ଦେଶ ବିଦେଶ

କେଉଁ ଦେଶରେ ରାତିରେ ଚାଷ କାର୍ଯ୍ୟ କରା ଯାଏ? ଏହା ସହିତ 15 ଟି GK ପ୍ରଶ୍ନ ଉତ୍ତର

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧- ଭାରତର ସେକ୍ସପୀୟର କାହାକୁ କୁହାଯାଏ?

ଉ: କାଳି ଦାସ

୨- ସବୁ ଠୁ ଅଧିକ ରୋବୋଟ୍ କେଉଁ ଦେଶ ପାଖରେ ଅଛି?

ଉ: ଜାପାନ

୩- କେଉଁ ସହରକୁ ତାଲା ନଗରୀ କୁହାଯାଏ?

ଉ: ଆଲିଗଡ

୪- କେଉଁ ଦେଶରେ ରାତିରେ ଚାଷକାର୍ଯ୍ୟ କରା ଯାଏ?

ଉ: ନରୱେ

୫- କେଉଁ ପକ୍ଷୀ କ୍ଷୀରରୁ ପାଣି ଅଲଗା କରି ଦେଇ ପାରେ?

ଉ: ହଂସ

୬- ନୀତି ନାମକ ଉପତ୍ୟକା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ: ଉତ୍ତରାଖଣ୍ଡ

୭- କେଉଁ ଜିନିଷ ଆଲୋକରେ ଆପଣଙ୍କ ପାଖେ ଥାଏ କିନ୍ତୁ ଅନ୍ଧାରରେ ରୁହେ ନାହିଁ?

ଉ: ଛାଇ/ଛାୟା

୮- ଗୁଗୁଲ୍ କେଉଁ ଦେଶର କମ୍ପାନୀ ଅଟେ?

ଉ: ଆମେରିକା

୯- ସୂର୍ଯ୍ୟାସ୍ତ ର ଦେଶ କାହାକୁ କୁହାଯାଏ?

ଉ: ବ୍ରିଟେନ

୧୦- ଗୋଲାପୀ କ୍ରାନ୍ତି କାହା ସହ ସମ୍ବନ୍ଧିତ ଅଟେ?

ଉ: ଚିଙ୍ଗୁଡି ମାଛ ଉତ୍ପାଦନ

୧୧- ଶ୍ରୀଲଙ୍କାର ମୁଦ୍ରା ର ନାମ କଣ?

ଉ: ରୁପୟା

୧୨- କବାଡି କେଉଁ ଦେଶର ଜାତୀୟ ଖେଳ ଅଟେ?

ଉ: ବାଂଲାଦେଶ

୧୩- କାନ୍ଦଲା ବନ୍ଦର କେଉଁଠି ଅବସ୍ଥିତ?

ଉ: ଗୁଜରାଟ

୧୪- କେଉଁ ନଦୀ ଭାରତର ରାଷ୍ଟ୍ରୀୟ ନଦୀ ଅଟେ?

ଉ: ଗଙ୍ଗା

୧୫- ଭାରତରେ ୨୫ ପଇସାର ଚଳନ କେବେ ଠୁ ବନ୍ଦ କରାଗଲା?


ଉ: ୨୦୦୫

୧୫- କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହେଇଥିଲା ?

ଉ- ଇଲାହାବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button