ମନୋରଞ୍ଜନ
ଜିନିୟସ ହେଇଥିଲେ 11 ସେକେଣ୍ଡ ମଧ୍ୟରେ ଫଟୋରେ କୁକୁରକୁ ଖୋଜି ବାହାର କରନ୍ତୁ, 99% ଲୋକ ଫେଲ୍ (Optical Illusion)

ଏବେ ଯାଏଁ 99% ପ୍ରତିଶତ ଲୋକ ଏହି ଫଟୋରେ 11 ସେକେଣ୍ଡ ମଧ୍ୟରେ କୁକୁରକୁ ଖୋଜିବାରେ ଫେଲ୍ ହୋଇ ସାରିଛନ୍ତି । ଏଭଳି କ୍ଷେତ୍ରରେ ଆପଣ 11 ସେକେଣ୍ଡ ମଧ୍ୟରେ କୁକୁରକୁ ଖୋଜି ନିଜ ପ୍ରତିଭା ପରଖି କରିପାରିବେ । ଏହି ଫଟୋରେ ଆପଣ ଏକ ହରାଭରା ପାର୍କ ଦେଖିବାକୁ ପାଇବେ ।
ଯେଉଁଠି ଲୋକଙ୍କ ବସିବା ପାଇଁ ଏକ ବେଞ୍ଚ ମଧ୍ୟ ରହିଛି । ଏହି ଫଟୋରେ କୁକୁରଟି ଏଭଳି ସ୍ଥାନରେ ଲୁଚି ରହିଛି ଯାହା ଆପଣଙ୍କ ଆଖି ସାମ୍ନାରେ ଥିଲେ ମଧ୍ୟ ଆପଣଙ୍କୁ ସହଜରେ ଦେଖାଯିବ ନାହିଁ । ଏଭଳି ଅପ୍ଟିକାଲ ଇଲ୍ୟୁଜନ ରହିଛି ଯାହା ଆପଣଙ୍କୁ ଭ୍ରମରେ ପକାଇ ଦେବ ।

ଏଭଳି ଫଟୋକୁ ଅପ୍ଟିକାଲ ଇଲ୍ୟୁଜନ ବା ଆଖିକୁ ଧୋକା ଦେଉଥିବା ଫଟୋ କୁହାଯାଏ । ଏଭଳି ଫଟୋରେ ଲୁଚି ରହିଥିବା ବସ୍ତୁ ଆମ ଆଖି ସାମ୍ନାରେ ଥାଇ ଆମକୁ ନଜର ଆସି ନଥାଏ । ଏଭଳି ଫଟୋକୁ ନେଇ ଅଧିକତର ଲୋକ ଭୁଲ ଜବାବ ଦେଇଥାନ୍ତି । ଭାଇରାଲ ହେଉଥିବା ଏହି ପାର୍କର ଫଟୋଟି ଅପ୍ଟିକାଲ ଇଲ୍ୟୁଜନର ସଠିକ ଉଦାହରଣ ବୋଲି ମାନ୍ୟ କରାଯାଉଛି ।



