୍ତ୍ଵପୂର୍ଣ୍ଣ ପର୍ବ ଅଟେ ଏବଂ ସେହି ଦିନଠାରୁ ସୂର୍ଯ୍ୟ ଭଗବାନ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରନ୍ତି। ପ୍ରାଚୀନ ମାନ୍ୟତା ଅନୁସାରେ ସଂକ୍ରାନ୍ତିକୁ ଏକ ଦେବୀର ରୂପ ମାନାଯାଏ ଯାହାକି ପ୍ରତିବର୍ଷ ଅଲଗା ଅଲଗା ବାହାନରେ ସବାରି ହୋଇକି ଆସନ୍ତି। ସମ୍ପୂର୍ଣ ଭାରତରେ ସଂକ୍ରାନ୍ତିର ଉତ୍ସବ ପାଳନ କରନ୍ତି ଏବଂ ଏହାକୁ ବିଭିନ୍ନ ନାମରେ ଡକାଯାଏ। ସଂକ୍ରାନ୍ତି ସହ ଜଡ଼ିତ ଏକ ପ୍ରାଚୀନ କଥା ଅନୁସାରେ ଶଙ୍କରାସୁର ନାମକ ଏକ ରାକ୍ଷସ ଥିଲା, ସେହି ରାକ୍ଷସର ବଦ୍ଧ ପାଇଁ ପରମେଶ୍ବର ଦେବୀ ସଂକ୍ରାନ୍ତିଙ୍କ ଅବତାର ନେଇଥିଲେ। ଏହି ପର୍ବରେ ଗୁଡ଼ି ମଧ୍ୟ ଉଡାଯାଏ। ପ୍ରତ୍ୟେକ ଭାରତୀୟ ପର୍ବ ସହ ଯୋଡ଼ା ବହୁତ ମାନ୍ୟତା ଏବଂ କଥା ଅଛି ଯାହାକୁ ଆମେ ପ୍ରାଚୀନ ମାନ୍ୟତାରୁ ଶୁଣି ଆସୁଛୁ‌। ସମସ୍ତ ପର୍ବପର୍ବାଣୀରେ କିଛି ଏମିତି କଥା ଥାଏ ଯାହା ଆମକୁ କରିବା ଦରକାର ଏବଂ କିଛି କଥା ଯାହା ଆମେ କେବେ ଭୁଲରେ ବି କରିବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ ତାହା କେଉଁ କାମ ଯାହା କରିବା କଥା ନୁହେଁ। Why We Should Thank Sophia Loren For Embracing Her Armpit Hair Brainberries They Met While Filming… And Sealed The Deal At Disneyland Herbeauty You Won’t Believe Which Snake Is Actually The Biggest Brainberries Why Women Choose Older Men—And It’s Not What You Think Brainberries ୧- ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ତାଙ୍କ ପୁତ୍ର ଶନି ଦେବଙ୍କୁ ସାକ୍ଷାତ କରିବାକୁ ଆସନ୍ତି ଅର୍ଥାତ୍ ଏହି ପର୍ବର ସମ୍ବନ୍ଧ ସୂର୍ଯ୍ୟ ଏବଂ ଶନି ସହିତ ମନାଯାଏ। ଜଦି ଆପଣଙ୍କର ସୂର୍ଯ୍ୟ କି ଶନି ଦଶା ଚାଲିଥାଏ ତେବେ ସକାଳୁ ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ସନ୍ଧ୍ୟା ସମୟରେ ଶନି ମନ୍ଦିର ଯାଇ ଦର୍ଶନ କରି ତେଲ ଚଢାନ୍ତୁ। ୨-ଏହି ଦିନରେ ସ୍ବ ଇଚ୍ଛାରେ ଦାନ କରନ୍ତୁ କାହାକୁ ଖାଲି ହାତରେ ଫେରାନ୍ତୁ ନାହିଁ। अन्य जबरदस्त कंटेंट 10+ Celebrities Who Are Gay And You Probably Didn’t Know Buzz Day Chew Cloves Daily? What Happens Next Will Surprise You! Zestradar These Female DJs Are Taking Over The Global Stage Zestradar It’s Not Aging—It Could Be Alzheimer’s Starting! Buzz Day ୩- ଏହି ଦିନରେ ଗାଧୋଇବାର ବିଶେଷ ମହତ୍ତ୍ଵ ଅଛି ସେଥିପାଇଁ ଘର ପାଖରେ ଥିବା ପବିତ୍ର ନଦୀରେ ଗାଧାନ୍ତୁ ନହେଲେ ପାଣିରେ ଗଙ୍ଗା ଜଳ ମିଶାଇ ଗାଧାନ୍ତୁ। ଏହା ଦ୍ବାରା ସମସ୍ତ ମନସ୍କାମନା ଦୂର ହୁଏ। ୪- ମକର ସଂକ୍ରାନ୍ତି ଦିନ ସ୍ତ୍ରୀ ଲୋକମାନେ ନିଜ ବାଳ ଧୋଇବା କଥା ନୁହେଁ‌। ୫- ଏହି ଦିନରେ ବାଳ ଏବଂ ନଖ କାଟନ୍ତୁ ନାହିଁ। ୬- ସଂକ୍ରାନ୍ତି ଦିନ କୈାଣସି ଆମିଷ ଭୋଜନ କରନ୍ତୁ ନାହିଁ। ୭- ଅନ୍ନ ନଷ୍ଟ କରିବା ଭୁଲ ଅଟେ ସେଥିପାଇଁ ଏହି ଦିନରେ ଯେତିକି ଆବଶ୍ୟକ ସେତିକି ନିଅନ୍ତୁ ନହେଲେ ଏହାର ପ୍ରଭାବ ଆପଣଙ୍କ ଘରେ ପଡ଼ିପାରେ। ୮- ସଂକ୍ରାନ୍ତି ଦିନ ନିଜର ଆଚରଣ ଏବଂ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ୯- ମକର ସଂକ୍ରାନ୍ତିର ସମ୍ବନ୍ଧ ସୂର୍ଯ୍ୟ ଦେବଙ୍କ ସହ ଅଛି ସେଥିପାଇଁ ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଖାଆନ୍ତୁ ନାହିଁ। ୧୦- ମକର ସଂକ୍ରାନ୍ତି ଦିନ କୈାଣସି ଗଛଲତା,ଘାସ କାଟନ୍ତୁ ନାହିଁ କି କ୍ଷେତ୍ରରେ ଫସଲ କାଟନ୍ତୁ ନାହିଁ। ଏହି ଦିନରେ ଗଛ ଲଗାନ୍ତୁ ଏବଂ ଏହି ଦିନରେ ଡେରି ପର୍ଯ୍ୟନ୍ତ ଶୋଇବା କଥା ନୁହେଁ ‌।

ଆମକୁ ବଞ୍ଚିବା ପାଇଁ ହେଲେ ଧନର ଆବଶ୍ୟକତା ପଡିଥାଏ । ସେଥିପାଇଁ ଲୋକମାନେ ବହୁତ ପରିଶ୍ରମ କରନ୍ତି । ସଦାବେଳେ ଲୋକେ ଚାହାନ୍ତି କି ଲକ୍ଷ୍ମୀମାତା ତାଙ୍କ ଉପରେ କୃପା କରନ୍ତୁ ଓ ଘରେ ସୁଖ ଶାନ୍ତି ସର୍ବର୍ଦା ରହିଥାଉ ଓ କିଛି ଏମିତି ସମୟ ଥାଏ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ଆମକୁ ତାର ଫଳ ମିଳିନଥାଏ ।  ଏହା କେବଳ ଗୋଟେ କାରଣରୁ ହୋଇପାରେ ସେଇଟା ହେଉଛି ବାସ୍ତୁ ଦୋଷ । ଲୋକେ ଜାଣିଛନ୍ତି ବାସ୍ତୁ କହିଲେ ଖାଲି ଘରର ବାସ୍ତୁ ବୋଲି ବୁଝିନ୍ତି ।

କିନ୍ତୁ ଆପଣ ଯେଉଁଠାରେ କାମ କରୁଛନ୍ତି ଓ ଯେଉଁଠାରେ ଆପଣଙ୍କର ଅଫିସ ଅଛି ଦୋକାନ ହେଉ ସେଠାରେ ମଧ୍ୟ ବସ୍ତୁ ଦୋଷ ରହିଥାଏ । ସେ ଛୋଟ ହୋଇଥାଊ ବା ବଡ । ନିଜର ହେଉବା ଭଡାରେ କରୁଥିବା ଦୋକାନ ବାସ୍ତୁ ଯଦି ଠିକ ଭାବରେ ହୋଇନଥିବ ତେବେ ସେଠାରେ ଯେତେ ପରିଶ୍ରମ କଲେ ମଧ୍ୟ କୌଣସି ଲାଭ ମିଳିବ ନାହିଁ ।

ସେଥିପାଇଁ ଆମେ ଆପଣଙ୍କୁ ଆଜି ଆମେ କିଛି ଏମିତି କହିବୁ ଯାହା ଆପଣ କରିବା ଦ୍ଵାରା ଯାହା ବାସ୍ତୁ ଦୂରେଇ ଯିବ । ଆପଣ ଯେଉଁ କାମ କରନ୍ତୁ ନା କାହିଁକି ସେଠାରେ ଦେବୀ ଓ ଦେବତାଙ୍କ ଫୋଟୋ ରଖି ପୂଜା କରିବା ଉଚିତ । ପିଇବା ପାଣି ହେଉ ବା କୌଣସି ମନ୍ଦିର ହେଉ ତାକୁ ଐଶାନ୍ୟ କୋଣରେ ରଖିବେ ନଚେତ ଉତ୍ତର ଦିଗ ରହିବା ଦରକାର । ଆଉ ଏକ କଥା ହେଉଛି ଦୋକାନ ଘରର କବାଟ ଭିତରକୁ ଫିଟିବା ଦରକାର ଦୋକାନ ସାମ୍ନାରେ କେବେ ଅଳିଆ ଗଦାଇ ରଖିବେ ନାହିଁ ।

ଏଥିରେ ଧନ ବୃଦ୍ଧି ହେବା ସହିତ ମା ଲକ୍ଷ୍ମୀ କୃପା କରିଥାନ୍ତି । କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିଥିବେ ଉତ୍ତର ଦିଗରେ କୌଣସି ଭାରି ଜିନିଷ ବା ବୁକୁଥିବା ଜିନିଷ ରଖନ୍ତୁ ନାହିଁ ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିପାରେ । ନିଜ ଦୋକାନ ଉତ୍ତର ପୂର୍ବ ବା ଦକ୍ଷିଣ ପୂର୍ବ ଦିଗରେ ଜିନିଷ ରଖନ୍ତୁ ନାହିଁ । ଏଥିରେ ବ୍ୟବସାୟରେ ଭଲ ଲାଭ ହେବ ।

ଯଦି ଦୋକାନ ସମନ୍ନାରେ ବିଜୁଳି ଖୁମ୍ବ ବା ପୁରୁଣା ବଡ ଗଛ ଓ ବିଲ୍ଡିଂ ଥିବ ଏହା ମଧ୍ୟ ଏକ ବସ୍ତୁ ଦୋଷ ହୋଇପାରେ । ଏହାକୁ ଦୂର କରିବା ପାଇଁ ଦୋକାନର ସାମ୍ନାରେ ଆପଣ ବିଘ୍ନ ଗଣେଶଙ୍କର ମୂର୍ତ୍ତି ରଖନ୍ତୁ ଓ ତାପାଖରେ ଏକ ଆଇନା ଲଗାଇ ଦିଅନ୍ତୁ । ଏଥିରେ ବାସ୍ତୁ ଦୋଷ ଦୂରେଇ ଯାଇଥାଏ ।

ଦୋକାନ ଓ ଅଫିସର ମାଲିକକୁ ସବୁବେଳେ ପଶ୍ଚିମ ଦିଗ ପଟକୁ ବସିବା ଉଚିତ ଓ ପୂର୍ବ ଦିଗକୁ ମୂହ ରହିବା ଦରକାର ଯାହା ଦ୍ଵାରା ଭଲ ଲାଭ ହେବ । ଯଦି ଦୋକାନରେ ତିଜୋରି ରଖୁଛନ୍ତି ତେବେ ତାକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଶୁଭ ହୋଇଥାଏ ଓ ଧନର ଲାଭ ମଧ୍ୟ ମିଳିବ । ଏହା ଛଡା ଟଙ୍କା ବାକ୍ସରେ ଗୋମୁତ୍ରି ଚକ୍ର ଓ କଉଡି ରଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଦୋକାନ ବା ଅଫିସରେ ଯେଉଁ ଜାଗାରେ ବସୁଛନ୍ତି ସେଠାରେ କେବେ ହେଲେ ଖାଇବା ବା ଶୁଅନ୍ତୁ ନାହିଁ ।

ଆପଣ ଦୋକାନର ଅନ୍ୟ କୌଣସି ଜାଗାରେ ଯାଇ ସୋଇପାରିବ କିନ୍ତୁ ସେହି ଜାଗାରେ ବସି ଶୁଅନ୍ତୁ ନାହିଁ । ଯେଉଁ ଠାରେ ବସି ଧନ ଅର୍ଜନ କରୁଛନ୍ତି ଶେଠୀ କେବେ ଭୋଜନ କରନ୍ତୁ ନାହିଁ । ଯଦି ପାରୁଛନ୍ତି ନିଜର ଇଷ୍ଟ ଦେବୀ ବା କୁଳ ଦେବୀଙ୍କର ଫୋଟୋ ରାଖୀ ପୂଜା କରିପାରନ୍ତି ଏହା ଦ୍ଵାରା ବହୁତ ଶୁଭ ହେବ । ସନ୍ଧ୍ଯା ସମୟରେ କାହାକୁ ଦାନ ଦେବା କଥା ନୁହେଁ ଓ ଯଦି କେହି ରାତି ସମୟରେ କେହି ଦୁକାନ ଆଗରେ ରହି ଭିକ୍ଷା ମାଗେ କେବେବି ଟଙ୍କା ବାକ୍ସ ଖୋଲି ଟଙ୍କା ଦେବେ ନାହିଁ । ଦୋକାନରେ ଥିବା ଟଙ୍କା ବାକ୍ସ କେବେ ଖାଲି ରଖିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button