ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଆଉ ଜଣେ କୋଭିଡ ଆକ୍ରାନ୍ତଙ୍କ ପତ୍ନୀ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଦ୍ଵାରା ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକ ରେ ମଧ୍ୟ ମୃତ୍ୟୁ ର ତା-ଣ୍ଡ-ବ ଦେଖିବାକୁ ମିଳିଛି । ଏହି ପରି ଏକ ସଙ୍କଟ ସମୟ ରେ ପୁଣି ଜଣେ ମହିଳା ନିଜ ସ୍ୱାମୀ ଙ୍କୁ ବଞ୍ଚାଇବା ପାଇଁ ମିଡିଆ ଦ୍ଵାରା ସମସ୍ତ ଙ୍କୁ ଆକୁଳ ନିବେଦନ କରିଛନ୍ତି ।
ତାଙ୍କ ସ୍ବାମୀ ସନ୍ତୋଷ ଗତ କିଛି ଦିନ ହେବ କରୋନା ଦ୍ଵାରା ସଂକ୍ରମିତ ହୋଇଥିଲେ । ତାଙ୍କର ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିବାରୁ ତାଙ୍କୁ ବର୍ତ୍ତମାନ ଆଇ ସି ୟୁ ରେ ଭର୍ତ୍ତି କରାଯାଇଛି । ସନ୍ତୋଷ ଙ୍କ ଘରେ ସେ କେବଳ ଜଣେ ହିଁ ରୋଜଗାର କରୁଥିଲେ । ତାଙ୍କ ବ୍ୟତୀତ ତାଙ୍କ ଘରେ ଆଉ କେହି ମଧ୍ୟ ରୋଜଗାର କରନ୍ତି ନାହିଁ ।

ସେ ଅନେକ ଦିନ ହେବ କରୋନା ଦ୍ଵାରା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ତାଙ୍କ ଘରେ ବର୍ତ୍ତମାନ କିଛି ଖାଇବା ପାଇଁ ମଧ୍ୟ ନାହିଁ । କିଛି ଦିନ ହେବ ତାଙ୍କ ଘରେ ଏପର୍ଯ୍ୟନ୍ତ ଚୁଲି ମଧ୍ୟ ଜଳି ନାହିଁ । ଅନେକ ସମୟ ତାଙ୍କ ପରିବାର ର ସମସ୍ତେ ଉପବାସ ର୍ବ ମଧ୍ୟ ରହୁଛନ୍ତି ।
ପୁଅ ର ଚିକିତ୍ସା ପାଇଁ ନିଜ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ କରିସାରିଲେଣି ବୋଲି କାନ୍ଦି କାନ୍ଦି ତାଙ୍କ ବାପା ମିଡିଆ ସମ୍ମୁଖରେ କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଆଇ ସି ୟୁ ଚାର୍ଜ ଦେବାକୁ ମଧ୍ୟ ତାଙ୍କ ପାଖରେ ପଇସା ନାହିଁ । ଏହା ବ୍ୟତୀତ ତାଙ୍କ ଇକମୋ ଚିକିତ୍ସା କରିବାକୁ ମଧ୍ୟ ବହୁତ ଅର୍ଥ ର ଆବଶ୍ୟକ ରହିଛି ।

କିନ୍ତୁ ତାଙ୍କ ପାଖରେ ଆଉ ଅର୍ଥ ନାହିଁ । ତେଣୁ ଯଦି ଆପଣ ମାନଙ୍କ ମଧ୍ୟରୁ କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା କରେ କିମ୍ବା ସରକାର ଯଦି ତାଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଅନ୍ତି ତେବେ ତାଙ୍କ ପୁଅ ବଂଚିଯିବ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ଏହା ବ୍ୟତୀତ ସନ୍ତୋଷ ଙ୍କ ସ୍ତ୍ରୀ ମଧ୍ୟ କାନ୍ଦି କାନ୍ଦି ମିଡ଼ିଆ ଆଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଦୀର୍ଘ ଏକ ମାସ ହେବ ଆଇ ସି ୟୁ ରେ ଅଛନ୍ତି ।

ତାଙ୍କ ର ଇକମୋ ଚିକିତ୍ସା ପାଇଁ ବହୁତ ଅର୍ଥ ର ଆବଶ୍ୟକତା ରହିଛି । ତେଣୁ ସେ ଲୋକ ମାନଂକୁ ପ୍ରାର୍ଥନା କରିଛନ୍ତି ଯେ ତାଙ୍କୁ କିଛି ସହାୟତା କରିବା ପାଇଁ । ତାଙ୍କ ପତି ଙ୍କ ର ଆରୋଗ୍ୟ କାମନା ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ପୋସ୍ଟ ଟି କୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯାହା ଦ୍ଵାରା ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ତାଙ୍କ ପରିବାରକୁ କିଛି ସାହାର୍ଯ୍ୟ ମିଳି ପାରିବ


