ଦେଶ ବିଦେଶ

ଆଖି ପିଛୁଳାକେ ସବୁ ଧ୍ୱଂସ, କ୍ୟାମେରାରେ କଏଦ ହେଲା ଏମିତି ଭୟଙ୍କର ଦୃଶ୍ୟ, ଦେଖିଲେ ଲୋମ ଟାଙ୍କୁରି ଉଠିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ସମୟ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହାକୁ ଦେଖି ସମସ୍ତେ କଳିଯୁଗ ଅନ୍ତ ବୋଲି ମଧ୍ୟ ଅନୁମାନ କରି ସାରିଲେଣି ।

ତେବେ ଆପଣ ମାନେ ଜାଣିଥିବେ କି ଆଜିର ଏହି ବିକଶିତ ଟେକ୍ନିକାଲ ଯୁଗରେ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ନିଜକୁ ଇଣ୍ଟରନେଟ ସହ ନିୟୋଜିତ କରି ରଖୁଛନ୍ତି । ତେବେ ଆଧୁନିକ ସମାଜରେ କର୍ମବହୁଳ ଜୀବନ ମଧ୍ୟରେ ଟିକିଏ ମନରୋଞ୍ଜନ କରିବା ସହିତ ଘରେ ବସି ଦେଶ ବିଦେଶର ଘଟୁଥିବା ଘଟଣା ର ସୂଚନା ବିଷୟରେ ଅବଗତ ହେବା ଉଦ୍ଦେଶ୍ୟ ରେ ପ୍ରାୟତଃ ଲୋକ ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି ।

ତେବେ ଏହି ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଜୀବନ୍ତ ଘଟଣା ଦେଖିବା କୁ ମିଳିଥାଏ । ତତ୍ସହିତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶ ବିଦେଶରେ ଘଟୁଥିବା ଘଟଣା ସମୂହ କୁ ଘରେ ବସି ଅଳ୍ପ ସମୟ ମଧ୍ୟରେ ଲୋକ ମାନେ ଜାଣି ପାରୁଛନ୍ତି । ତେବେ ଏହି କ୍ଷେତ୍ରରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଛି । ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ବିଷୟରେ ଆଲୋଚନା କରିନେବା ।

ତେବେ ବର୍ତ୍ତମାନ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ ଧୀରେ ଧୀରେ କରି ଏକ ପାହାଡ ଉପରୁ ପଥର ସବୁ ଧସେଇ ଆସୁଛି ଏବଂ କିଛି ସେକେଣ୍ଡ ଭିତରେ ତାହା ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଉଛି । ତେବେ ଏହା ଫୁଣି ଏକ ବ୍ରିଜ ପାଖରେ ହେଉଥିଲା ତେଣୁ ସେହି ବ୍ରିଜ ରେ ଯାଉଥିବା ଲୋକମାନେ ଭୟବିତ ହୋଇ ଉଠିଲେ ଏବଂ ସୁରକ୍ଷିତ ସ୍ଥାନକୁ ଚାଲିଗଲେ ।


ତେବେ କିଛି ଲୋକ ଏହି ଦୃଶ୍ୟ କୁ ଦୂରରେ ରହି ନିଜ କ୍ୟାମେରା ରେ ରେକର୍ଡ କରୁଥିଲେ । ତେବେ ଏହି ଘଟଣା ଟି ହିମାଚଳ ପ୍ରଦେଶ ରେ କୋଟି ରୋଡ଼ ଚାମ୍ବା ରେ ହୋଇଛି । ତେବେ ଆଖି ପିଛୁଳାକେ ସବୁ କିଛି ଧ୍ୱଂସ ହୋଇଗଲା ତେବେ ବର୍ତ୍ତମାନ ଭିଡିଓ ଟି ଖୁବ ଭାଇରାଲ ହେଉଛି । ତେବେ ସ୍ଥାନୀୟ ଲୋକମାନେ ଭୟବିତ ହୋଇ ଯାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button