ଜୁଆଣୀର ପାଣି ସକାଳୁ ସକାଳୁ ପିଇବା ଦ୍ଵାରା ଯାହା ହେବ ଜାଣି ଆପଣ ବିଶ୍ଵାସ କରି ପାରିବେନି
ଯଦି ଆପଣଙ୍କୁ କ୍ୟାନ୍ସର ଅଛି ତେବେ ଏହାର ଚିକିତ୍ସା ଅଲଗା ହେବ, ଯଦି ଆପଣଙ୍କର ଡାଏବେଟିସ ଅଛି ତେବେ ଏହାର ଚିକିତ୍ସା ଅଲଗା ହେବ । କିନ୍ତୁ ଆୟୁର୍ବେଦ ଅନୁସାରେ ଯଦି ଆପଣ ବାତ, ପିତ୍ତ ଓ କଫକୁ ବାଲାନ୍ସ କରି ନେଉଛନ୍ତି ତେବେ ଆପଣଙ୍କ ପୁରା ଶରୀରର ବାଲାନ୍ସରେ ଆସିଯିବ ।
ଆପଣଙ୍କ ସବୁ ରୋଗ ଭଲ ହୋଇଯିବ । ଆଜି ଆମେ ଆପଣଙ୍କୁ ପିତ୍ତ ଦୋଷ ବିଷୟରେ କହିବୁ ଓ ଏହାର ଚିକିତ୍ସା ବିଷୟରେ ବି କହିବୁ । ପିତ୍ତ ଦୋଷକୁ ଆପଣ ସରଲ ଭାଷାରେ ଏସିଡିଟି କହି ପାରିବେ । ଆଜିକାଲି ପ୍ରାୟତଃ ସମସ୍ତ କୁହନ୍ତି କି ତାଙ୍କ ଶରୀରରେ ଏସଡିଟି ଅଛି ।
ଏସଡିଟି ଅଛି ଏହାର ଅର୍ଥ ଆପଣଙ୍କ ପିତ୍ତ ବଢି ଯାଇଛି । ଆପଣ ଏସିଡିଟିର ଚିକିତ୍ସା କରନ୍ତୁ ନାହିଁ କି ରୋଗ ଗୁଡିକ । କହିବାକୁ ଗଲେ ଏସଡି ଜିନିଷ ସବୁ ଖାଇବା ଦ୍ଵାରା ଏସଡିଟି ହୋଇଥାଏ । ଯଦି ଏସଡିଟି ଅଛି ତେବେ ଆପଣ କେମିତି ଜାଣିବେ ।
ଆପଣଙ୍କୁ ଶରୀରରୁ ଅଧିକ ଝାଳ ବାହାରୁଛି, ରାଗ ଲାଗୁଛି, ପରିସ୍ରା ହଳଦିଆ ହେବା, ଶରୀରରୁ ଦୁର୍ଗନ୍ଧ ଆସିବା, ଆପଣଙ୍କୁ ଅଧିକ ରାଗ ଲାଗିବା । ଏହି ସବୁ ଲକ୍ଷଣର ଅର୍ଥ ଆପଣଙ୍କ ପିତ୍ତ ଦୋଷ ବଢିଛି । ଏହି ଦୋଷ କାରଣରୁ ଆପଣଙ୍କୁ ଚର୍ମ ସମ୍ବନ୍ଧିତ ରୋଗ, କିଡନୀରେ ଷ୍ଟୋନ, କ୍ୟାନ୍ସର, ଜଣ୍ଡିସ, ହାଇ ବ୍ଲଡ ପ୍ରେସର ହୋଇଥାଏ । ଅଜୱାଇନ ଏହି ପିତ୍ତ ଦୋଷକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିବ ।
ଦ୍ଵିପହର ଖାଦ୍ୟରେ ଯଦି ଆପଣ ଅଜୱାଇନ ଦେଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ପିତ୍ତ ଦୋଷ ବାଲାନ୍ସ ରହିବ । ଆପଣ ରାତିରେ ଗୋଟିଏ ଚାମଚ ଅଜୱାଇନ ପାଣିରେ ଦେଇ ରଖି ଦିଅନ୍ତୁ । ସକାଳୁ ଉଠିବା ପରେ ବାସୀ ମୁହଁରେ ଅଜୱାଇନର ପାଣି ସେବନ କରନ୍ତୁ ।
ଏହା ଆପଣଙ୍କ ଶରୀରରେ ପିତ୍ତ ଦୋଷକୁ କଣ୍ଟ୍ରୋଲ କରିବ । ଅଜୱାଇନର ପାଣି ପିଇବା ଦ୍ଵାରା ଆପଣଙ୍କର ଡାଏବେଟିସ, ଥାଇରଡ, ଚର୍ମ ସମ୍ବନ୍ଧିତ ରୋଗ ଭଲ ହୋଇଯିବ । ଝାଳ ଅଧିକ ବାହାରିବା ବନ୍ଦ ହୋଇଯିବ । ଆପଣ ଅଧିକ ରାଗିବେ ନାହିଁ । ଜଣ୍ଡିସ, କ୍ୟାନ୍ସର ଓ ବ୍ଲଡ ପ୍ରେସର ଭଳି ରୋଗ ବି ଭଲ ହୋଇଯିବ । ଆହୁରି ବହୁତ ରୋଗ ଭଲ ହୋଇଯିବ ।